ପ୍ରଶଂସନୀୟ କାର୍ଯ୍ୟ କଲେ ବରଗଡ଼ ଟ୍ରାଫିକ ହାବିଲଦାର ଯତୀନ କୁମାର ଶତପଥୀ
ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଭଟଲି ଛକରେ ଆଜି ସନ୍ଧ୍ୟା ୬ଟା ସମୟରେ କୌଣସି ଏକ ଗାଡି ଧକାରେ ଗୋଟିଏ ବାଛୁରୀ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ବୁଲୁଥିବା ଦେଖି ସେଠାରେ କାର୍ଯ୍ୟରତ ଟ୍ରାଫିକ ହାବିଲଦାର ଯତୀନ କୁମାର ଶତପଥୀ ନିଜର ମାନବିକତାର ପରିଚୟ ଦେଇଥିଲେ । ଆହତ ବାଛୁରୀଟିକୁ!-->…
Read More...
Read More...