om academy

ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨, ବଲାଙ୍ଗିର ପୌରାଂଚଳରୁ ୪ ଚି‌ହ୍ନଟ : ଏବେ ଜିଲ୍ଲାରେ ୧୭୮ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ଜିଲ୍ଲାରେ ୧୭୮ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ରହିଥିବା ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ. ୧ ଏବଂ ୱାର୍ଡ ନଂ. ୧୫ରୁ ଜଣେ ଲେଖାଏଁ ଓ ୱାର୍ଡ ନଂ.୨ରୁ ୨ ଜଣ କରୋନାର ଚିହ୍ନଟ ହୋଇଥିବା ବେଳେ ଆଗଲପୁର ବ୍ଲକ ନୁନିଆପାଲି ଗ୍ରା.ପ. ଏବଂ ଝରନିପାଲି ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡା ବ୍ଲକ ଘାଗୁର୍ଲି ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଭାନୁପୁର ଗ୍ରା.ପ.ରୁ ୨ ଜଣ, ପାଟଣାଗଡ ଏନ୍‌ଏସି ୱାର୍ଡ ନଂ.୫ରୁ ଜଣେ, ଟିଟିଲାଗଡ ମ୍ୟୁନିସିପାଲିଟି ୱାର୍ଡ ନଂ.୧୧ରୁ ଜଣେ ଏବଂ ତୁରେକେଲା ବ୍ଲକ କୁଇବାହାଲ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି ।

Leave A Reply

Your email address will not be published.