ନରସେବା ନାରାୟଣ ସେବା ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନରସେବା ନାରାୟଣ ସେବା ଅନୁଷ୍ଠାନ ତରଫରୁ ସେକ୍ଟର ୨୦ ସ୍ଥିତ ନେହେରୁ ପଲ୍ଲୀ ଠାରେ ଥିବା କଳିକା କେନ୍ଦ୍ର ଠାରେ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ୩୧ତମ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ନିଃଶୁଳ୍କ ପୋଷାକ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା ।!-->…
Read More...
Read More...