Browsing Category
ଦେଶ ବିଦେଶ
ଆଦିଯୋଗୀ ଶିବଙ୍କ ୧୧୨ଫୁଟର ପ୍ରତିମୂର୍ତ୍ତି ଉନ୍ମୋଚିତ
କୋଏମ୍ବାଟୁର : କୋଏମ୍ବାଟୁରରେ ଥିବା ନନ୍ଦୀ ପାହାଡର ପାଦଦେଶରେ ମକର ସଙ୍କ୍ରାନ୍ତୀ ଅବସରରେ ଆଦିଯୋଗୀ ଶିବଙ୍କର ୧୧୨ ଫୁଟ ଉଚ୍ଚର ଏକ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି । ଚିକକବାଲାପୁର ଜିଲ୍ଲାର ନନ୍ଦୀ ପାହାଡରେ ଅବସ୍ଥିତ ଇଶା ଫାଉଣ୍ଡେସନ କ୍ୟାମ୍ପସରେ ଆଦିୟୋଗୀଙ୍କର ଏକ ବିଶାଳ!-->…
Read More...
Read More...
ରାଜସ୍ଥାନ ହାଇକୋର୍ଟରେ ୯ ବିଚାରପତିଙ୍କ ନିଯୁକ୍ତି
ନୂଆଦିଲ୍ଲୀ : ଆଇନ୍ ଓ ନ୍ୟାୟ ମନ୍ତ୍ରାଳୟ ଶୁକ୍ରବାର ରାଜସ୍ଥାନ ହାଇକୋର୍ଟରେ ୯ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ନେଇ ଏକ ଅଧିସୂଚନା ଜାରି କରିଛି । ଏଥିରେ ୬ଜଣ ନ୍ୟାୟିକ ଅଧିକାରୀ ଥିବା ବେଳେ ଆଉ ୩ଜଣ ଅଧିବକ୍ତା ଅଛନ୍ତି । ଆଇନ୍ ଓ ନ୍ୟାୟ ମନ୍ତ୍ରୀ କିରଣ ରିଜିଜୁ ରାଜସ୍ଥାନ ହାଇକୋର୍ଟଙ୍କ!-->…
Read More...
Read More...
ପାକିସ୍ତାନରେ ଏକ କିଲୋଗ୍ରାମ ଅଟାର ମୂଲ୍ୟ ୨୦୦ ଟଙ୍କା
ଇସ୍ଲାମାବାଦ : ପାକିସ୍ତାନରେ ଅଟା, ଡାଲି, ଚାଉଳ ଏବଂ ଚିନି ଆଦି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ଅସମ୍ଭାଳ ଭାବେ ବଢ଼ିଛି । ପାକିସ୍ତାନୀ ଲୋକମାନେ ଏବେ ଭୋକରେ ବିକଳ । କାଶ୍ମୀର ପାଇବାକୁ ସ୍ୱପ୍ନ ଦେଖୁଥିବା ପାକିସ୍ତାନକୁ ଘମାଘୋଟ ଦାରିଦ୍ର୍ୟ ଘାରିଛି । ପରିସ୍ଥିତି ଏପରି ଯେ, ଏଠାରେ ଅଟା!-->…
Read More...
Read More...
କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ
ଓ୍ବାଶିଂଟନ : ଆମେରିକାର ଶିକାଗୋସ୍ଥିତ ଲାସଲେର ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ବିସ୍ଫୋରଣ ଘଟିଛି । ଏଥିଯୋଗୁ ନିଆଁ ଲାଗି ଫ୍ୟାକ୍ଟ୍ରି ଜଳିଯାଇଛି । ଇଲିନୋଇସ୍ର ଉତ୍ତର ଭାଗରେ ଥିବା ଏହି ପ୍ଲାଣ୍ଟ ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ସ୍ଥାନୀୟ ଲୋକଙ୍କୁ ପରାମର୍ଶ!-->…
Read More...
Read More...
ଗୁଜରାଟ ଗସ୍ତରେ କେନ୍ଦ୍ରମନ୍ତ୍ରୀ
ଅହମ୍ମଦାବାଦ : ଦିନିକିଆ ଗୁଜୁରାଟର ଅହମ୍ମଦବାଦ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବରଥ ଓ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଏହି!-->…
Read More...
Read More...
