Yearly Archives

2026

ଭୁବନେଶ୍ୱରରେ “ପ୍ରଶାସନ ପାଇଁ ପ୍ରଶାସନିକ ତଥ୍ୟର ସାମଞ୍ଜସ୍ୟ” ଉପରେ ଜାତୀୟ ବିଚାର ବିମର୍ଶ ସମ୍ମିଳନୀ ଅନୁଷ୍ଠିତ

ଦାୟିତ୍ୱର ସହ ତଥ୍ୟର ଉପଯୋଗ କରାଯିବା ଉଚିତ; ଖୋଲାପଣ ଓ ଜରୁରୀ ଗୋପନୀୟତା ମଧ୍ୟରେ ସନ୍ତୁଳନ ରହିବା ଆବଶ୍ୟକ : ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ସଂଘୀୟ ଢାଞ୍ଚାଦ୍ୱାରା ସମର୍ଥିତ ମାନକ ଆଧାରିତ ଆନ୍ତଃପରିଚାଳନାଯୋଗ୍ୟ ପଦ୍ଧତି ତଥ୍ୟର ମୂଲ୍ୟ ଉଜାଗର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ
Read More...

୩୦ ଏପ୍ରିଲ ୨୦୨୬ରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ), ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର ଦ୍ଵାରା…

ଭୁବନେଶ୍ୱର : ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ), ଭୁବନେଶ୍ୱର ଆଞ୍ଚଳିକ କେନ୍ଦ୍ର, ଆରସି ରାଇରଙ୍ଗପୁର ଏବଂ ଟ୍ରେନ ଗୁରୁ ଏଜୁକେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ସହଯୋଗରେ ୩୦ ଏପ୍ରିଲ୨୦୨୬ରେ ଭୁବନେଶ୍ୱରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ
Read More...

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ

ରାୟଗଡ଼ା ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓଡ଼ିଶା ପାଇଁ ୧୬୯୮.୦୪ କୋଟି ଟଙ୍କାର ଗ୍ରାମୀଣ ସଡ଼କ ପ୍ୟାକେଜ ଲୋକାର୍ପଣ କରିବେ - ଓଡିଶାର ବିକାଶ ଯାତ୍ରାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-ଚତୁର୍ଥ
Read More...

ଟିପିଡବ୍ଲୁଓଡିଏଲ୍ ବିରୋଧରେ ଡବ୍ଲୁଓବିଏସ୍‌ଏମ୍ ତରଫରୁ କର୍ମଚାରୀ ଛଟେଇ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିପିଡବ୍ଲୁଓଡିଏଲ୍‌ର ମନମୁଖି ଛଟେଇ ବିରୋଧରେ ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଆଜି ବଲାଙ୍ଗିର ସର୍କଲ୍‌ର ପ୍ରତ୍ୟେକ ସେକ୍ସନରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ସେହିପରି ସ୍ଥାନୀୟ ଆର୍‌ଇସି ସେକ୍ସନ୍ ପୁଇନ୍ତଲା କାର୍ଯ୍ରାଳୟ
Read More...

ତୁରେକେଲାରେ ହିଟ୍ ଆଣ୍ଡ ରନ୍ : ଅଜଣା ଗାଡ଼ି ଧକ୍କାରେ ଶିକ୍ଷକ ଗୁରୁତର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକରେ ଏକ ଗୁରୁତର ସଡ଼କ ଦୁର୍ଘଟଣା ଘଟିଛି । ବଡ଼ବାଙ୍କି ଓ ଚାରପାଣି ଗ୍ରାମ ମଧ୍ୟଭାଗରେ ଗୋଟିଏ ଗାଡ଼ି ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଥିବା ଅଭିଯୋଗ ହେଉଛି । ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଟଙ୍ଗାଧର
Read More...

