om academy

କୋଶଲ ସେନା ପକ୍ଷରୁ ଟିଫିନ୍‌ ବଂଟନ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ ସେନା ପକ୍ଷରୁ ଆଜି ସକାଳୁ ସ୍ଥାନୀୟ ଭୀମଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ ପରିସରରେ ଅସହାୟମାନଙ୍କୁ ଟିଫିନ୍‌ ବଂଟନ କରାଯାଇଛି । ଏହି କାର୍ୟ୍ୟକ୍ରମରେ କୌସ୍ତୁଭ ସାହୁ, ସରୋଜ ପଧାନ, ବିରେନ୍ଦ୍ର ପଣ୍ଡା, ଅକ୍ଷୟ ସାହୁ, ସୁଶାନ୍ତ ପଧାନ, ଅନୁଭବ ସାହୁ, ଲୋକନାଥ ପଧାନ, ସନୋଜ ସାହୁ, ମାହେଶ୍ୱରୀ ସେନା ସଂପାଦକ ସୁରେଶ କଂପ, ଡେ଼ାଲାମଣି ସାହୁ ପ୍ରମୁଖ ସାମିଲ୍‌ ଥିଲେ ।

Leave A Reply

Your email address will not be published.