Yearly Archives

2026

ପୂଜା ପାଇବେ ୨୨ଫୁଟ୍‌ର ମୂର୍ତ୍ତି : ପ୍ରସ୍ତୁତ ହେଉଛି ୧୫୦ ଫୁଟ ପେଣ୍ଡାଲ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ୍ ସ୍ଥିତ ସିଭିଲ ଚାଜର୍ସ କ୍ଲବ ଆନୁକୂଲ୍ୟରେ ଚଳିତ ବର୍ଷ ୨୨ଫୁଟ୍‌ର ଶ୍ରୀ ଗଣେଶଙ୍କ ମୂର୍ତ୍ତି ଓ ୧୫୦ ଫୁଟ ପେଣ୍ଡାଲ ପ୍ରସ୍ତୁତ କରାଯାଉଛି । ଏନେଇ ସ୍ଥାନୀୟ ମଡର୍ଣ୍ଣ ପଡିଆ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା…
Read More...

ନୂଆଖାଇ ପାଇଁ ତିନି ଦିନିଆ ଛୁଟି ଦାବି ଆଞ୍ଚଳିକ ସ୍ୱାଭିମାନ ଓ ସଂସ୍କୃତି ପ୍ରତି ପ୍ରଶାସନିକ ଅବହେଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ପ୍ରାଣବିନ୍ଦୁ, କୃଷି ଭିତ୍ତିକ ଗଣପର୍ବ ‘ନୂଆଖାଇ’ କେବଳ ଏକ ସାଧାରଣ ପରମ୍ପରା ନୁହେଁ, ବରଂ ଏହି ମାଟିର ପ୍ରାୟ ୨ କୋଟି ଜନସାଧାରଣଙ୍କ ସଂସ୍କୃତି, ଭାଇଚାରା ଓ ଆତ୍ମାର ପରମ୍ପରା । ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ଅତି ଉତ୍ସାହ ଓ ଶ୍ରଦ୍ଧାର…
Read More...

ଟେଲିକମ କମ୍ପାନୀର ଇଣ୍ଟରନେଟ ସେବାରେ ତ୍ରୁଟି ମନମାନି ବିରୋଧରେ ଉପଭୋକ୍ତା ମହାସଂଘର ଦାବିପତ୍ର ପ୍ରଦାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ଥିବା ବିଜୁପଟ୍ଟନାୟକ ସମ୍ମିଳନୀ କକ୍ଷରେ ନେଟଓ୍ୱର୍କ ସମସ୍ୟା ଦୀର୍ଘ ବର୍ଷ ବର୍ଷ ଧରି ଲାଗିରହିଛି । ଫଳରେ ଇଣ୍ଟରନେଟ ସେବା ବାଧାପ୍ରାପ୍ତ ହେଉଛି । ସେହିପରି ଡେଲାଙ୍ଗ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଠିକ୍…
Read More...

କୁଶଙ୍ଗ ଡିଗ୍ରୀ କଲେଜରେ ସାଇବର କ୍ରାଇମ ସଚେତନତା ଶିବିର

ଲୋଇସିଂହା : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଡିଗ୍ରୀ କଲେଜ ପରିସରରେ ଶକ୍ତିଶ୍ରୀ ଯୋଜନା ତରଫରୁ ସାଇବର କ୍ରାଇମ ସଚେତନତା ଶିବିର ଡକ୍ଟର ବିଜୟ କୁମାର କଲେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ କୁଶଙ୍ଗ ଷ୍ଟେଟ ବ୍ୟାଙ୍କର ମ୍ୟାନେଜର ପ୍ରମୋଦ କୁମାର ସାହୁ…
Read More...

ଉଠା ଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ୍ କେବୁଲ ଚୋରୀ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା କରକଚିଆ ଗ୍ରାମରେ ଥିବା ଉଠା ଜଳସେଚନ ପ୍ରକଳ୍ପର ବିଦ୍ୟୁତ କେବୁଲ୍ ଚୋରୀ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । କରକଚିଆ ଗ୍ରାମର ଗୋପୀନାଥ ଧରୁଆ, କାମଦେବ ବାରିକ, ଅକ୍ଷୟ ଧରୁଆ, ତୁଲାକର ଗଡତ୍ୟା, ନିତ୍ୟାନନ୍ଦ ଧରୁଆ ପ୍ରମୁଖ ୫ ଜଣ ଚାଷୀ…
Read More...

