Browsing Category
ଦେଶ ବିଦେଶ
ଉଦ୍ୟୋଗ ଜଗତକୁ ନୂଆ ଆକାର ଦେଉଛି ପିଏଲ୍ଆଇ ଯୋଜନା
• ୧୪ଟି କ୍ଷେତ୍ରରେ ୧.୪୬ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଏବଂ ୧୨.୫୦ ଲକ୍ଷ କୋଟି ଟଙ୍କାରୁ ଅଧିକ ଉତ୍ପାଦନ/ବିକ୍ରୟ• ୯.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ସହ ରପ୍ତାନି ପରିମାଣ ୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି
ନୂଆଦିଲ୍ଲୀ, (ପିଆଇବି) : ଭାରତର ଉତ୍ପାଦନ କ୍ଷେତ୍ର ଏହାର!-->!-->!-->…
Read More...
Read More...
ରାମାୟଣ ଓ ମହାଭାରତକୁ ଆରବୀ ଭାଷାରେ ଅନୁବାଦ ପାଇଁ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନସେଫଙ୍କୁ ପ୍ରଶଂସା କଲେ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମାୟଣ ଓ ମହାଭାରତର ଅନୁବାଦ ଅବଦୁଲ୍ଲା ଅଲ-ବରୁନ ଏବଂ ଅବଦୁଲ ଲତିଫ ଅଲ-ନେସେଫଙ୍କୁ ଆରବୀ ଭାଷାର ଅନୁବାଦ ଏବଂ ପ୍ରକାଶନ କ୍ଷେତ୍ରରେ ସେମାନଙ୍କ ଉଦ୍ୟମ ପାଇଁ ପ୍ରଶଂସା କରିଛନ୍ତି ।ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :‘‘ରାମାୟଣ!-->…
Read More...
Read More...
କୁଏତରେ ଶ୍ରମିକ ଶିବିର ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : କୁଏତ ଗସ୍ତର ପ୍ରଥମ କାର୍ଯ୍ୟକ୍ରମ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତର ମୀନା ଅବଦୁଲ୍ଲା ଅଞ୍ଚଳରେ ଏକ ଶ୍ରମ ଶିବିର ପରିଦର୍ଶନ କରିଛନ୍ତି ଯେଉଁଥିରେ ପାଖାପାଖି ୧୫୦୦ ଭାରତୀୟ ନାଗରିକ କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ!-->…
Read More...
Read More...
ପ୍ରବାସୀ ଭାରତୀୟଙ୍କ ପାଇଁ ଯତ୍ନବାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛନ୍ତି । କୁଏତରେ ଭାରତୀୟ ପ୍ରବାସୀଙ୍କ ଏକ ବଡ଼ ସମୁଦାୟ ରହିଛି । ଭାରତୀୟମାନେ କୁଏତରେ ସବୁଠାରୁ ବଡ଼ ପ୍ରବାସୀ!-->…
Read More...
Read More...
କୁଏତରେ ‘ହାଲା ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
କୁଏତରେ ପ୍ରବାସୀ ଭାରତୀୟଙ୍କ ସୌହାର୍ଦ୍ଦ୍ୟ ଓ ସ୍ନେହ ଅସାଧାରଣ : ପ୍ରଧାନମନ୍ତ୍ରୀ୪୩ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତ କରୁଛନ୍ତି : ପ୍ରଧାନମନ୍ତ୍ରୀଭାରତ ଓ କୁଏତ ମଧ୍ୟରେ ସଭ୍ୟତା, ସମୁଦ୍ର ଏବଂ ବାଣିଜ୍ୟର ଏକ ଉତ୍ତମ ସମ୍ପର୍କ ରହିଛି : ପ୍ରଧାନମନ୍ତ୍ରୀଭାରତ ଓ କୁଏତ!-->…
Read More...
Read More...
୨୦୨୫ ଋତୁ ପାଇଁ କୋପ୍ରା (ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
ନୂଆଦିଲ୍ଲୀ, (ପିଆଇବି) : ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି)କୁ ଅନୁମୋଦନ କରିଛି । କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ କରିବା ପାଇଁ ସମସ୍ତ ବାଧ୍ୟତାମୂଳକ ଫସଲର!-->…
Read More...
