Browsing Tag

bargarh news

ମୋହନ ଲୁହା ଜିଲ୍ଲା ପରିଷଦର ନୂତନ ଉପାଧ୍ୟକ୍ଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ପରିଷଦର ନୂତନ ଉପାଧ୍ୟକ୍ଷ ଭାବେ ମୋହନ ଲୁହା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଅନୁଷ୍ଠିତ ନିର୍ବାଚନରେ ବିଜୁ ଜନତା ଦଳର ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ମୋହନ ଲୁହା ବରଗଡ଼ ଜିଲ୍ଲା ପରିଷଦ ଜୋନ ୩ରୁ
Read More...

ବୃହତ ଶିଳ୍ପରେ କ୍ୟାରିୟର ଶୀର୍ଷକ ଆଲୋଚନାଚକ୍ର

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଦେଶର ବଡ ବଡ ସରକାରୀ ଓ ବେସରକାରୀ ଶିଳ୍ପ ପ୍ରତିଷ୍ଠାନରେ କଂପ୍ୟୁଟର ଓ ମେନେଜମେଣ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଥିବା କ୍ୟାରିୟର ସୁଯୋଗ ଉପରେ ଏକ ଆଲୋଚନାଚକ୍ର ଇମ୍ପରିୟଲ କଲେଜଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଷ୍ଟିଲ ଅଥରେଟି ଅଫ ଇଣ୍ଡିଆ
Read More...

୫ ଜଣଙ୍କୁ ଭୁଜାଲିରେ ଆକ୍ରମଣ କରି ୩ ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ୧୬ ନଂ ୱାର୍ଡ ବରମଚାରୀରେ ବିଜେଡି କର୍ମୀଙ୍କୁ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୫ ଜଣ ବିଜେଡି କର୍ମୀଙ୍କୁ ୩ ଜଣ ଯୁବକ ଆସି ଭୁଜାଲିରେ ଆକ୍ରମଣ କରିଥିଲେ । ଏଥରେ ୫ ଜଣ ବିଜେଡି କର୍ମୀ ଆହତ ହୋଇଛନ୍ତି । ଆହତମାନେ ମିଥୁନ
Read More...

ମନ୍ଦିର ପ୍ରତିଷ୍ଠା ଅବସରରେ ନିଷ୍ଠା ପରିବାର ତରଫରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରକ୍ତ ଭଣ୍ଡାରରେ ରକ୍ତ ଅଭାବକୁ କିଛିକାଂଶରେ ଦୂର କରିବା ପାଇଁ ନିଷ୍ଠା ପରିବାରର ପ୍ରୟାସ ଶ୍ରୀ ଶ୍ରୀ ଦୁର୍ଗା ଦେବୀ ଓ ଦଶମତୀ ଦେବୀଙ୍କ ମନ୍ଦିରର ଶୁଭ ପ୍ରତିଷ୍ଠା ଅବସରରେ ନିଷ୍ଠା ପରିବାର, ଦୁର୍ଗା ଓ ଦଶମତୀ ମନ୍ଦିର ପରିଚାଳନା କମିଟି, କଟାପାଲି, ବରଗଡ
Read More...

ନବଗଠିତ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୮୪.୭୧ ଶତକଡା ଭୋଟ ଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ ବିଜେପୁରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଲୋକେ ଉତ୍ସାହିତର ସହ ଭୋଟ ଦେଇଥିଲେ । ୮୪୭୪ ଭୋଟରଙ୍କ ମଧ୍ୟରୁ ୭୧୭୮ ଜଣ ଭୋଟର ଭୋଟ ଦେଇ ଥିଲେ । ଯାହାକି ୮୪.୭୧ ପ୍ରତିଶତ ଅଟେ । ପ୍ରତି
Read More...

ବରଗଡ଼ ପୌର ନିର୍ବାଚନରେ ଇଭିଏମ୍‌ ତ୍ରୁଟି ଯୋଗୁଁ ଉତ୍ତେଜନା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମ୍ୟୁନିସିପାଲଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡର ୪୩ ନମ୍ବର ବୁଥ୍‌ରେ ଇଭିଏମ୍‌ ତ୍ରୁଟି ଯୋଗୁଁ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଏକ ଘଣ୍ଟା ଧରି ଭୋଟ ଗ୍ରହଣ ବନ୍ଦ ରହିଥିଲା । ପରେ ବରଗଡ଼ ପୌର ନିର୍ବାଚନ ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ତଥା
Read More...

ବରପାଲି ମହାବିଦ୍ୟାଳୟରେ ସ୍ଵାଗତ ଉତ୍ସବ

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ମହାବିଦ୍ୟାଳୟ ପରିସରରେ ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଏକ ସ୍ଵାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଜୟନ୍ତୀ ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।
Read More...

ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଗତକାଲି ଗାନ୍ଧୀ ସ୍ମୃତି ପାଠାଗାର ଓ ବରଗଡ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗାନ୍ଧୀଙ୍କ ସ୍ମୃତି ଚାରଣ କରାଯାଇଛି । ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ଭବନ ପରିସରରେ ଥିବା
Read More...

ଉମେଶ ପଣ୍ଡା ହେଲେ ବରଗଡ଼ ବ୍ଲକ ଉପାଧ୍ୟକ୍ଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ବ୍ଲକ ଉପାଧ୍ୟକ୍ଷ ପାଇଁ ଅନୁଷ୍ଠିତ ନିର୍ବାଚନରେ ଗାଏସମା ପଞ୍ଚାୟତ ସମିତି ସଭ୍ୟ ଉମେଶ ପଣ୍ଡା ନିଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ଜିଲ୍ଲାର ଅନ୍ୟ ବ୍ଲକ ମଧ୍ୟରେ ଅତାବିରା ବ୍ଲକରେ ଅନନ୍ତ ମେହେର, ଅମ୍ଭାଭୋନା ବ୍ଲକରେ କମଳା ନାଏକ, ସୋହେଲା
Read More...

ପୌର ପରିଷଦ ନିର୍ବାଚନ : ଭୋଟ ଗ୍ରହଣ ପ୍ରସ୍ତୁତି ଶେଷ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ପୌର ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭୋଟ କାର୍ଯ୍ୟ ପରିଚାଳନା ପାଇଁ ପୋଲିଂ ଅଧିକାରୀ ଓ ତାଙ୍କ ଦଳ ବୁଥ ଗୁଡିକରେ ପହଞ୍ଚି ଥିବା ବେଳେ
Read More...