oom

ଦେଓଗାଁ ଚିନିକଳ ନିକଟରେ ଅକ୍ଷୟ ତୃତୀୟ ଉପଲକ୍ଷେ ଅଖି ମୁଠି ଅନୁକୂଳ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ଧରି ବନ୍ଦ ପଡ଼ିଥିବା ଦେଓଗାଁ ବିଜୟାନନ୍ଦ ସମବାୟ ଚିନିକଳ ନିକଟରେ ଦେଓଗାଁ ଚିନିକଳ ସଂଘର୍ଷ ସମିତି ଅନୁକୂଲ୍ୟରେ ଅକ୍ଷୟ ତୃତୀୟା ଆଖି ମୁଠି ଛୁଆଁ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ବିଭିନ ସଂଗଠନ ଯୋଗ ଦେଇଥିଲେ । ଦେଓଗାଁ ଚିନିକଲ ସଂଘର୍ଷ ସମିତି ଆବାହକ ତଥା ଶ୍ରମିକ ନେତା ଭିଭୂଦତ୍ତ ମିଶ୍ର, କୃଷ୍ଣଚନ୍ଦ୍ର ସାହୁ, ଆପ ବଲାଙ୍ଗିର ସଭାପତି ଆଶୀଷ ପାଣ୍ଡେ, ଚାଷୀ ନେତା ଅରୁଣ ମିଶ୍ର, ସବରୀ ସାହୁ, ଭିଆଇପି ସଭାପତି ଡ଼. ବିପିନ କୁଶୁଲିଆ, ପଶ୍ଚିମ ଓଡିଶା ସେବା ସଂଘ ପକ୍ଷରୁ ରାଜେଶ ବଗର୍ତି ନିଖିଳ ଉତ୍କଳ ଗ୍ରାମୀଣ ଚଷୀ ମୁଲିଆ ସଙ୍ଘ ପ୍ରେମାନନ୍ଦ ଭୋଇ, ମାଁ ମାହେଶ୍ୱରୀ ସେନା ଧନୁର୍ଜ କରଣ, ଚିନିକଳ କର୍ମଚାରୀ ସଂଘ ସୁବଳ ରଣା, ସଂଘର୍ଷ ସମିତି ବିପ୍ର ରଣା, ସନ୍ୟାସୀ ସାହୁ, କର୍ମଚାରୀ ସଂଘ ଶିବପ୍ରସାଦ ପଣ୍ଡା, ଦେଓଗାଁ ଚିନିକଲ ସଂଘର୍ଷ ସମିତି ଆବାହକ କମିଟି ସତ୍ୟ ବନଛୋର୍, ସମାଜ ସେବୀ ପିଣ୍ଟୁ ସେଠ, ଯୁବ ସଂଗଠକ ଆଲୋକ ପରିଡା, ପ୍ରଭାତ ମହାନନ୍ଦ, ସୁବାଷ ନାଏକ, ଭିକୁ ନାଗ, ବାଳକୃଷ୍ଣ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.