Browsing Tag

pib news

ସମସ୍ତ ଏମଏସଏମଇ ପାଇଁ ବର୍ଗୀକରଣ ସମ୍ବନ୍ଧୀୟ ନିବେଶ ଏବଂ ବ୍ୟବସାୟ ସୀମା ଯଥାକ୍ରମେ ୨.୫ ଗୁଣ ଏବଂ ୨ ଗୁଣକୁ ବୃଦ୍ଧି…

ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି କଭର ୫ କୋଟି ଟଙ୍କାରୁ ୧୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛିଏଣ୍ଟରପ୍ରାଇଜ୍ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ପାଇଁ ପ୍ରଥମ ବର୍ଷରେ ୫ ଲକ୍ଷ ଟଙ୍କା ସୀମା ସହ ୧୦ ଲକ୍ଷ ଟଙ୍କାର ସ୍ୱତନ୍ତ୍ର କ୍ରେଡିଟ୍ କାର୍ଡ…
Read More...

କେନ୍ଦ୍ର ବଜେଟକୁ ନେଇ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିକ୍ରିୟା

ବଜେଟରେ ରେଳବାଇ ପାଇଁ ୨.୫୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ ବ୍ୟବସ୍ଥା ସହ ଆଧୁନିକ ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇଛି : କେନ୍ଦ୍ର ରେଳ ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ରେଳ, ସୂଚନା ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…
Read More...

କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ

୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପୂରଣ କରିବ ବିକଶିତ ଭାରତ ବଜେଟ୍ ୨୦୨୫-୨୬ : ପ୍ରଧାନମନ୍ତ୍ରୀବିକଶିତ ଭାରତ ବଜେଟ୍ ୨୦୨୫-୨୬ ହେଉଛି ଏକ ବୃହତ ଶକ୍ତି : ପ୍ରଧାନମନ୍ତ୍ରୀବିକଶିତ ଭାରତ ବଜେଟ୍ ୨୦୨୫-୨୬ ପ୍ରତ୍ୟେକ ନାଗରିକଙ୍କୁ ସଶକ୍ତ କରିବ : ପ୍ରଧାନମନ୍ତ୍ରୀବିକଶିତ ଭାରତ ବଜେଟ୍ ୨୦୨୫-୨୬…
Read More...

ଆର୍ଥିକ ବର୍ଷ ୧୫ ରୁ ୨୨ ମଧ୍ୟରେ ମୋଟ ସ୍ୱାସ୍ଥ୍ୟ ଖର୍ଚ୍ଚରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚର ଅଂଶ ୨୯.୦%ରୁ ୪୮.୦%କୁ…

ଆୟୁଷ୍ମାନ ଯୋଜନାରେ ଆଉଟ୍ ଅଫ୍ ପକେଟ୍ ଖର୍ଚ୍ଚରେ ଉଲ୍ଲେଖନୀୟ ହ୍ରାସ, ୧.୨୫ ଲକ୍ଷ କୋଟିରୁ ଅଧିକ ସଞ୍ଚୟ ରେକର୍ଡ଼ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଅଧୀନରେ ୭୨.୮୧ କୋଟି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ ସୃଷ୍ଟି କରାଯାଇଛି୩୪ ପ୍ରତିଶତ ସ୍ୱାସ୍ଥ୍ୟ ସେବା ସଂଗଠନ ଏଆଇ ପ୍ରୋଜେକ୍ଟ ପରୀକ୍ଷଣ…
Read More...

‘ସହରକୁ ବିକାଶ କେନ୍ଦ୍ର’ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ’…

ଗିଗ୍ ଶ୍ରମିକଙ୍କ ପାଇଁ ଇ-ଶ୍ରମ ପୋର୍ଟାଲୟରେ ପରିଚୟପତ୍ର ଓ ପଞ୍ଜୀକରଣ ବ୍ୟବସ୍ଥାପିଏମ ଜନ ଆରୋଗ୍ୟ ଯୋଜନା ଅଧୀନରେ ଗିଗ୍ ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ, ଯାହା ଦ୍ୱାରା ପାଖାପାଖି ଏକ କୋଟି ଶ୍ରମିକ ଉପକୃତ ହେବେପିଏମ ସ୍ୱନିଧି ଯୋଜନାରେ ୩୦ ହଜାର ଟଙ୍କା ସୀମା ସହିତ…
Read More...