ହରିଶଙ୍କର ବୈଶାଖମେଳାରେ ଜଳଦାନ ସେବା ଶିବିର ଅନୁଷ୍ଠିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପବିତ୍ର ହରିଶଙ୍କର ବୈଶାଖମେଳା ଅବସରରେ ଆଜି ସେବା ଓ ସମର୍ପଣର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ରଙ୍କ
Read More...

ସରକାରଙ୍କ ଭୁଲ ନିଷ୍ପତ୍ତି, ରାଜସ୍ୱ ସହ ରୋଜଗାର ହରାଇବେ ୧୨୩ ଜଣ କେନ୍ଦୁପତ୍ର କର୍ମଚାରୀ

ଜୟପାଟଣା, (ଶେଷଦେବ ବେହେରା) : ଓଡ଼ିଶା ରାଜକୋଷ ପାଇଁ ଆର୍ଥିକ ଦୃଷ୍ଟିରୁ କେନ୍ଦୁପତ୍ର ବ୍ୟବସାୟ ଏକ ସ୍ଵତନ୍ତ୍ର ପୃଷ୍ଠଭୂମି ରଖି ଆସିଥିବା ବେଳେ ଏବେ ତାହା ଅଣାୟତ୍ତ ହେବାକୁ ବସିଲାଣି । ଲଘୁ ବନଜାତ ଦ୍ରବ୍ୟ ଗୋଷ୍ଠୀ ହାତକୁ ଟେକି ଦେବା ପରେ ଅନ୍ତଃ ରାଜ୍ୟ ଦଲାଲମାନଙ୍କ ପ୍ରବେଶ ଫଳରେ
Read More...

ଅଶ୍ଲୀଳ ମେସେଜ୍‌ ପଠାଉଥିଲେ, ଏବେ ବନ୍ଧାହେଲେ ଡିଇଓ, ବିଇଓ ଓ ପିଇଟି

ବରଗଡ, (ମୁନ୍ନା ସାହୁ) : ବରଗଡ ଜିଲ୍ଲାରେ କାର୍ଯ୍ୟରତ ଜଣେ ମହିଳା ସିଆର୍‌ସିସିଙ୍କୁ ନିର୍ଯ୍ୟାତନା ସହିତ ଅଶ୍ଲୀଳ ମେସେଜ୍‌ କରିବା ମହଙ୍ଗା ପଡିଛି । ଏଭଳି ଅଭିଯୋଗରେ ବରଗଡ଼ ଟାଉନ ଥାନା ପୋଲିସ ବରଗଡ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଜ୍ୟୋତିକାନ୍ତ ସାହୁ, ବରଗଡ଼ ବ୍ଲକ ଶିକ୍ଷା
Read More...

ସଙ୍କୁଳ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିକ୍ଷା ବିକାଶ ସମିତି, ଓଡିଶା ତରଫରୁ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହା ଠାରେ ସଙ୍କୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟଶାଳାର ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା ସମିତି
Read More...

ଟିଟିଲାଗଡ଼ ସବଡିଭିଜନରେ ଆଇସିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଗୋୟଲ ପରିବାର ପୁଅ ଝିଅଙ୍କ ସଫଳତା : ଜିଲ୍ଳା ଟପ୍ପର…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସକାଳୁ ଆଇସିଏସଇ ଦଶମ ବୋର୍ଡ ପରୀକ୍ଷା ଫଳାଫଳ ବାହାରିଛି । ତେବେ ସେଣ୍ଟଆନି ସ୍କୁଲରେ ପଢୁଥିବା ଟିଟିଲାଗଡ଼ର ଗୋଏଲ ପରିବାରର ପୁଅ ଏବଂ ଝିଅମାନେ ବାଜିମାତ କରି ଟପ୍ପର୍ ହୋଇଛନ୍ତି । ଭଲ ପ୍ରତିଶତ ମାର୍କ ରଖି ସ୍କୁଲର ତଥା ଅଞ୍ଚଳ ପାଇଁ ଗୌରବ
Read More...