Yearly Archives

2026

ପରଲୋକରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପାତ୍ର

ଭୋଗରାଇ, (କେପିଏନଏସ) : ଖରିଦପିପଳ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମରେ ଅବସରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପାତ୍ରଙ୍କ ୯୦ ବର୍ଷ ବୟସରେ ଗତ ମଙ୍ଗଳବାର ସଂଧ୍ୟା ୬.୦୫ ମିନିଟ୍ ସମୟରେ ନିଜ ବାସଭବନରେ ଦେହାନ୍ତ ଘଟିଛି । ଶ୍ରୀ ପାତ୍ର ଜୟରାମପୁର ଉଚ୍ଚ ବିଦ୍ୟାଳୟରେ
Read More...

ସ୍ୱସ୍ତି ଝଙ୍କାରର ରାଜ୍ୟସ୍ତରୀୟ ନାଟକ ମହୋତ୍ସବ

ତୃତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହେଲା ନାଟକ ‘ଦେବଦାସୀ' ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ଝଙ୍କାର ଆୟୋଜିତ ରାଜ୍ୟସ୍ତରୀୟ ନାଟ୍ୟମହୋତ୍ସବର ତୃତୀୟ ସନ୍ଧ୍ୟାରେ ଆଜି ‘ଦେବଦାସୀ’ ନାଟକ ମଞ୍ଚସ୍ଥ ହୋଇଯାଇଛି । ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ଢ଼େଙ୍କାନାଳର ଅଲ୍‌ଟରନେଟିଭ୍ ରିଦମ୍
Read More...

ଆଜି ଭାରତ ବନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ପକ୍ଷରୁ ଭାରତ ବନ୍ଦର ଡାକରା ଦିଆଯାଇଥିଲା । ସେହି କ୍ରମରେ ଆଜି ବଲାଙ୍ଗିର ବନ୍ଦ ରହିଛି । ଭାରତ ମୁକ୍ତି ମୋର୍ଚ୍ଚା ଓ ଏସସି, ଏସଟି ସାମନ୍ୱୟ କମିଟିର ସଦସ୍ୟମାନେ ପିକେଟିଂ କରି ପୋଷ୍ଟ ଅଫିସ, ଦୋକାନ ବଜାର
Read More...

ବାରବନ୍ଧ କେନ୍ଦୁପତ୍ର ଫଡି ନିକଟରୁ ୧୦ କ୍ଵିଣ୍ଟାଲ ବେଆଇନ ଗଚ୍ଛିତ ଖଇର କାଠ ଜବତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଡିବିଜନର ଡିଏଫଓ ଅଜିତ ବିଶିଙ୍କ ନିର୍ଦ୍ଦେଶରେ ବନବିଭାଗର ମୋବାଇଲ ସ୍କ୍ୱାର୍ଡ ମୁରିବାହାଲ ରେଞ୍ଜ ଗୁଲମି ସେକ୍ସନ ବାରବନ୍ଧ ଗ୍ରାମର କେନ୍ଦୁପତ୍ର ଫଡି ନିକଟ ଜମିରୁ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ୧୦ କ୍ଵିଣ୍ଟାଲ ବେଆଇନ ଖଇର କାଠକୁ ଜବତ
Read More...

ଶିଳ୍ପ କାର୍ଯ୍ୟର ନିରନ୍ତରତା ଓ ଯୋଗାଣ ଶୃଙ୍ଖଳ ସ୍ଥିରତା ପାଇଁ ଡିପିଆଇଆଇଟିର ପଦକ୍ଷେପ

୨୫ ମାର୍ଚ୍ଚରୁ ସିଏନଜି-ସିବିଜି ଷ୍ଟେସନ ପାଇଁ ୪୬୭ରୁ ଅଧିକ ଆବେଦନ ପ୍ରାଥମିକତା ଭିତ୍ତିରେ ସମାଧାନ୩୧ ଭାରତୀୟ ନାବିକଙ୍କୁ ନେଇ ଟ୍ୟାଙ୍କର୍ ‘ଦେଶ ଗରିମା’ ଆଜି ମୁମ୍ବାଇରେ ପହଞ୍ଚିବା ଆଶା୨୮ ଫେବୃଆରୀରୁ ପଶ୍ଚିମ ଏସିଆରୁ ପ୍ରାୟ ୧୧.୯୧ ଲକ୍ଷ ଯାତ୍ରୀ ଭାରତ ଫେରିଛନ୍ତି ଭୁବନେଶ୍ୱର,
Read More...

