ଅଗ୍ରସେନ ଜୟନ୍ତୀ ଉପଲକ୍ଷେ ଟିଟିଲାଗଡ଼ ଅଗ୍ରୱାଲ ସଭା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୨୨ ତାରିଖ ଦିନ ମହାରାଜ ଅଗ୍ରେଗ୍ଧନଙ୍କ ଜୟନ୍ତୀ ପାଳିତ ହେବ । ଏହାକୁ ଆଖି ଆଗରେ ରଖି ଚଳିତ ବର୍ଷ ଆସନ୍ତା କାଲି ଅର୍ଥାତ ୧୩ ତାରିଖ ଠାରୁ ୨୨ ତାରିଖ ପର୍ୟ୍ୟନ୍ତ ଟିଟିଲାଗଡ଼ର ସମସ୍ତ ଅଗ୍ରୱାଲ ପରିବାର ସଦସ୍ୟଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା
Read More...

ଏ କି ପ୍ରକାରର ଦାବୀ : ପଡ଼ିଛି ଝିଅର ଶବ, ଜାନି ଯୌତୁକକୁ ଫେରାଇ ଦେବା ପାଇଁ ବାପା ମାଁଙ୍କ ଦାବୀ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗେଟ୍‌ରେ ପଡ଼ିଛି ତାଲା ,ଦ୍ୱାର ମୁହଁରେ ପଡି ରହିଛି ମୃତ ଦେହ । ଶାଶୁ ଶଶୁର ଫେରାର ଥିବା ବେଳେ ସ୍ୱାମୀ ଅଛି ଥାନାରେ, ମାଁ ପାଖରେ ବୁଲୁଛି ୮ ମାସର ଶିଶୁ ପୁତ୍ର , ଛୋଟ ନିଷ୍ପାପ ଛୁଆ ବା କି ଜାଣିଛି ଯେ, ତା ମାଆ ଆଉ ଏ ଦୁନିଆରେ ନାହିଁ, ସଂସାର ଛାଡ଼ି ଚାଲି
Read More...

ଅଖିଳ ଭାରତୀୟ ସାହିତ୍ୟ ପରିଷଦର ମାସିକ ସାରସ୍ଵତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ, ରାଉରକେଲା ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ମାଧବନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ତଥା ପରିଷଦର ସଭାପତି ଡ. ରବୀନ୍ଦ୍ର କୁମାର
Read More...

ମୟୂରଭଞ୍ଜ ଜିଲ୍ଲାର ଝିଅ ସନ୍ଧ୍ୟା ଟୁଡୁ ଭାରତୀୟ ରଗବି ଦଳରେ ଖେଳାଳୀ ଭାବେ ମନୋନୀତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଓଡିଶାର ୪ଜଣ ଝିଅଙ୍କ ମଧ୍ୟରେ ଭିତରେ ମୟୂରଭଞ୍ଜ ଜିଲ୍ଲାର ଝିଅ ସନ୍ଧ୍ୟା ଟୁଡୁ ଏସିଆ ରଗବି ଏମିରାଟସ ମହିଳା ସେଭେନ ସିରିଜ ୨୦୨୫ ରେ ଖେଳିବା ପାଇଁ ଭାରତୀୟ ଦଳ ତରଫରୁ ମନୋନୀତ ହୋଇ ରାଜ୍ୟ ତଥା ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଏହି ଖେଳ ଚଳିତ
Read More...

ନାମ ଫଳକକୁ ଓଡ଼ିଆରେ ଲେଖିବାକୁ ନେଇ ଉତ୍କଳ ସମ୍ମିଳନୀ ପକ୍ଷରୁ ପଦଯାତ୍ରା

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ-୧୯୫୬ ଧାରା ୩୮ ଏବଂ ସରକାରଙ୍କ ୧୯୫୬ ଆଇନର ସଂଶୋଧିତ ରାଜପତ୍ର ୨୦୧୮ ପରିଚ୍ଛେଦ ୩୫ରେ ପ୍ରକାଶିତ ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଶାର ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନର ନାମ ଫଳକ ଏବଂ
Read More...

ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶାରଦୀୟ ଦୁର୍ଗାପୂଜାକୁ ନେଇ ପ୍ରସ୍ତୁତି ବୈଠକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ମା ଜଗତ ଜନନି ମା ଦୂର୍ଗାଙ୍କ ପୁଜା । ଟିଟିଲାଗଡ଼ ସହରରେ ହେବାକୁ ଥିବା ମାଁ ଦୁର୍ଗାଙ୍କ ପୂଜାକୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ସମସ୍ତ ପୂଜା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ
Read More...

ସତ୍ୟ ପ୍ରଜ୍ଞାନନ୍ଦ ସରସ୍ୱତୀ ମହାରାଜଙ୍କ ୭୦ତମ ଜନ୍ମ ବାର୍ଷିକ ଉତ୍ସବ

ଜୟପାଟଣା, (ଶେଷଦେବ ବେହେରା) : ଏକ ଭବ୍ୟ ସମାବେଶ ମଧ୍ୟରେ ନିର୍ବିକଳ୍ପ ନିକେତନ ଆଶ୍ରମ, କପୂରମାଲ -ଜୟପାଟଣା ଠାରେ ସଦଗୁରୁଦେବ ପରମହଂସ ସ୍ୱାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀ ଜୀ ମହାରାଜଙ୍କ ୭୦ତମ ଜନ୍ମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବହୁସଂଖ୍ୟାରେ ଭକ୍ତ
Read More...

ଓଡ଼ିଶାର ନୂଆପଡା ଜିଲ୍ଲାରେ ଅପରେସନ ପ୍ରହାରକୁ ବିପୁଳ ସଫଳତା

୬ ଜଣ ମହିଳାଙ୍କ ସମେତ ୧୧ ଜଣ ଗଂଜେଇ ଚୋରାଚାଲାଣକାରୀ ଗିରଫ ନୂଆପଡ଼ା : ଫିଲ୍ମ ଷ୍ଟାଇଲରେ ହେଉଥିଲା ଗଂଜେଇ ଚାଲାଣ । ମାଡି ବସିଲା ନୂଆପଡ଼ା ପୋଲିସ । ‘ଅପରେସନ ପ୍ରହାର' ଜରିଆରେ ଗଞ୍ଜେଇ ଚୋରା ଚାଲାଣ ରୋକିବାର ପ୍ରୟାସ । ଓଡିଶା ପୋଲିସ ମହା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟରେ
Read More...

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ : ଯାତ୍ରୀ ସୁରକ୍ଷିତ

ବରଗଡ, (ମୁନ୍ନା ସାହୁ) : ବରଗଡ଼ ଚକରକେନ୍ଦ ଛକରେ ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ଜଳିଗଲା କାର । ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ସୂଚନା ଅନୁସାରେ ବରଗଡ଼ ବ୍ଲକ ଚକରକେନ୍ଦ୍ ଛକରେ ଗୁରୁବାର ସନ୍ଧ୍ୟା ସମୟରେ ଏକ କାର ହୁତୁ ହୁତୁ ହୋଇ ଜଳିଗଲା । ସୋହେଲାରୁ ସମ୍ବଲପୁର
Read More...

ମନରେଗା ଯୋଜନାରେ ଚଞ୍ଚକତା କରି ଟଙ୍କା ଆତ୍ମସାତ ଘଟଣା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲୁହାସିଂହା ପଞ୍ଚାୟତ ଅନ୍ତର୍ଗତ କଦଳୀଝରଣ ଗାଁରେ ମନରେଗା ଯୋଜନାରେ ହୋଇଥିବା ଭାଲୁପତରା ଟ୍ୟାଙ୍କ ଖନନ କାର୍ଯ୍ୟରେ ଶ୍ରମିକଙ୍କ ଟଙ୍କା ହଡପ କରିଥିବା ଘଟଣାର ତଦନ୍ତ ପାଇଁ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...