om academy

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଦିବସ ଓ ପଞ୍ଚାୟତରାଜ ଦିବସ ପାଳନ

jsm

ରାୟଗଡା : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକର କଲ୍ୟାଣି ମଣ୍ଡପ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଦିବସ ଓ ପଞ୍ଚାୟତରାଜ ଦିବସ ପାଳନ କରାଯାଇଛି । ଏହି ଅବସରରେ ନୂତନ ନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ ବି ୱାରା ପ୍ରସାଦ ରାଓ ଉପସ୍ଥିତ ରହି ବିଜୁବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ତାଙ୍କ ଉଦ୍ଦେଶ୍ୟରେ କିଛି ମତ ଦେଇଥିଲେ । ଏଥିରେ ବିଜେଡି ଦଳର ବ୍ଲକ ସଭାପତି ସୁନ୍ଦର ରାଓ ବାଗ, ବୃନ୍ଦାବନ ପାଢ଼ୀ, ଏମ ଧର୍ମେନ୍ଦ୍ର, କିଶୋର ଚନ୍ଦ୍ର ପାଢ଼ୀ, ପ୍ରତାପ ଚନ୍ଦ୍ର ତ୍ରିପାଠୀ,ରମାକାନ୍ତ ପରିଛା ସମେତ ଦଳୀୟ କର୍ମୀ ଓ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.