Read More...
ଜଟିଳ ଆହ୍ୱାନର ମୁକାବିଲା କରିବା ଲାଗି ଏଆଇର ସମ୍ଭାବନା ଅନୁସନ୍ଧାନ କରିବା ନିମନ୍ତେ ଭାରତୀୟ ଶିକ୍ଷା, ଗବେଷଣା ଓ ବିକାଶ…
• ନୈତିକ ଏବଂ ଦାୟିତ୍ୱବାନ ଏଆଇ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ପାଇଁ ଇଓଆଇର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରସ୍ତାବ ମାଗିଲା ଇଣ୍ଡିଆ ଏଆଇ ମିଶନ; ଆବେଦନ କରିବାର ଶେଷ ତାରିଖ ୯ ଜାନୁଆରୀ ୨୦୨୫
ନୂଆଦିଲ୍ଲୀ, (ପିଆଇବି) : ଏଆଇ କ୍ଷେତ୍ରରେ ଭାରତର ବିଶ୍ୱସ୍ତରୀୟ ନେତୃତ୍ୱକୁ ସୁଦୃଢ଼ କରିବା ଏବଂ!-->!-->!-->…
Read More...
Read More...
ଡିସେମ୍ବର ୨୧ରେ ୬୯ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର
ପୁରସ୍କାର ପ୍ରଦାନ କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ୧୦୧ ଜଣ ରେଳବାଇ ଅଧିକାରୀ ଓ କର୍ମଚାରୀ ପାଇବେ ପୁରସ୍କାରବିଭିନ୍ନ ବିଭାଗରେ ଭିନ୍ନ ଭିନ୍ନ ରେଳବାଇ ଜୋନକୁ ୨୨ଟି ସିଲଡଚଳିତ ବର୍ଷ ପୁରସ୍କାର ଉତ୍ସବର ଥିମ – ମେ ହୁଁ ଭାରତୀୟ ରେଲ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ!-->!-->!-->…
Read More...
Read More...
ସଂସଦର ଶୀତ ଅଧିବେଶନ ସମାପ୍ତ
୨୬ ଦିନିଆ ଅଧିବେଶନରେ ଲୋକସଭାର ୨୦ଟି ଓ ରାଜ୍ୟସଭାର ୧୯ଟି ବୈଠକ ଅନୁଷ୍ଠିତ
ନୂଆଦିଲ୍ଲୀ, (ପିଆଇବି) : ସଂସଦର ଶୀତ ଅଧିବେଶନ ୨୦୨୪, ଯାହାକି ୨୫ ନଭେମ୍ବର ୨୦୨୪ରେ ଆରମ୍ଭ ହୋଇଥିଲା, ଶୁକ୍ରବାର ୨୦ ଡିସେମ୍ବର ୨୦୨୪ରେ ସମାପ୍ତ ହୋଇଛି । ମୋଟ ୨୬ ଦିନବ୍ୟାପୀ ଚାଲିଥିବା ଏହି ଅଧିବେଶନରେ!-->!-->!-->…
Read More...
Read More...
ଜାନୁଆରୀ ୨୦୨୫ରେ ହେବ ପରୀକ୍ଷା ପେ ଚର୍ଚ୍ଚା(ପିପିସି ୨୦୨୫)ର ୮ମ ସଂସ୍କରଣ
ମାଇଗଭ୍ ପୋର୍ଟାଲରେ ପଞ୍ଜୀକରଣ ଆରମ୍ଭ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀଙ୍କ ଅଭିନବ ମତବିନିମୟ କାର୍ଯ୍ୟକ୍ରମ ପରୀକ୍ଷା ପେ ଚର୍ଚ୍ଚା (ପିପିସି) ନିଜର ୮ମ ସଂସ୍କରଣ ନେଇ ପୁଣି ଆସିଛି । ଏହା ଜାନୁଆରୀ ୨୦୨୫ରେ, ସାରାଦେଶରେ ବାର୍ଷିକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ, ଅନୁଷ୍ଠିତ!-->!-->!-->…
Read More...
Read More...