Browsing Tag

balangir news

ବଲାଙ୍ଗିର ଦିନ ଉଧେ ଭିନ୍ନ ଭିନ୍ନ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : - ବଲାଙ୍ଗିର ଦିନ ଉଧେ ସଫେଇ କାର୍ଯ୍ୟକ୍ରମ :ତା:୨୬.୧୦.୨୦୨୫ ଦିନ ୭ଟା ସମୟରେ ବଲାଙ୍ଗିର ଶାନ୍ତିପଡ଼ା ଶ୍ମଶାନରେ ଠାରେ ବଲାଙ୍ଗିର ଶାନ୍ତିପଡ଼ା ଦୁର୍ଗା ପୂଜା କମିଟି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପାର୍ଥ କର୍ଣ୍ଣ, ଲକ୍ଷ୍ମୀ ସେଠ,
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ତା.୨୭.୧୦.୨୦୨୫ ଠାରୁ ତା.୦୨.୧୧.୨୦୨୫ ପର୍ଯ୍ୟନ୍ତ ପାଳନ କରାଯାଉଛି । ବଲାଙ୍ଗିର ସଦର ମହକୁମା ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଅତିରିକ୍ତ ଜିଲ୍ଲାପାଳ ଡା. ବିଜୟାନନ୍ଦ
Read More...

ଜିଲ୍ଲା ସଦରମହକୁମା ଠାରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା
Read More...

ନୂଆଖାଇ ଭେଟଘାଟ : ଏକାଠି ହେଲେ କୈବର୍ତ୍ତ ସମାଜ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ କୈବର୍ତ୍ତ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବଲାଙ୍ଗିର
Read More...

ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲାର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କନ୍ଧମାଳ ଜିଲ୍ଲା ଫୁଲବାଣୀର ସ୍ଥାନୀୟ ପବ୍ଲିକ ସ୍କୁଲ ଠାରେ ୬୯ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା-୨୦୨୫ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ସମୂହ ସିଲେକ୍‌ସନ ଟ୍ରାଏଲ ଗତ ୨୦ ତାରିଖ ଅକ୍ଟୋବର ଗାନ୍ଧୀ ଷ୍ଟାଡିୟମ ଠାରେ ଥିବା
Read More...

ତୁଳଣ୍ଡି ଗ୍ରାମ ପରିଦର୍ଶନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ, ମିର୍ଦ୍ଧାପାଲି ପଂଚାୟତ ଅନ୍ତର୍ଗତ ତୁଳଣ୍ଡି ଗ୍ରାମକୁ ପରିଦର୍ଶନରେ ଯାଇ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର । ପାନୀୟ ଜଳର ସମସ୍ୟା ସମ୍ପର୍କରେ ଗ୍ରାମବାସୀ
Read More...

ମୁକ୍ତି ସାମାଜିକ ସଂଗଠନ ପକ୍ଷରୁ ବସ୍ତ୍ର ଓ ଚପଲ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଅନ୍ୟତମ ସାମାଜିକ ସଂଗଠନ ‘ମୁକ୍ତି’ ତରଫରୁ ସ୍ଥାନୀୟ ଦୈନିକ ବଜାର ପ୍ରାଙ୍ଗଣରେ ପୁରୁଣା ବସ୍ତ୍ର ଓ ନୂଆ ଚପଲ ବଣ୍ଟନ କରାଯାଇଥିଲା । ସାମାଜିକ ସଂଗଠନ ତରଫରୁ ବର୍ଷା ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା ବିଭିନ୍ନ ପର୍ବପର୍ବାଣୀରେ ପ୍ରସାଦ
Read More...

ଜିଲ୍ଲା ବ୍ରାହ୍ମଣ ମହାସଭାର ପଦ ମଣ୍ଡନ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିରର ନବନିଯୁକ୍ତ କର୍ମକର୍ତ୍ତାମାନଙ୍କର ପଦ ମଣ୍ଡନ ସମାରୋହ ମହାସଭାର ଅଧ୍ୟକ୍ଷ ଧନଞ୍ଜୟ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଆଜିକାର ସଭା ନବ ନିର୍ବାଚିତ ବ୍ରାହ୍ମଣ ସଭାର ପ୍ରଥମ ବୈଠକର ପ୍ରାରମ୍ଭ ଅଧ୍ୟକ୍ଷଙ୍କ
Read More...

ନୂଆପଡା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ଉପରେ ସେମାନଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆପଡା ଉପ ନିର୍ବାଚନ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ନୂଆପଡା ଏବେ ରାଜ୍ୟର ରାଜନୈତିକ ରାଜଧାନୀ ଭଳି ପ୍ରତୀୟମାନ ହେଉଛି । ଗୋଟିଏ ପଟରେ ଆଦିବାସୀ ଭୋଟ ଓ ଅନ୍ୟ ପଟରେ ବିଗତ ବିଧାନସଭା ନିର୍ବାଚନର ରାଜନୈତିକ ପରିସଂଖ୍ୟାନକୁ ନେଇ କଂଗ୍ରେସ ଦଳ
Read More...

ପାରାଲିଗାଲ ସ୍ୱେଚ୍ଛାସେବୀଙ୍କୁ ନୂଆ କ୍ରିମିନାଲ ଆଇନ ଉପରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ତିନୋଟି ଆଇନ ଯଥା- ଭାରତୀୟ ନ୍ୟାୟସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ସମ୍ପର୍କରେ ବ୍ୟାପକ ସଚେତନତାର ଆବଶ୍ୟକ ହେତୁ ଆଇନ ସେବା ସଂସ୍ଥା କ୍ଲାପ ତରଫରୁ
Read More...