ମୋଟ ମୂଲ୍ୟବର୍ଦ୍ଧନ (ଜିଭିଏ)ରେ ସେବା କ୍ଷେତ୍ରର ଅବଦାନ ୨୦୧୪ ଆର୍ଥିକ ବର୍ଷରେ ୫୦.୬%ରୁ ବୃଦ୍ଧି ପାଇ ୨୦୨୫ ଆର୍ଥିକ…

୨୦୨୩ ଆର୍ଥିକ ବର୍ଷରୁ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ସେବା କ୍ଷେତ୍ରରେ ୮.୩ ପ୍ରତିଶତ ଅଭିବୃଦ୍ଧି ଯୋଗୁଁ ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ତ୍ୱରାନ୍ୱିତ ହୋଇଛି୨୦୨୫ ଏପ୍ରିଲରୁ ନଭେମ୍ବର ମଧ୍ୟରେ ସେବା ରପ୍ତାନିରେ ୧୨.୮ ପ୍ରତିଶତ ବୃଦ୍ଧିଉତ୍ପାଦନ ଏବଂ ସେବା କ୍ଷେତ୍ରର ଅଗ୍ରଗତି କୁଶଳୀ…
Read More...

ସମାନ ଏବଂ ସମାବେଶୀ ବିକାଶ ସୁନିଶ୍ଚିତ କରିବା ଲାଗି ଗ୍ରାମାଞ୍ଚଳରେ ଜୀବନଧାରଣମାନରେ ଉନ୍ନତି ଆଣିବା ଉପରେ ସରକାରଙ୍କ…

୨୦୧୬ରୁ ପିଏମ୍ଏୱାଇ-ଜି ଅଧୀନରେ ୨.୬୯ କୋଟି ଘର ନିର୍ମାଣ ସରିଛିଡିଏୱାଇ-ଏନଆରଏଲଏମ ଯୋଜନା ଅଧୀନରେ ୧୦ କୋଟିରୁ ଅଧିକ ଗରିବ ପରିବାରକୁ ୯୦.୯୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସଂଯୋଗ କରାଯାଇଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନେ ୯.୮୫ ଲକ୍ଷ କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଛନ୍ତିମନରେଗା…
Read More...

ଜଳ ଜୀବନ ମିଶନ ପାଇଁ ବଜେଟ୍‍ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି

ଜଳ ଜୀବନ ମିଶନ୍ ଅବଧି ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତଆସନ୍ତା ତିନିବର୍ଷ ମଧ୍ୟରେ ମିଶନ ୧୦୦% ଲକ୍ଷ୍ୟ ହାସଲ କରିବ ନୂଆଦିଲ୍ଲୀ, (ପିଆଇବି) : ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫ - ୨୬ ଉପସ୍ଥାପନ କରୁଥିବା ବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ…
Read More...

ସମଗ୍ର ଦେଶରେ କ୍ଲଷ୍ଟର ବିକାଶ ପାଇଁ ସରକାର ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ-କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ଏମଏସଇ-ସିଡିପି)…

ସରକାର ଏମଏସଏମଇ ପାଇଁ ୫୦,୦୦୦ କୋଟି ଟଙ୍କାର ପାଣ୍ଠି ସହ ଆତ୍ମନିର୍ଭର ଭାରତ (ଶ୍ରୀ) ପାଣ୍ଠି ଆରମ୍ଭ କରିଛନ୍ତିଏମ୍ଏସ୍ଏମ୍ଇ ସମାଧାନ ଏବଂ ଚାମ୍ପିୟନ୍ସ ପୋର୍ଟାଲ ଭଳି ପଦକ୍ଷେପ ମାଧ୍ୟମରେ ଏମଏସଏମଇର ସମସ୍ୟାର ସମାଧାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧନଭେମ୍ବର ୨୬, ୨୦୨୪ ସୁଦ୍ଧା…
Read More...

ପ୍ରତିକୂଳ ବିଶ୍ୱ ପରିସ୍ଥିତି, ବୈଶ୍ୱିକ ପ୍ରତିଯୋଗିତା ଏବଂ ବଢୁଥିବା ସଂରକ୍ଷଣବାଦକୁ ଅତିକ୍ରମ କରି ଭାରତର ରପ୍ତାନି ୬…

ବୈଶ୍ୱିକ ସେବା ରପ୍ତାନିରେ ଭାରତର ଅଂଶ ୨୦୦୫ରେ ୧.୯ ପ୍ରତିଶତ ଥିବାବେଳେ ୨୦୨୩ରେ ଏହା ଦ୍ୱିଗୁଣିତ ହୋଇ ୪.୩ ପ୍ରତିଶତରେ ପହଞ୍ଚିଛିପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ୨୦୨୫ ଆର୍ଥିକ ବର୍ଷର ପ୍ରଥମ ୮ ମାସରେ ୫୫.୬ ବିଲିୟନ ଡଲାରକୁ ବୃଦ୍ଧି ପାଇଛି, ଯାହାକି ୨୦୨୪ର ସମାନ ଅବଧିରେ ୪୭.୨ ବିଲିୟନ…
Read More...