Yearly Archives

2026

ଦୁର୍ଘଟଣା ପରେ ଗାର୍ଡୱାଲରେ ଝୁଲିଲା ହାଇୱା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଭାରସାମ୍ୟ ହରାଇ ଗାର୍ଡୱାଲରେ ଝୁଲିଲା ଚିପ୍ସ ବୋଝେଇ ହାଇୱା । ଗୁରୁବାର ଅପରାହ୍ନରେ ବାଲିଗୁଡା ଥାନା ୪୧ ନଂ. ରାଜ୍ୟ ରାଜପଥର ମୁଖ୍ୟରାସ୍ତାର ଗଟାଙ୍ଗୀ ନିକଟରେ ଘଟିଛି ଦୁର୍ଘଟଣା ।କ୍ଷ ତେବେ ଦୁର୍ଘଟଣା ରେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତିଲେ ହାଇୱା
Read More...

ତିନୋଟି ପୁରୁଣା ଚୋରି କେଶରେ ଫେରାର ଥିବା ଆସାମୀ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ପୋଲିସ ଜଣେ ପୁରୁଣା ଚୋରି କେଶରେ ଅଭିଯୁକ୍ତକୁ ଗିରଫ କରି ଫୁଲବାଣୀ ଏସଡିଜେଏମ କୋର୍ଟକୁ ଚାଲାଣ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଟିକାବାଲି ଥାନା ଶଙ୍କରାଖୋଲା ଗ୍ରାମର
Read More...

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିରୋଧ : କୁଶ ପୁତ୍ତଳିକା ଦାହ କଲା ବିଜେଡି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗିର ଗସ୍ତକୁ ଦୃଷ୍ଟିରେ ରଖି ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ବିଜେପି ସରକାରର ବିଫଳତା, ଆଇନ ଶୃଙ୍ଖଳା ପରିସ୍ଥିତି, ଚାଷୀ ସମସ୍ୟା, ମହିଳା ହିଂସା ତଥା ଭୋଟର ତାଲିକାରେ
Read More...

ଦାଦନଗଡ଼ରେ ଜୈବିକ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଝଲପ ଗାଁର ମହିଳା ଚାଷୀ ଶୃଙ୍ଖଳା ପୁଟେଲ । ଚାଷ ପ୍ରତି ତାଙ୍କର ବହୁତ ଆଗ୍ରହ । ବହୁ ପରିଶ୍ରମ କରି ନିଜ ସ୍ୱାମୀଙ୍କ ସହ ଏକର ଏକର ଚାଷ ଜମିରେ ପନିପରିବା ଚାଷକରି ନିଜେ
Read More...

ବଡବନ୍ଧ ପଂଚାୟତ କରୁଆଁଝର ଠାରେ ସମସ୍ୟା ଶୁଣିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଂଚାୟତର କରୁଆଁଝର ଠାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସେଠାକାର ଲୋକମାନଙ୍କୁ ଭେଟି ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଅଂଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ଗାଁ ଲୋକମାନେ ବହୁ
Read More...

ଅଷ୍ଟମ ପୋଷଣ ପକ୍ଷ ପାଳନ

ଶିଶୁ ପୋଷଣ ଓ ମାନସିକ ବିକାଶ ଉପରେ ଗୁରୁତ୍ୱ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଅଷ୍ଟମ ପୋଷଣ ପକ୍ଷ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ
Read More...

ସାମ୍ବାଦିକଙ୍କ ଅକାଳ ବିୟୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପୋଟେସ ଗ୍ରାମର ସାମ୍ବାଦିକ ଶରତ ଚନ୍ଦ୍ର ସୁନାନୀଙ୍କ ୪୬ ବର୍ଷ ବୟସରେ ଗୁରୁବାର ସକାଳେ ଅକାଳ ବିୟୋଗ ଘଟିଛି । ଗୁରୁବାର ସକାଳେ ଶରତ ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଏବଂ ସମ୍ପର୍କୀୟ
Read More...

ବାଲାଜୀ ସାଂସ୍କୃତିକ ସଂଗଠନ ପକ୍ଷରୁ ତେଲୁଗୁ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ତେଲୁଗୁ ସଂସ୍କୃତି ସମାଜ ଏବଂ ବାଲାଜୀ ସାଂସ୍କୃତିକ ସଂଗଠନର ମିଳିତ ସୌଜନ୍ୟରେ ଛତ୍ରପୁର ରିଡିଙ୍ଗ ରୁମ୍ ପଡ଼ିଆରେ ବୁଧବାର ସନ୍ଧ୍ୟାରେ ଏକ ମନୋଜ୍ଞ ସାଂସ୍କୃତିକ ବାତାବରଣ ମଧ୍ୟରେ ତେଲୁଗୁ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ପରିବେଷଣ ହୋଇଯାଇଛି
Read More...

ଯୁବତୀଙ୍କ ବଡ ଅଭିଯୋଗ : ଲଭସେକ୍ସ ଧୋକା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଥମେ ଲଭ୍‌, ସେକ୍ସ, ଲିଭ୍‌ ଇନ୍‌ ଆଉ ତା' ପରେ ଜନ୍ମ ଦିନରେ ମନ୍ଦିରରେ ବାହାଘର । ଆଉ ଏବେ ଯୁବତୀଙ୍କୁ ନିର୍ଦ୍ଧୁମ ମାଡ଼, ଯାହାକୁ ନେଇ ସଂପୃକ୍ତ ଯୁବତୀ ଜଣକ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଓ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ
Read More...

ବିଶ୍ୱ ପୁସ୍ତକ ଏବଂ ସ୍ଵତ୍ଵାଧିକାର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପ୍ରତିବର୍ଷ ଏପ୍ରିଲ ୨୩ ରେ ଅନୁଷ୍ଠିତ ହେଉଥିବା "ବିଶ୍ୱ ପୁସ୍ତକ ଏବଂ ସ୍ଵତ୍ଵାଧିକାର ଦିବସ" ହେଉଛି ପୁସ୍ତକ ପଢିବାରେ ଆନନ୍ଦ, ବହିର ପ୍ରଭାବ ଏବଂ ଲେଖକ ତଥା ସୃଷ୍ଟିକର୍ତ୍ତାଙ୍କ ଅଧିକାରର ସୁରକ୍ଷା ପାଇଁ ଏକ ବିଶ୍ୱସ୍ତରୀୟ ଉତ୍ସବ ପାଳନ । ପୁସ୍ତକ
Read More...