ପଦ୍ମପୁର ଲାୟନ୍ସ କ୍ଲବରେ ନୂତନ କର୍ମକର୍ତ୍ତା ଚୟନ : ଲାୟନ୍ସ ସୌମ୍ୟଜିତ ପାଢ଼ୀ ସଭାପତି
ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନ୍ତର୍ଜାତୀୟ ସମାଜସେବୀ ସଂଗଠନ ଲାୟନ୍ସ କ୍ଲବ, ପଦ୍ମପୁରରେ ନୂତନ କର୍ମକର୍ତ୍ତା ଚୟନ ଅବସରରେ ଆୟୋଜିତ ସାଧାରଣ ସଭା ଗମ୍ଭୀର ଓ ଉତ୍ସାହମୟ ପରିବେଶରେ ସମ୍ପନ୍ନ ହୋଇଥିଲା । ସଭାପତି ଲାୟନ୍ସ ପ୍ରୀତମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କ୍ଲବର!-->…
Read More...
Read More...