oom

ପୋଖରୀକୁ ଗାଧୋଇବାକୁ ଯାଇ ଅଢେଇ ବର୍ଷର ପୁଅ ସହ ମହିଳା ଚମ୍ପଟ : ଥାନାର ଦ୍ୱାରସ୍ଥ ହେଲେ ସ୍ୱାମୀ

jsmm

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଲୁହୁରେନପାଲି ଗ୍ରାମର ଜଣେ ୩୫ ବର୍ଷୀୟ ମହିଳା ନିଜର ଅଢେଇ ବର୍ଷର ଶିଶୁକୁ ଧରି କୁଆଡେ ଚମ୍ପଟ ମାରିଥିବା ନେଇ ଦେଓଗାଁ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି। ଏନେଇ ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଦେଓଗାଁ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ସେ ବିଲକୁ କାମ କରି ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ଘରେ ଏକୁଟିଆ ଥିଲେ। ପୁଅକୁ ଧରି ନିକଟସ୍ଥ ପୋଖରୀକୁ ଗାଧୋଇ ଯାଇଥିଲେ ହେଲେ ଆଉ ଘରକୁ ଫେରିନାହାନ୍ତି ବୋଲି ଅଭିଯୋଗ କରିଛନ୍ତ।

jittmm
Leave A Reply

Your email address will not be published.