ସେପ୍ଟେମ୍ବର ୩ରେ ନୃସିଂହନାଥଠାରେ ଅନୁଷ୍ଟିତ ହେବ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୩ ତାରିଖ ସକାଳ ୯ ଘ ସମୟ ରେ ପାଇକମାଲ ସ୍ଥିତ ନୃସିଂହନାଥ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମ ପରିସରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଆୟୋଜନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରମେଇ ଚରଣ ଦାଶଙ୍କ!-->…
Read More...
Read More...