Yearly Archives

2026

ପରିଚୟ ନାହିଁ, ଭତ୍ତା ନାହିଁ, ଚାଉଳ ନାହିଁ : ବିକାଶର ଅନ୍ଧାରରେ ଜୀବର୍ଦ୍ଧନ-ଉଆଁସୀ

ଖପ୍ରାଖୋଲ (ଅଶୋକ କୁମାର ବାଗ) : ବିକାଶର ଲମ୍ବା ଦାବି ଭିତରେ ମାନବିକତାକୁ ଦୋହଲାଇ ଦେବା ଭଳି ଏକ ଚିତ୍ର ସାମ୍ନାକୁ ଆସିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ସିନ୍ଧବାହାଲି ଗ୍ରାମରୁ । ଗ୍ରାମଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଜଙ୍ଗଲରେ କୁଡ଼ିଆ କରି ଅସହାୟ…
Read More...

ଦେଓଗାଁ ବ୍ଲକ କଳାକାର ସଂଘର ନୂଆଖାଇ ଭେଟ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକସ୍ଥିତ ନାଗେଶ୍ୱର ଯୁବକ ସଂଘରେ ଦେଓଗାଁ ବ୍ଲକ କଳାକାର ସଂଘ ପକ୍ଷରୁସୋମବାର ଅପରାହ୍ନରେ ଦେଓଗାଁ ବ୍ଲକ କଳାକାର ସଂଘର ଉପସଭାପତି ତଥା ବଲାଙ୍ଗିର ଜିଳ୍ଲା କଳାକାର ସଂଘର ଉପସଭାପତି ସୁଦାମ ବିଶିଙ୍କ ସଭାପତିତ୍ୱରେ ଆସନ୍ତା ୨୪ ତାରିଖ ଦିନ ହେବାକୁ…
Read More...

ବଡ଼ମାଲ ଗୋଳାବାରୁଦ କାରଖାନାରେ ରକ୍ତଦାନ ଶିବିର

ସଇଁତଲା, (ଖୁସିରାଣୀ ସାହୁ) : : କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ବଡ଼ମାଲ ଗୋଲାବାରୁଦ କାରଖାନା ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମାନବିକତା ଓ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରି ଏହି ଶିବିରରେ କାରଖାନାର ବହୁ କର୍ମଚାରୀ ଉତ୍ସାହର ସହ ରକ୍ତଦାନ କରିଥିଲେ ।…
Read More...

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଖେଳ ୬ଟି ପଡିଆରେ ହୋଇଯାଇଛି । ଖୁଜେନପାଲି ପଡିଆରେ ସ୍ପୋର୍ଟ ହଷ୍ଟେଲ ୭-୦…
Read More...

ସେପ୍ଟେମ୍ବର ୮ରେ ଗୁଜରାଟ ଏବଂ ମହାରାଷ୍ଟ୍ର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଭଦୋଦରାରେ ୩୫,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଉଦ୍ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଅବସରରେ ପ୍ରଧାନମନ୍ତ୍ରୀ ‘ୱେଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର୍’ର ତିନିଟି…
Read More...

ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

ପଶ୍ଚିମ ଅଞ୍ଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଦେଶର ସର୍ବବୃହତ ଅର୍ଥନୈତିକ, ଶିଳ୍ପ ଏବଂ ଆର୍ଥିକ କେନ୍ଦ୍ର୨୦୧୪ରୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶାସନିକ ସୁଧାର ଦେଶର ଅର୍ଥବ୍ୟବସ୍ଥାକୁ ଗତିଶୀଳ କରିଛିଦେଶର ଆର୍ଥିକ ବିକାଶର ‘ଇଞ୍ଜିନ୍’ ଭାବେ ପରିଚିତ ପଶ୍ଚିମାଞ୍ଚଳ ନୂଆଦିଲ୍ଲୀ,…
Read More...

“ଅନୁଭୂତିରେ ଶ୍ରୀ ଗୋପାଳଜୀ” ପୁସ୍ତକ ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରର ଶ୍ରୀ ଶ୍ରୀ ବଡ଼ ଗୋପାଳଜୀଙ୍କ ବାରଗୋଟି ଅଷ୍ଟଧାତୁ ପ୍ରତିମୂର୍ତ୍ତି ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ "ଅନୁଭୂତିରେ ଶ୍ରୀ ଗୋପାଳଜୀ" ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳ, ସୋନପୁର ତଥା ସୋନପୁର ଦେବୋତ୍ତର ଅଧିକାରୀ…
Read More...

ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାସ୍ତରୀୟ ଶାରୀରିକ ଶିକ୍ଷା ଶିକ୍ଷକଙ୍କ ପ୍ରଶିକ୍ଷଣ ସମ୍ମିଳନୀ-ସହ-ଅଭିମୁଖୀ କରଣ କାର୍ଯ୍ୟକ୍ରମ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ସୁବର୍ଣ୍ଣପୁର ପକ୍ଷରୁ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ…
Read More...

ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି : ୩୧ ଗୋଟି ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଭାରପ୍ରାପ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ଓ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ…
Read More...

ହେଲମେଟ୍ ପିନ୍ଧିବା ଲୋକଙ୍କୁ ଗୋଲାପ ଫୁଲ ଦେଇ ସାଧୁବାଦ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଡ଼କରେ ସୁରକ୍ଷିତ ଯାତାୟାତ ପାଇଁ ହେଲମେଟ୍ ପିନ୍ଧିବା ନେଇ ଛତ୍ରପୁର ପୋଲିସ ପକ୍ଷରୁ ନିଆରା ସଚେତନତା ଅଭିଯାନ ଆରମ୍ଭ ହୋଇଛି । ନିୟମ ଭାଙ୍ଗିଥିବା ଚାଳକଙ୍କୁ କେବଳ ତାଗିଦ ନୁହେଁ, ନିୟମ ମାନୁଥିବା ଚାଳକଙ୍କୁ ଗୋଲାପଫୁଲ ଦେଇ ସାଧୁବାଦ ଜଣାଇଛି…
Read More...