Browsing Tag

ଖଣ୍ଡଦେଉଳି ହାଇସ୍କୁଲ ଓ ହୁମ୍ମା ବୀରଭଦ୍ର ନୋଡାଲ ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ଖଣ୍ଡଦେଉଳି ହାଇସ୍କୁଲ ଓ ହୁମ୍ମା ବୀରଭଦ୍ର ନୋଡାଲ ହାଇସ୍କୁଲରେ ହିନ୍ଦୀ ଦିବସ ପାଳିତ

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ଶକଂର ନାରାୟଣ ବେଜଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ହିନ୍ଦୀଭାଷା ୧୯୪୯ ମସିହା ସେପ୍ଟେମ୍ବର ୧୪ ତାରିଖରେ
Read More...