Browsing Tag

saintala news

ଆଦିବାସୀଙ୍କ ପ୍ରଶ୍ନ ବାଣରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ : ଆଦିବାସୀ ମହିଳା ଓ ମନ୍ତ୍ରୀ ମୁହାଁମୁହିଁ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ୩୧ ନମ୍ବର ବେଲଗାଁ ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରିତାରାଣୀ ହାତୀଙ୍କ କଅଁସର ଓ ଘୁନସର ପଞ୍ଚାୟତର ଗ୍ରାମଗୁଡିକୁ ପ୍ରଚାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆସିଥିବା ବେଳେ ବ୍ଲକ
Read More...

ବିଜେଡ଼ି ଗଡ଼ରେ ବିଜେପି ଦଳର ରଣହୁଙ୍କାର : ବିଜେପିରେ ସାମିଲ ହେଲେ ୩୯ ଜଣ ଯୁବକ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାମନ୍ତ୍ରୀଙ୍କ ପ୍ରଚାର ପ୍ରସାର ସେତିକି ଦେଖିବାକୁ ମିଳିଛି । ଅନ୍ୟପଟେ ଭୋଟରଙ୍କୁ ହାତେଇବା ପାଇଁ ଏବେ ଗାଁ ଗାଁରେ ରାଜନେତାମାନଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଥାଏ
Read More...

କନ୍ଧେନବାହାଲିରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ପ୍ରଥମ ଦିନରେ କରେଲଧୁଆ ଦଳ ବିଜୟୀ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଡେଙ୍ଗ ସରର୍ଗି ଖେଳପଡିଆଠାରେ କନ୍ଧେନବାହାଲି ବୁଢ଼ାଦେଓ ଫୁଟ୍‌ବଲ କମିଟି ଆନୁକୂଲ୍ୟରେ ପ୍ରଥମ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ମ୍ୟାଚରେ କରେଲଧୁଆ ଦଳ ଓ ଘୁଚିପାଲି ଦଳ
Read More...

ଶ୍ରୀକାନ୍ତ ଭୋଇ ମେମୋରିଆଲ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଟିଟିଲାଗଡ଼ ଟିମ୍‌ ଚମ୍ପିୟାନ ବିବେଚିତ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରମେଶ ସିଂ ଭୋଇ ଷ୍ଟାଡିୟମଠାରେ ଦ୍ଵିତୀୟ ବର୍ଷ ସଇଁନ୍ତଲା କପ ତଥା ଶ୍ରୀକାନ୍ତ ଭୋଇ ମେମୋରିଏଲ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦ୍‌ଯାପିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ
Read More...

ବିଜେଡ଼ି ପରେ ବିଜେପିର ରଣହୁଙ୍କାର : ଯାଦବ ସମାଜ ଭୋଟର ବିଜେଡି ପାଇଁ କଣ୍ଟା ସାଜିବ, ବିଜେଡି ଦଳ ଛାଡି ବିଜେପିରେ ସାମିଲ…

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ମନ୍ତ୍ରୀଙ୍କ ପ୍ରଚାର ପ୍ରସାର ସେତିକି ବଢିବାରେ ଲାଗିଛି । ଭୋଟରକୁ ହାତେଇବା ପାଇଁ ଏବେ ଗାଁ ଗାଁରେ ରାଜନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । କିନ୍ତୁ ସବୁବେଳେ ନିର୍ବାଚନରେ ଚର୍ଚ୍ଚା ରହିଥାଏ
Read More...

ପିତାମହୁଲରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ : ସମାଚୁଆଁ ଦଳ ଚାମ୍ପିୟନ ବିବେଚିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ପିତାମହୁଲର ଡେଙ୍ଗସର୍ଗି ଠାରେ ୧୯ତମ ଚାଲିଥିବା ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହା ସମରା ବୁଢ଼ା ଫୁଟବଲ କମିଟି ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚ୍‌ରେ ହାତୀସରା ଦଳ
Read More...

ବିଜେଡିରେ ସାମିଲ ହେଲେ ୩୯ ଜଣ ଯୁବକ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକର ୩୧ ନମ୍ବର ଜୋନରେ ରିତାଞ୍ଜଳୀ ହାତୀ ବିଜେଡି ଟିକେଟ ମିଳିବା ପରେ ଶିଶକେଲା ପଞ୍ଚାୟତର ଠାରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଜେଡି ଜିଲ୍ଲା ସମ୍ପାଦକ ଡୋଳାମଣୀ ଥପା,
Read More...

ସଇଁତଲା ବ୍ଲକରେ ଜିଲ୍ଲା ପରିଷଦ ପ୍ରଚାର ସରଗରମ : ୩୦ ନଂ. ଜୋନରେ ଅସନ୍ତୋଷଙ୍କ ଗୋଷ୍ଠୀଙ୍କୁ ମନେଇବା ପାଇଁ ଚାଲିଛି…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ସଇଁତଲା ବ୍ଲକର ୩ ଗୋଟି ଜୋନର ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନକୁ ଓଲ୍ଲାଇଥିବା ବେଳେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଗଡ଼ ରକ୍ଷା
Read More...

ଟିକ୍ରାପଡାରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ, ଟିକ୍ରାପଡା ଟିମ୍‌ ଚାମ୍ପିୟନ ବିବେଚିତ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଟିକ୍ରାପଡା ଠାରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଲାନ୍ଥଶ୍ୱର ଫୁଟବଲ ଆସୋସିଏସନ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏହାର ଫାଇନାଲ ମ୍ୟାଚରେ କାଲସାଏପାଲି ଦଳକୁ ୨-୧ ଗୋଲରେ ପରାଜିତ କରି
Read More...

ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ପତ୍ନୀ ଓ ପୁଅ ଦୁହେଁ ପଞ୍ଚାୟତ ନିର୍ବାଚନ ମଇଦାନରେ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : କଂଗ୍ରେସ ଦଳର ବଳିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ପତ୍ନୀ ଓ ପୁଅ ଦୁହେଁ ପଞ୍ଚାୟତ ନିର୍ବାଚନ ମଇଦାନକୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଓହ୍ଲାଇଥିବା ବେଳେ ଏବେ ପଞ୍ଚାୟତ ନିର୍ବାଚନ ତାତି ସଇଁନ୍ତଲା ବ୍ଲକ ଅଞ୍ଚଳରେରେ ଜୋର୍‌
Read More...