Browsing Tag

saintala news

ଭୁସକିମାଲରେ ସରପଞ୍ଚ ପ୍ରାର୍ଥୀଙ୍କ ଟଙ୍କା ବଣ୍ଟନ ବେଳେ ଗ୍ରାମବାସୀଙ୍କ ବିରୋଧ : ଫୋଟୋ ଉତ୍ତୋଳନ ବେଳେ ସାମ୍ବାଦିକଙ୍କୁ…

ସଇଁତଲା, (ପ୍ରମୋଦ ସେଲମା) : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଚାଲିଥିବା ବେଳେ କିଛି ପ୍ରାର୍ଥୀମାନେ ଖୋଲମଖୋଲା ଟଙ୍କା ବଣ୍ଟନ କରୁଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କଅଁସର ପଞ୍ଚାୟତର ଭୂସକିମାଲ ଗ୍ରାମରେ । ପ୍ରକାଶ ଯେ , ଭୈରବ ସାହୁଙ୍କ…
Read More...

ଜୁରାବନ୍ଦ ପଞ୍ଚାୟତରେ ନିର୍ବାଚନୀ ହିଂସା : ସରପଞ୍ଚ ପ୍ରାର୍ଥୀଙ୍କ ୨ ଜଣ ସମର୍ଥକଙ୍କୁ ଆକ୍ରମଣ

ସଇଁତଲା, (ପ୍ରମୋଦ ସେଲମା) : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାର ସରଗରମ ଚାଲିଥିବା ବେଳେ ଗତକାଲି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଂଚାୟତରେ ଏକ ନିର୍ବାଚନୀ ହିଂସା ଘଟିଛି । ଏଥିରେ ଜୁରାବନ୍ଧ ସରପଞ୍ଚ ପ୍ରାର୍ଥୀ ସତ୍ୟବସନ୍ତ ତାଣ୍ଡିଙ୍କ ୨ ଜଣ ସମର୍ଥକଙ୍କୁ ଆକ୍ରମଣ…
Read More...

ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଜ୍ୱାଇଁ ମୃତ ଓ ଶ୍ୱଶୁର ଗୁରୁତର, କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ସଇଁତଲା, (ପ୍ରମୋଦ ସେଲମା) : ଆଜି ଟିକ୍ରାପଡା ଓ ସଇଁତଲା ରାସ୍ତାରେ ଅପରାହ୍ନ ୪ ଘଣ୍ଟା ସମୟରେ ଦୁହେଁ ଶ୍ୱଶୁର ଓ ଜ୍ୱାଇଁ ସଇଁତଲା ପଟୁ ଘରକୁ ଫେରୁଥିବା ବେଳେ ଝିମନପାଲି ବ୍ରିଜ ପାଖରେ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଗୁରୁତର…
Read More...

୩୨ ନମ୍ବର ଜିଲ୍ଲା ପରିଷଦ ଜୋନରେ କଂଗ୍ରେସ ଓ ବିଜେପି ପ୍ରଚାରରେ ଆଗୁଆ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ନେଇ ପରିବେଶ ସରଗରମ ରହିଛି । ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସବୁବେଳେ ରାଜନୀତିଜ୍ଞଙ୍କ ନଜରରେ ରହିଥାଏ । ଏହି ଜୋନ ୯ଟି ପଂଚାୟତକୁ ନେଇ ଗଠିତ ହୋଇଛି । ଏହି ଜୋନରେ ଗତ ୨୦୧୭ ନିର୍ବାଚନରେ ବିଜେପି ବିପୁଳ…
Read More...

ଅଜଣା ଗାଡି ଧକ୍କାରେ ଜଣେ ମୃତ : ଘଟଣାସ୍ଥଳରେ ୩ ଜଣ ସରପଞ୍ଚ ପ୍ରାର୍ଥୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଚଟିଆପଡାର ୨୬ ନମ୍ବର ଜାତୀୟ ରାଜପଥଠାରେ ଭୋର ସକାଳ ସାଢେ ୫ ଘଣ୍ଟା ସମୟରେ ଶୌଚ ଯାଇ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଶିଶକେଲା ଗ୍ରାମର ସାଧୁ…
Read More...

ଅଜଣା ଗାଡି ଧକ୍କାରେ କାର୍‌ ଚୁର୍‌ମାର୍‌, ୩ ଜଣ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ ୨୬ ନମ୍ବର ମହଗାଁ ରାସ୍ତା କଡ଼ରେ ଥିବା ଲିମ୍ବଗଛ ସାମ୍ନାରେ ପଛପଟୁ ଆସୁଥୁବା ଏକ ଅଜଣା ଗାଡି ଧକ୍କା ଦେଇଛି । ଘଟଣା ଯେ, ଗତ ବିଳମ୍ବିତ ମଧ୍ୟରାତିରେ ବଲାଙ୍ଗିର ପଟୁ କାର୍‌ ଆସୁଥିବା ବେଳେ ପଛ ପଟରୁ ଏକ ଅଜଣା…
Read More...

ପାଣ୍ଡବ ସାହୁଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ମନ୍ତ୍ରୀ ଟୁକୁନୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀର ସଇଁତଲା ବ୍ଲକର ୩୨ ନଂ ଜୋନ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ପାଣ୍ଡବ ସାହୁଙ୍କ ପାଇଁ ଆଜି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପ୍ରଚାର ଆରମ୍ଭ କରିଛନ୍ତି । ଏହି…
Read More...

ମନ୍ତ୍ରୀ ସୁଶାନ୍ତ ସିଂ ଓ ଟୁକୁନି ସାହୁଙ୍କ ଗାଡିକୁ ଅଣ୍ଡା ମାଡ଼

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କରମତଲାଠାରେ ୩୦ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନୀ ସଭାରେ ଯୋଗ ଦେବା ପାଇଁ ଆସୁଥିବା ବେଳେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ…
Read More...

ଆଦିବାସୀଙ୍କ ପ୍ରଶ୍ନ ବାଣରେ ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ : ଆଦିବାସୀ ମହିଳା ଓ ମନ୍ତ୍ରୀ ମୁହାଁମୁହିଁ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ୩୧ ନମ୍ବର ବେଲଗାଁ ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରିତାରାଣୀ ହାତୀଙ୍କ କଅଁସର ଓ ଘୁନସର ପଞ୍ଚାୟତର ଗ୍ରାମଗୁଡିକୁ ପ୍ରଚାରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଆସିଥିବା ବେଳେ ବ୍ଲକ…
Read More...

ବିଜେଡ଼ି ଗଡ଼ରେ ବିଜେପି ଦଳର ରଣହୁଙ୍କାର : ବିଜେପିରେ ସାମିଲ ହେଲେ ୩୯ ଜଣ ଯୁବକ

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାମନ୍ତ୍ରୀଙ୍କ ପ୍ରଚାର ପ୍ରସାର ସେତିକି ଦେଖିବାକୁ ମିଳିଛି । ଅନ୍ୟପଟେ ଭୋଟରଙ୍କୁ ହାତେଇବା ପାଇଁ ଏବେ ଗାଁ ଗାଁରେ ରାଜନେତାମାନଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ସବୁବେଳେ ଚର୍ଚ୍ଚାରେ ରହିଥାଏ…
Read More...