ନିରନ୍ତର ବିକାଶକୁ ଭାରତୀୟ ରେଳବାଇର ପ୍ରେତ୍ସାହନ, ୨୦୨୫-୨୬ରେ ୮୧. ୫୯ ଲକ୍ଷ ବୃକ୍ଷରୋପଣ
ରେଳଧାରଣା ପାର୍ଶ୍ବରେ ବୃକ୍ଷରୋପଣ ମୃର୍ତ୍ତିକା ଅବକ୍ଷୟକୁ ରୋକିବା ସହ ଆମ ଯାତ୍ରାକୁ ସବୁଜମୟ, ନିରାପଦ ଓ ଉତ୍ତମ ଅଭିଜ୍ଞତାସଂପନ୍ନ କରୁଛି"ଆମ ଶକ୍ତି, ଆମ ଗ୍ରହ" ଚିନ୍ତାଧାରାକୁ ଆଗକୁ ବଢାଇ, ବିଦ୍ୟୁତକୃତ ଓ ସବୁଜ ରେଳବାଇ ବର୍ଷାଜଳର ସଫଳ ବ୍ୟବହାର ଓ ଜୈବିକ ଶୌଚାଳୟ ନିର୍ମାଣ କରୁଛି୨୦୧୪!-->…
Read More...
Read More...