ବିପିୟୁଟିରେ ଆଧୁନିକ ନିର୍ମାଣ ସାମଗ୍ରୀ ଉପରେ କର୍ମଶାଳା ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ଅଧ୍ୟୟନ କେନ୍ଦ୍ରରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଅଗଷ୍ଟ ୩୦, ୨୦୨୫ ରେ "ନୂତନ ଯୁଗର ନିର୍ମାଣ ସାମଗ୍ରୀ" ଉପରେ ଏକ ଦିନିକିଆ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ।!-->…
Read More...
Read More...