ସଇଁତଲା ୩୨ ନଂ ଜୋନରେ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଭୋଇ ପ୍ରଥମ ରାଉଣ୍ଡରେ ୨୪୯ ଭୋଟରେ ଆଗୁଆ
ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ୩୨ ନମ୍ବର କଂଗ୍ରେସର ଜିଲ୍ଲା ପରିଷଦ ପ୍ରାର୍ଥୀ ୨୪୯ ଭୋଟରେ ଆଗୁଆ ହୋଇଛନ୍ତି । ଆଜି ସଇଁତଲା କଲେଜ ପରିସରରେ ୩୨ ନଂ ଜୋନ୍ରେ ଭୋଟ ଗଣତି ଆରମ୍ଭ ହୋଇଯାଇଥିବା ବେଳେ ଏହା ଡେଙ୍ଗା, ଆମ୍ବପାଲି, କନ୍ଧକେଲଗାଁ, କେରମେଲି,!-->…
Read More...
Read More...