Yearly Archives

2025

ଦେଓଗାଁ ବ୍ଲକରେ ଆସନ୍ନ ମରୁଡି ଅଶଙ୍କା : ବିଭିନ୍ନ ପଂଚାୟତର କ୍ଷେତ୍ର ପରିଦର୍ଶନ କଲେ ସମରେନ୍ଦ୍ର

ସ୍ୱଳ୍ପବୃଷ୍ଟିି, ସାରର କଳାବଜାରି ଚାଷୀ ସମସ୍ୟାକୁ ଦ୍ୱିଗୁଣିତ କରୁଛି ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ବର୍ଷ ଆରମ୍ଭରେ ଆଶା କରାଯାଉଥିଲା ଚାଷ ଜମିକୁ ସୁହାଇଲା ଭଳି ବର୍ଷା ହେବ କିନ୍ତୁ ପାଣି ପାଗ ତାର ଠିକ୍‌ ଓଲଟା ଦେଖାଦେଇଛି । ବିଶେଷ କରି ଏ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ
Read More...

ସିନାପାଲିରେ ଅପରାହ୍ନ ନୂଆପଡା ସାହିତ୍ୟଝର ତରଫରୁ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ

ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲି ଉଚ୍ଚ ବିଦ୍ୟାଳୟରେ ଅପରାହ୍ନ ନୂଆପଡା ସାହିତ୍ୟଝର ତରଫରୁ ଏକ ବନ୍ଧୁ ମିଳନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମଂଚାସୀନ ବ୍ୟକ୍ତି ବିଶେଷ ବଂଶୀଧର ଜେନା, ସମ୍ପାଦକ ଦୈନିକ ଅପରାହ୍ନ, ଲକ୍ଷ୍ମୀପ୍ରିୟା ଦାସ, ରବିନ୍ଦ୍ରନାଥ ଯୋଶୀ, ଭାଗିରଥି
Read More...

ଗଙ୍ଗାଧର ମେହେର ଥିଲେ ଓଡ଼ିଆ କାବ୍ୟ ସାହିତ୍ୟର ଭଗୀରଥ ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଗଙ୍ଗାଧର କେବଳ ଜଣେ କବି ନଥିଲେ । ପଶ୍ଚିମ ଓଡ଼ିଶାର ସାହିତ୍ୟିକ ଜାଗରଣ କ୍ଷେତ୍ରରେ ସେ ଥିଲେ ଅଗ୍ର ପଥିକ । ସେ କେବଳ ଓଡ଼ିଆ କାବ୍ୟକୁ ସୌନ୍ଦର୍ଯ୍ୟରେ ବିଭୂଷିତ କରିନଥିଲେ ; ସାଂସ୍କୃତିକ କ୍ଷେତ୍ରରେ ପ୍ରାକୃତିକ ଓଡ଼ିଶାର ଏକତ୍ୱକୁ ପ୍ରତିଷ୍ଠା ମଧ୍ୟ
Read More...

ସମନ୍ୱିତବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ କଲା ଡିଆରଡିଓ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ସମନ୍ୱିତ ବାୟୁ ପ୍ରତିହକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀ (ଆଇଏଡିଡବ୍ଲୁଏସ)ର ପ୍ରଥମ ସଫଳ ପରୀକ୍ଷଣ ସମ୍ପନ୍ନ କରିଛି । ୨୩ ଅଗଷ୍ଟ ୨୦୨୫ରେ ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଓ ଡ଼ିଶା ଉପକୂଳରୁ ଏହି ପରୀକ୍ଷଣ କରାଯାଇଥିଲା
Read More...

ଟିଟିଲାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ହରିତ ଜୀବନ ପଦ୍ଧତି ଉପରେ ଆଲୋଚନା ଚକ୍ର ସହ ପ୍ରକୃତି ବନ୍ଦନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପର୍ଯ୍ୟାବରଣ ସଂରକ୍ଷଣ ଗତିବିଧି ଆନୁକୂଲ୍ୟରେ ଏକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ହରିତ ଜୀବନ ପଦ୍ଧତି ବିଷୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କ୍ଷେତ୍ରୀୟ ପର୍ଯ୍ୟାବରଣ ଗତିବିଧି
Read More...

ସୋମବାର ଦିଲ୍ଲୀରେ ଓଡିଶା କଂଗ୍ରେସ ବୈଠକ

ଭୁବନେଶ୍ୱର : ସୋମବାର ଦିଲ୍ଲୀରେ ଓଡ଼ିଶା କଂଗ୍ରେସ ସମ୍ପର୍କିତ ବୈଠକ ଅନୁଷ୍ଠିତ ହେବ । ଜିଲ୍ଲା କଂଗ୍ରେସ ସଭାପତି ଚୟନ ପାଇଁ ଆରମ୍ଭ ହେବ କସରତ । ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ମହାସଚିବ କେ ସି
Read More...

ହୃଷିକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡ ସ୍ଥିତ ହୃଷୀକେଶ ରାୟ ଡିଗ୍ରୀ ମହାବିଦ୍ୟାଳୟଠାରେ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଆଲୋଚନା ଚକ୍ରରେ ଅତିଥି ଭାବେ ନିରାକାରପୁର ସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ତଥା
Read More...

ଅଜଣା ଗାଡ଼ି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ : ତଦନ୍ତ କରୁଛି ପୋଲିସ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡାଠାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ କଙ୍କଡାହାଡ଼ ଥାନା ପାଟବେଡା ଗାଁର ମାନସ ସିଂ । ସୂଚନା ମୁତାବକ, ମାନସ ଅନୁଗୁଳ ଜିଲ୍ଲା ପୁଲିସ ବିଭାଗରେ କାର୍ଯ୍ୟରତ ଥିବା
Read More...

ମାତା ଅମୃତାନନ୍ଦ ମୟୀ ମଠ କଳାହାଣ୍ଡି ଶାଖା ଆନୁକୁଲ୍ୟରେ ସ୍ୱାସ୍ଥ୍ୟ ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ଧନ ସୁଲୀ ମଣ୍ଡି ପରିସର ମଧ୍ୟରେ ମାତା ଆମୃତାନନ୍ଦମୟୀ ମଠ କଳାହାଣ୍ଡି ଶାଖା ଓ ଭବାନୀପାଟଣା ସ୍ଥିତ ବାଳ ଗୋପାଳ ସେବା ନିକେତନର ଉଦ୍ୟମ କ୍ରମେ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇ ଯାଇଛି । ଶିବିରରେ ଚକ୍ଷୁ ପରୀକ୍ଷା ଓ ରକ୍ତ ଶର୍କରା
Read More...

ଜାତୀୟ ମହାକାଶ ଦିବସ ୨୦୨୫ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଜାତୀୟ ମହାକାଶ ଦିବସ ଭାରତର ଯୁବପିଢ଼ିଙ୍କ ପାଇଁ ଉତ୍ସାହ ଏବଂ ପ୍ରେରଣାର ଏକ ଅବସର ପାଲଟିଛି, ଯାହାକି ଦେଶ ପାଇଁ ଗର୍ବର ବିଷୟ ; ମୁଁ ଏହି ଅବସରରେ ମହାକାଶ କ୍ଷେତ୍ର ସହିତ ଜଡିତ ସମସ୍ତ ବୈଜ୍ଞାନିକ ଏବଂ ଯୁବ ନାଗରିକଙ୍କୁ ମୋର ଶୁଭକାମନା ଜଣାଉଛି : ପ୍ରଧାନମନ୍ତ୍ରୀମହାକାଶ କ୍ଷେତ୍ରରେ ଗୋଟିଏ
Read More...