ଟିଟିଲାଗଡ ବ୍ଲକ୍ ଠାରେ ଗ୍ରାମ ପଂଚାୟତ ବିକାଶ ପାଣ୍ଠି ଓ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷାର ଯୋଜନା ପ୍ରସ୍ତୁତି ତାଲିମ

ଅନଟାଏଡ ପାଣ୍ଠିର ୫ % ଆବଶ୍ୟକ ଯତ୍ନ ଓ ସୁରକ୍ଷା ଶିଶୁଙ୍କ ପାଇଁ ପଞ୍ଚାୟତ ଯୋଜନା ପ୍ରସ୍ତୁତି କରି ଖର୍ଚ୍ଚ କରନ୍ତୁ -ବି ଡି ଓ । ବଲାଙ୍ଗିର, (କେପିଏନ୍‌ଏସ୍‌) : ଟିଟଲାଗଡ ବ୍ଲକ୍‌ର ଆଇସିଡିଏସ୍‌ ସମ୍ମିଳନୀ କକ୍ଷଠାରେ ଅରୁଣା, ଆଇସିଡିଏସ୍‌ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌,…
Read More...

ଆଇଟିଆଇ ଓ ପଲିଟେକନିକ୍ ଠାରେ ଯଶୋଦା ଯୋଜନାର ପରାମର୍ଶ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଲର୍କିପାଲି ସ୍ଥିତ ଆଇଟିଆଇ ବଲାଙ୍ଗିରର ସଭାଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସରକାରୀ ଆଇଟିଆଇ, ଅରୁଣା ତରଫରୁ ଯଶୋଦା ଯୋଜନା ଉପରେ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇ ଟି ଆଇର ଅଧ୍ୟକ୍ଷ ସୁରେଶ କୁମାର…
Read More...

ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କାର କାରବାର : ଘଟଣାର ପର୍ଦ୍ଦାଫାଶ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୋଲିସକୁ ମିଳିଛି ବଡ଼ ସଫଳତା । ସାଇବର ଠକେଇ ଟଙ୍କା କାରବାରରେ ବ୍ୟବହୃତ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଚଲାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ଚାରି ଜଣଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି । ଥାନାରେ ମାମଲା ରୁଜୁ ପରେ…
Read More...

ପ୍ରକାଶିତ ହେଲା ପୁସ୍ତକ ପୁଷ୍ ପୂତର୍ ରାମ୍

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଇଛାଶକ୍ତି ଆଗେ ବୟସ ଆପେ ଆପେ ହାର୍ ମାନିଯାଏ । ଏହାର ଉଦାହରଣ ସାଜିଛନ୍ତି ୯୦ ବର୍ଷ ବୟସରେ ପାଦ ଦେଇଥିବା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ଡିଗଶିରା ଗାଁର ଅବସରପ୍ରାପ୍ତ ଶିକ୍ଷକ ଶଶିଭୂଷଣ ମିଶ୍ର, ପିତା ସ୍ୱର୍ଗତ ରାମକୃଷ୍ଣ ମିଶ୍ର…
Read More...

ରାୟଗଡ଼ା ଜିଲ୍ଲାର ରାଗିଙ୍ଗ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆବାସିକ ବିଦ୍ୟାଳୟରେ ରାଗିଙ୍ଗ, ଭିଡିଓ…

ରାୟଗଡ଼ା, (ଅକ୍ଷୟ କୁମାର ପିଡିଶିକା) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରିଭଲକଣା ଉଚ୍ଚ ବିଦ୍ୟାଳୟର ଲୋମହର୍ଷଣକାରି ରାଗିଙ୍ଗ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଛି ଆବାସିକ ବିଦ୍ୟାଳୟରେ ରାଗିଙ୍ଗ ଘଟଣା । ଏନେଇ ପୁଣି ଏକ ଭିଡିଓ ଭାଇରଲ ହେଉଥିବା ଦେଖିବାକୁ ମିଳିଛି । ମିଳିଥିବା…
Read More...