ଓଡ଼ିଶାରେ ଇନ୍ଧନ ଯୋଗାଣ ସ୍ଥିର : ଖାଉଟି ଅଭିଯୋଗ ନିରାକରଣ ବ୍ୟବସ୍ଥାକୁ ସୁଦୃଢ କଲା ଇଣ୍ଡିଆନ୍ ଅଏଲ୍

ଭୁବନେଶ୍ୱର, (ପିଆଇବି) : ଜାରି ରହିଥିବା ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ଉର୍ଜ୍ଜା ବଜାର ପ୍ରଭାବିତ ହେବାସତ୍ତ୍ବେ ଓଡ଼ିଶାରେ ଏଲପିଜି, ପେଟ୍ରୋଲ୍ ଓ ଡିଜେଲ ଯୋଗାଣ ସ୍ୱାଭାବିକ ଓ ସ୍ଥିର ରହିଛି ବୋଲି ଇଣ୍ଡିଆନ୍ ଅଏଲ୍ ସ୍ପଷ୍ଟ କରିଛି । ରାଜ୍ୟବ୍ୟାପୀ ବିଭିନ୍ନ ଅତ୍ୟାବଶ୍ୟକ
Read More...

ସଚେତନ କୃଷକ ମଞ୍ଚର ଦାବିପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଇନ୍ଦ୍ରାବତୀ ବୃହତ ଉଠା ଜଳସେଚନ ମାଧ୍ୟମରେ କଳାହାଣ୍ଡି ଜିଲ୍ଲା କୋକସରା, ଜୟପାଟଣା ଓ ଧର୍ମଗଡ ବ୍ଲକର ୧୮, ୮୫୫ ହଜାର ହେକ୍ଟର ଚାଷଜମିରେ ଚଳିତ ରବି ଚାଷ ଧାନ ଫସଲ ପାଇଁ ୩ ବ୍ଲକର ୭୬ ଗ୍ରାମର ୫୬,୬୪୦ ଜଣ ଚାଷୀ ରବି ଧାନ ପାଇଁ ଜଳସେଚନ କରାଯାଇଛି
Read More...

ସୁବର୍ଣ୍ଣପୁର ଠାରେ ସିଏମ୍ ଟ୍ରଫିର ଉଦଘାଟନ

ଭାଗ ନେଲେ ୪୮ ଗୋଟି ଦଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ ସହଯୋଗରେ ୧୪ ବର୍ଷ ରୁ କମ "ମୁଖ୍ୟମନ୍ତ୍ରୀ ଟ୍ରଫି" ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି, ଖୋ ଖୋ, ଭଳିବଲ ଚାମ୍ପିୟନସିପ -୨୦୨୬
Read More...

ଲଣ୍ଠନ ଆଲୋକରୁ ଆଇଆଇଟି ପ୍ରଫେସର୍ ପର୍ଯ୍ୟନ୍ତ ଡ଼ା. ଧନଞ୍ଜୟ ଠାକୁରଙ୍କ ଅସାଧାରଣ ସଫଳତା ଗାଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : “ସଫଳତା ସମ୍ପଦରୁ ନୁହେଁ, ସାହସ ଓ ଅଦମ୍ୟ ପ୍ରୟାସରୁ ଆସେ” ଏହି କଥାକୁ ନିଜ ଜୀବନରେ ସତ୍ୟ କରିଦେଇଛନ୍ତି ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ଗାଁର ଚାଷୀ ପୁଅ ଡ଼ା. ଧନଞ୍ଜୟ ଠାକୁର । ଦୁର୍ବଳ ପରିସ୍ଥିତିରେ ଜନ୍ମ ନେଇ ଲଣ୍ଠନ ଆଲୋକରେ ପଢ଼ିଥିବା ଏହି
Read More...

ସି.ଏମ୍‌. ଟ୍ରଫି ବାଳିକା କବାଡି଼ ଚମ୍ପିଆନ୍‌ସିପ୍ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ସୁନ୍ଦରଗଡ଼ ଆଥଲେଟିକ୍ ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ହୃଷିକେଶ ରାୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି ସି.ଏମ୍‌.ଟ୍ରଫି ଅନ୍ତଃକ୍ଲବ୍ ଓ ଅନ୍ତଃଜିଲ୍ଲା ବାଳିକା କବାଡି଼
Read More...