oom

ସିଆଲବାହାଲିର ଯୁବଗୋଷ୍ଠୀଙ୍କ ସଫେଇ କାର୍ଯ୍ୟକ୍ରମ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୂର୍ଲା ପଞ୍ଚାୟତ ସିଆଲବାହାଲି ଗାଁର ଜଗନ୍ନାଥ କ୍ଳବର ଯୁବକମାନେ ମିଶି ନିଜ ଗାଁ ରାସ୍ତା, ପୋଖରୀ ସହ ମନ୍ଦିର ଓ ନଳକୂପ ନିକଟରେ ଥିବା ଅଳିଆ ଆବର୍ଜନାକୁ ସଫା କରିଛନ୍ତି । କ୍ଲବର ସଭାପତି ବଡ଼ ମେହେର, ଉପସଭାପତି ପଦ୍ମଲୋଚନ ବାଗଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଦସ୍ୟ ବିଭୁ ଷାଣ୍ଢ, ଅବିତ ଚନ୍ଦନ, ତାପସ ଭୋଇ, ଡମ୍ବରୁଧର ଷାଣ୍ଢ, ଧନେଶ୍ଵର ମେହେର, ଅଙ୍କୁଶ ଷାଣ୍ଢ, ଅଙ୍କିତ ଷାଣ୍ଢ, ପରମେଶ୍ୱର ମେହେର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.