Yearly Archives

2026

ଭବାନୀପାଟଣା ଜିଲ୍ଲା କାରାଗାରରୁ ବିଚରାଧୀନ କଏଦୀ ଫେରାର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣା ଜିଲ୍ଲା କାରାଗାରରୁ ଜନୈକ ବିଚାରାଧୀନ କଏଦୀ ଫେରାର ମାରିଥିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନାନୁଯାୟୀ, ସଦର ଥାନା ଅନ୍ତର୍ଗତ ଠେମରା ଗ୍ରାମର ଜଗନ୍ନାଥ ଶବର ନାମକ ବିଚାରାଧୀନ କଏଦୀ ମଙ୍ଗଳବାର ବିଳମ୍ବିତ ରାତ୍ରିରେ
Read More...

ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ
Read More...

ପିଇବା ପାଣି ନ ପାଇବା ଯୋଗୁଁ ଖାଲି ଗରା ବାଲଟି ଧରି ଟିଟିଲାଗଡ-ସିନ୍ଧେକେଲା ରାସ୍ତା ଅବରୋଧ କଲେ ନୂଆପଡ଼ା ଗ୍ରାମବାସୀ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଯଗୁଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ନୂଆପଡ଼ା ଗ୍ରାମବାସୀ ପିଇବା ପାଣି ନ ପାଇବାରୁ ରାସ୍ତା ଅବରୋଧ କରିଥିଲେ । ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ ଅବହେଳିତ ଏହି ନୂଆପଡ଼ା ଗ୍ରାମବାସୀ । ତେବେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ
Read More...

ଟିଟିଲାଗଡରେ ଗଣେଶ ଓ ତ୍ରିନାଥ ଭଗବାନଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କଳସ ଶୋଭାଯାତ୍ରା ଓ ନାମ ସଙ୍କୀର୍ତ୍ତନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଆଇ ଲଭ ଟିଟିଲାଗଡ ପାର୍କ ସ୍ଥିତ ମହାରାଜ ସାଗର କଡ଼ରେ ନବ ନିର୍ମିତ ଗଣେଶ ଓ ତ୍ରିନାଥ ମନ୍ଦିର ଓ ଦେବତାଙ୍କ ପ୍ରାଣ ପ୍ରତିଷ୍ଠା ନିମନ୍ତେ ସୋମବାର ସନ୍ଧ୍ୟାରେ ଗଣେଶ ମନ୍ଦିର ଆୟୋଜକ କମିଟି ପକ୍ଷରୁ ବହୁତ୍ ବଢିଆ ଶୋଭାଯାତ୍ରାର ଆୟୋଜନ
Read More...

ମାଝୀପାଲିରୁ ଝେଙ୍ଗାନାଡିହି ମଧ୍ୟରେ ଲକ୍ଷ୍ମୀ ବସ ଚଳାଚଳ ପାଇଁ ଦାବି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରାମ୍ୟ ଅଞ୍ଚଳର ଲୋକଙ୍କ ଯାତାୟତ ସୁବିଧାକୁ ସହଜ କରିବା ଲକ୍ଷ୍ୟରେ ସରକାର ପକ୍ଷରୁ ଆରମ୍ଭ ହୋଇଥିବା ଲକ୍ଷ୍ମୀ ବସ ସେବା ଅନେକ ଅଞ୍ଚଳରେ ଲୋକପ୍ରିୟ ହୋଇଛି । ବିଶେଷକରି ମହିଳା ଓ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଏହାରୁ ବହୁ ଲାଭାନ୍ୱିତ ହେଉଛନ୍ତି ।
Read More...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୨ରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାର ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌): ବଲାଙ୍ଗିର ଜିଲ୍ଲାରେ ଚାଲୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଓ ଭୁବନେଶ୍ୱର ଆଇଏମଡିଙ୍କ ଚେତାବନୀକୁ ଦୃଷ୍ଟିରେ ରଖି, ଛାତ୍ରଛାତ୍ରୀ ଓ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ କଲ୍ୟାଣ ପାଇଁ ଜିଲ୍ଲା ପ୍ରଶାସନ ୨୨ ଏପ୍ରିଲ ୨୦୨୬ରୁ ୨୫ ଏପ୍ରିଲ ୨୦୨୬
Read More...

ପ୍ରଭୁ ନୃସିଂହନାଥଙ୍କ ଠାରେ ଲାଗି ହେଲା ପଖାଳ ଭୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୈଶାଖ ମାସରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ବରଗଡ ଜିଲ୍ଲା ପାଇକମାଳ ବ୍ଲକ୍ ନୃସିଂହନାଥ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ପ୍ରଭୁ ନୃସିଂହନାଥଙ୍କ ଠାରେ ସୋମବାର ପଖାଳ ଭୋଗ ଲାଗି ହେବା ସହ ଭକ୍ତଙ୍କୁ ଅର୍ପଣ କରାଯାଇଛି । ଏହି ପ୍ରାଚୀନ ନୃସିଂହନାଥ
Read More...

ବସତଳକୁ ପଶିଗଲା ବାଇକ : ଘଟଣା ସ୍ଥଳରେ ବାଇକ ଅରୋହୀ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ପୁଣି ଦୁର୍ଘଟଣା । ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଘଟିଛି ଦୁର୍ଘଟଣା । ବସତଳକୁ ପଶିଗଲା ବାଇକ । ଘଟଣା ସ୍ଥଳରେ ବାଇକ ଅରୋହୀ ମୃତ । ଯୁବକ ଜଣକଙ୍କ ପରିଚୟ ଜଣାପଡି ନଥିବା ବେଳେ ଫୋନ ନମ୍ବରରୁ ତାଙ୍କ ନା ରାଜ ୟାଦବ ବୋଲି
Read More...

ବାଲାଜୀ ସ୍ୱାମୀଙ୍କ ବିବାହ କଲ୍ୟାଣ ଉତ୍ସବ ପାଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌରପାଳିକା ଅଞ୍ଚଳର ତାଡେପଲ୍ଲୀ ସାହିରେ ଅବସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବା ଦେବୀଙ୍କ ମଧ୍ୟରେ ଶ୍ରୀ ଶ୍ରୀ ବାଲାଜୀ ସ୍ୱାମୀଙ୍କ ମନ୍ଦିର ଏକ ନିଆରା ତେଲୁଗୁ ସଂସ୍କୃତି ଧର୍ମ ପରମ୍ପରା ଭାବେ
Read More...

ଦ୍ୱିତୀୟ ଥର ପାଇଁ ସିଏମ୍‌ ଟ୍ରଫି ଜିତିଲେ ସିହିନି ଅଣ୍ଡର ୧୪ ଫୁଟବଲ ଟିମ୍

ରେଳଷ୍ଟେସନରେ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ସରପଞ୍ଚ ବୀରବର ସାହୁ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଠାରେ ଆୟୋଜିତ ସିଏମ୍‌ ଟ୍ରଫି ଜିତିଲେ ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଅଣ୍ଡର ୧୪ ଫୁଟବଲ୍ ଟିମ । ତେବେ ବିଜୟୀ ହେଲା ପରେ ଟିଟିଲାଗଡ
Read More...