କମିଲା ଖୁଚୁରା ମୁଦ୍ରାସ୍ଫୀତି
ନୂଆଦିଲ୍ଲୀ : ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ଥରେ ହ୍ରାସ ପାଇଛି । ଯାହାକି ଖାଉଟିଙ୍କ ମୁହଁରେ ହସ ଫୁଟାଇଛି । ନଭେମ୍ୱର ପରେ ଡିସେମ୍ୱରରେ ମଧ୍ୟ ଏହି ଦରବୃଦ୍ଧି ହାର କମିଛି । ଆଜି ଜାରି ତଥ୍ୟ ଅନୁସାରେ, ଡିସେମ୍ୱରରେ ଏହି ଖୁଚୁରା ମୁଦ୍ରାସ୍ଫୀତି ଦର ୫.୭୨ ପ୍ରତିଶତ ରହିଥିଲା ।!-->…
Read More...
Read More...
ଶରଦ ଯାଦବଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସିଲେ ରାହୁଲ
ଲକ୍ଷ୍ନୌ : ଜନତା ଦଳ ୟୁନାଇଟେଡ୍ର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ ଗୁରୁଗ୍ରାମର ଫୋର୍ଟିସ୍ ହସ୍ପିଟାଲରେ ଗୁରୁବାର ରାତିରେ ମୃତ୍ୟୁ ବରଣ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସକାଳେ ତାଙ୍କ ଘରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ!-->…
Read More...
Read More...
ରୁପେ ଡେବିଟ କାର୍ଡ ଏବଂ କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ (ପିଟୁଏମ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଏପ୍ରିଲ ୨୦୨୨ ଠାରୁ ଗୋଟିଏ ବର୍ଷର ଅବଧି ନିମନ୍ତେ ରୁପେ ଡେବିଟ୍ କାର୍ଡ ଏବଂ କମ ମୂଲ୍ୟ ବିଶିଷ୍ଟ ଭୀମ-ୟୁପିଆଇ ନେଣଦେଣ (ବ୍ୟକ୍ତିଙ୍କ ଠାରୁ ବ୍ୟବସାୟୀ)କୁ ବଢ଼ାଇବା ଲାଗି ପ୍ରୋତ୍ସାହନ!-->…
Read More...
Read More...
ଏକ ଜାତୀୟ ସ୍ତରର ବହୁ-ରାଜ୍ୟ ବିହନ ସୋସାଇଟି ଗଠନ ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ
• ଏହା ବହୁରାଜ୍ୟ ସମବାୟ ସମିତି (ଏମ୍ଏସ୍ସିଏସ୍) ଆଇନ, ୨୦୦୨ ଅନୁସାରେ ଗଠିତ ହେବ• ପ୍ରାଥମିକ କୃଷି ଋଣ ସୋସାଇଟି ବା ପାକ୍ସରୁ ଆପେକ୍ସ (ଶୀର୍ଷ): ଏହି ଜାତୀୟସ୍ତରର ବିହନ ସମବାୟ ସମିତିରେ ପ୍ରାଥମିକରୁ ଜାତୀୟ ସ୍ତରର ସମବାୟ ସମିତିମାନ ସଦସ୍ୟ ହୋଇପାରିବେ• ପ୍ରାଥମିକ ସୋସାଇଟି, ଜିଲ୍ଳା,!-->…
Read More...
Read More...
ବହୁମୁଖୀ ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ ଏକ ଜାତୀୟ ସ୍ତରର ବହୁମୁଖି ସମବାୟ ଜୈବିକ ସମିତି ପ୍ରତିଷ୍ଠାକୁ…
• ବହୁମୁଖି ସମବାୟ ସମିତି (ଏମଏସସିଏସ) ଆଇନ, ୨୦୦୨ ଅଧୀନରେ ପଞ୍ଜିକୃତ ହେବ• ପ୍ୟାକ୍ସରୁ ଏପେକ୍ସ : ପ୍ରାଥମିକ ଠାରୁ ଜାତୀୟ ସ୍ତରର ସମବାୟ ସମିତି, ଯେଉଁଥିରେ ପ୍ରାଥମିକ ସମିତି, ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରର ସଂଘ, ବହୁମୁଖି ସମବାୟ ସମିତି ଏବଂ କୃଷକ ଉତ୍ପାଦକ ସଂଗଠନକ (ଏଫପିଓ) ସାମିଲ!-->…
Read More...
Read More...