ବଲାଙ୍ଗିରରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ : ଆୟୁଷ ଡାକ୍ତରଙ୍କ ଭରସାରେ ରୋଗୀ
ବଲାଙ୍ଗିର : ବଲାଙ୍ଗିରରେ ସରକାରୀ ଡାକ୍ତରଙ୍କ ଅନିର୍ଦ୍ଦିଷ୍ଟ କାଳୀନ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି । ଏହାର ପ୍ରଭାବରେ ସରକାରୀ ସ୍ୱାସ୍ଥ୍ୟସେବା ବ୍ୟାହତ ହୋଇଥିବାବେଳେ ଅନେକ ରୋଗୀ ଚିକିତ୍ସା ପାଇଁ ହଇରାଣ ହେଉଛନ୍ତି । ବର୍ତ୍ତମାନ ଆୟୁଷ ଡାକ୍ତରଙ୍କ ଭରସାରେ ରୋଗୀ ସେବା!-->…
Read More...
Read More...