ଚନ୍ଦନଭାଟି ନେ ନୂଆଁଖାଇ ତିହାରି ହାଟ୍‌

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ନେ ନୂଆଁଖାଇ ତିହାରି ହାଟ୍‌ ବସିଛେ । ସକାଲ୍‌ ପାହେଲେ ନୂଆଁଖାଇ । ନୂଆଁଖାଇର୍‌ ଲାଗି ତୁନ୍‌ଶାଗ୍‌, ବାଢ଼ୁନ୍‌, ସରେଇ, ପାତୁଲ୍‌, କୁଲା ସାଂଗେ ସାଜୋ ସାମାନ୍‌ ଘିନ୍‌ବାର୍‌ ତିହାରି ହାଟ୍‌ ଥି ଚନ୍ଦନ୍‌ଭାଟି ଆର୍‌ ଆଖପାଖର୍‌ ଲୋକ୍‌ବାକ୍‌ ଆଏଜ୍‌ ବଡ଼ା ଭିଡ଼୍‌ ହେଇଛନ୍‌ । ଚନ୍ଦନ୍‌ଭାଟି ଥି ଫି’ ସୋମବାର୍‌ ଦିନେ ହାଟ୍‌ ବସ୍‌ସି । ମାତର୍‌କ’ ଆମର୍‌ ବାହିର୍‌ ବଡ଼୍‌ଖା ତିହାର୍‌ ନୂଆଁଖାଇର୍‌ ଲାଗି ଆଏଜ୍‌ ଇନେ ହାଟ୍‌ ବସିଛେ । ନୂଆଁଖାଇ କେ ଗହକି ସହକି, ଉସତ୍‌ ଉସ୍‌ନାକ୍‌ ଥି ପାଲନ୍‌ କର୍‌ବାର୍‌ ଲାଗି ଅଂଚଲ୍‌ର ଲୋକ୍‌ ଲାଗିଭିଡ଼ି କରି ହାଟ୍‌ ବଜାର୍‌ କରୁଥିବାର୍‌ ଦେଖ୍‌ବାର୍‌ କେ ମିଲିଛେ ।

Leave A Reply

Your email address will not be published.