କଁସର ପଞ୍ଚାୟତରେ ସମିତି ସଭ୍ୟ ଆସନ ପାଇଁ ଶାଶୁ, ବୋହୂ ଭରିଲେ ନାମାଙ୍କନ ପତ୍ର
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଅନେକ ଉଷ୍ମତା ଦେଖିବାକୁ ମିଳିଛି । ତେବେ ଆଜି କଁସର ପଞ୍ଚାୟତରେ ସମିତି ସଭ୍ୟ ଆସନ ପାଇଁ ବ୍ଳକ କାର୍ୟ୍ୟାଳୟକୁ ଆସି ଶାଶୁ ସୁକାନ୍ତି ସାହୁ ଓ ବୋହୂ ରୀତା ସାହୁଙ୍କ!-->…
Read More...
Read More...