ସର୍ଚ୍ଚ ଅପ୍ରେସନ୍ ବେଳେ ମାଓବାଦୀ – ଯବାନ ଗୁଳି ବିନିମୟ : ଯବାନ ଗୁରୁତର
ନୂଆପଡା, (ନିରାକାର ମେହେର) : ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଶିବନାରାୟଣପୁର ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଏସ୍ଓଜି ଯବାନଙ୍କୁ ଗୁଳି ମାଡ ହୋଇଥିବାରୁ ସେ ଗୁରୁତର ଆହତ!-->…
Read More...
Read More...