Yearly Archives

2026

ନାଗରିକ କମିଟିକୁ ରାଜନୀତିର ଉର୍ଦ୍ଧରେ ରଖାଯାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୌରପରିଷଦ ତରଫରୁ ହୋଇଥିବା ବନ୍ଧ ପୁନଃଉଦ୍ଧାର କାର୍ଯ୍ୟ ସଂର୍ପକରେ ନାଗରିକ କମିଟି ଦେଇଥିବା ବିବୃତି ଉପରେ ବିଭିନ୍ନ ଖବର କାଗଜରେ ଗୋଟିଏ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ଆଶଙ୍କା ପ୍ରକାଶ କରିଛି । ଆମେ ଜଣାଇଦେବାପାଇଁ ଚାହୁଁ ଯେ, ନାଗରିକ କମିଟି କୌଣସି
Read More...

ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ଜନ୍ମଦିନରେ ରକ୍ତଦାନ ଶିବିର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : "ଜନ ସେବା ହିଁ ସର୍ବୋଚ୍ଚ ସେବା" ବାର୍ତ୍ତାକୁ ଆଗରେ ରଖି କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ପୂର୍ବତନ କମାଣ୍ଡୋ ଗିରିରାଜ ସିଂ ମାଝୀଙ୍କ ଜନ୍ମଦିନ ଅବସରରେ ବୁଧବାର କଣ୍ଟାବାଞ୍ଜି ବିଜୁ ପଟ୍ଟନାୟକ ରକ୍ତ କେନ୍ଦ୍ରରେ ଏକ ସ୍ୱେଚ୍ଛାକୃତ
Read More...

ଟ୍ରକରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ମୃତ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ଥାନା କରକଚିଆ ଛକ ଠାରେ ମଙ୍ଗଳବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି । ମୃତକ ଦୁଇ ଜଣ ହେଲେ ବରଗଡ଼ ଜିଲ୍ଲା ଗାଇସିଲେଟ ଥାନା ଅଧୀନ ସନ୍ଧିବାହାଲ ଗ୍ରାମର ଦିଲୀପ ବେହେରା ଓ ରମେଶ ମହାକୁର । ଉଭୟେ ଗତକାଲି
Read More...

ଘନ କଳା ରାତିରେ ମୃତ୍ୟୁର ତାଣ୍ଡବ

ଚିତ୍ତି ସାପ ଦଂଶନରେ ଚାଲିଗଲା ୭ ବର୍ଷର ଶିଶୁର ଜୀବନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଘନ କଳା ରାତି ଚାରିଆଡ଼େ ନିସ୍ତବ୍ଧତା । ଆଉ ସେହି ଅନ୍ଧାର ଭିତରେ ନିରବରେ ପଶି ଆସିଥିଲା ମୃତ୍ୟୁ । ମାତ୍ର ଗୋଟିଏ ସାପ ଦଂଶନ ଛଡ଼ାଇ ନେଲା ଏକ ପରିବାରର ସବୁ ଖୁସି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼
Read More...

ବଲାଙ୍ଗିର ପୋଲିସ ହାତରେ ଗିରଫ ହୋଇ ଜେଲ୍‌ ଗଲା ମୋଷ୍ଟ ୱାଣ୍ଟେଡ୍‌ ବାବୁଲୁ ମହାନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସ ହାତରେ ଗିରଫ ହୋଇ ଜେଲ୍‌ ଗଲା ମୋଷ୍ଟ ୱାଣ୍ଟେଡ୍‌ ବାବୁଲୁ ମହାନନ୍ଦ । ଖାଲି ବାବୁଲୁ ନୁହେଁ ତାହାର ସହଯୋଗୀ ସିପୁନ ପଟ୍ଟନାୟକକୁ ମଧ୍ୟ ଗିରଫ କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ଦାଦାବଟି ଓ ଜୀବନରୁ ମାରିଦେବା ଭଳି ସାଂଘାତିକ ଅଭିଯୋଗକୁ
Read More...

ରଥଯାତ୍ରାରେ ସେବା ନିମନ୍ତେ ଗଞ୍ଜାମରୁ ପୁରୀ ଅଭିମୁଖେ ବାହାରିଲେ ଶତାଧିକ ସ୍ୱେଚ୍ଛାସେବୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଗତ ବର୍ଷମାନଙ୍କରେ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମୟରେ କିମ୍ବା ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରିରେ ତଥା ତାରାତାରିଣୀଙ୍କର ଚଇତି ଯାତ୍ରା ସମୟରେ ଉଲ୍ଲେଖନୀୟ ସେବା କାର୍ଯ୍ୟକରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ
Read More...

ଅନସ୍ଲୋ ହାଇସ୍କୁଲରେ ନୂତନ ଏସ.ଏମ୍.ସି.-୨୦୨୬ ଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥିତ ପିଏମଶ୍ରୀ ଅନସ୍ଲୋ ସରକାରୀ ହାଇସ୍କୁଲରେ ନୂତନ ଭାବେ ମନୋନୀତ ହୋଇଥିବା ଏସ.ଏମ୍.ସି. କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜ୍ଞାପନ ସହ ସ୍କୁଲ୍ କର୍ତ୍ତୃପକ୍ଷ ଅଭିନନ୍ଦନ
Read More...

ଅଖିଳ ଭାରତ କୃଷକସଭା ମଞ୍ଚ ପକ୍ଷରୁ ୧୧ ଦଫା ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ଭାରତ କୃଷକସଭା ମଞ୍ଚ ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଏଲନିନୋ ପ୍ରଭାବରେ ଅନିୟମିତ ବର୍ଷାର ମୁକାବିଲା ପାଇଁ ୧୧ ଦଫା ଦାବୀ ନେଇ ମଙ୍ଗଳବାର ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ
Read More...

ଛତ୍ରପୁର ରାଜାଘର ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀ ଜୀଉଙ୍କ ଶୃଙ୍ଖଳିତ ନବଯୌବନ ଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହରରେ ଅବସ୍ଥାପିତ ରାଜାଘରର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ନେତ୍ରତ୍ସୋବ ଓ ନବଯୌବନ ଦର୍ଶନ ଶୃଙ୍ଖଳିତ ଭାବେ ସମାହିତ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ଉପଲକ୍ଷେ ଏକ ନିଆରା ସାଂସ୍କୃତିକ ଭରା
Read More...

ଶିକ୍ଷାନୁଷ୍ଠାନରେ ଅଗ୍ନି ନିରାପତ୍ତା ସୁଦୃଢ଼ୀକରଣ ପାଇଁ ଜିଲ୍ଲାସ୍ତରୀୟ କର୍ମଶାଳା

ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ କେନ୍ଦ୍ରର ସମନ୍ୱିତ ଯାଞ୍ଚ ପାଇଁ ତଦାରଖ ଓ ପ୍ରବର୍ତ୍ତନ ଦଳ ଗଠନ ବାରିପଦା, (ଦେବସ୍ମିତା ଚୌଧୁରୀ) : ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ,
Read More...