ସାଲେପାଲିରେ ମାଗଣା ସ୍ଵାସ୍ଥ୍ୟ ଶିବିର
ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ସାଲେପାଲି ଗାଁର ବିଶିଷ୍ଟ ଧର୍ମ ପରାୟଣା ମହିଳା ସ୍ୱର୍ଗତ ନୁରା ରାଓଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପାଟଣାଗଡ଼ର ମୁମୁର୍ଷ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତାମାନେ!-->…
Read More...
Read More...