କନ୍ଧପାଲିପଡ଼ା ପୋଖରୀ ପୁନଃଉଦ୍ଧାର ସକାଶେ କଟା ହେଲା ପାଣି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ବହୁ ପୁରୁଣା କନ୍ଧପାଲିପଡ଼ାର ପୋଖରୀ ପୁନଃଉଦ୍ଧାର ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ବଲାଙ୍ଗିର ପୌରରିଷଦ । ଏହି ପୋଖରୀ ଉପରେ ନିର୍ଭର କରୁଥିବା ଅଂଚଳବସୀମାନେ ଦୀର୍ଘ ଦିନ ହେଲା ପୋଖରୀର ଅବ୍ୟବସ୍ଥା ତଥା ଡ୍ରେନେଜ ପାଣି ପୋଖରୀକୁ ପଶି ଦୂଷିତ!-->…
Read More...
Read More...