କନ୍ଧେନବାହାଲିରେ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ : ପ୍ରଥମ ଦିନରେ କରେଲଧୁଆ ଦଳ ବିଜୟୀ
ସଇଁନ୍ତଲା, (ପ୍ରମୋଦ କୁମାର ସେଲମା ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲାର ଡେଙ୍ଗ ସରର୍ଗି ଖେଳପଡିଆଠାରେ କନ୍ଧେନବାହାଲି ବୁଢ଼ାଦେଓ ଫୁଟ୍ବଲ କମିଟି ଆନୁକୂଲ୍ୟରେ ପ୍ରଥମ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଏହାର ଉଦ୍ଘାଟନୀ ମ୍ୟାଚରେ କରେଲଧୁଆ ଦଳ ଓ ଘୁଚିପାଲି ଦଳ!-->…
Read More...
Read More...