Monthly Archives

September 2025

ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିକଛିଡା ଗ୍ରାମରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶିକଛିଡା ଗ୍ରାମରେ ଧୁମ୍‌ଧାମ୍‌ରେ ନୂଆଁଖାଇ ଭେଟ୍‌ଘାଟ୍‌ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମିତି ସଭ୍ୟା ବିନିତା ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଅନ୍ୟ ଅତିଥି
Read More...

ପାଟଣା ଷ୍ଟେଟ ପ୍ରଥମ ମେଟ୍ରିକ୍ୟୁଲେଟ ରବିଚନ୍ଦ୍ର ସାଏଙ୍କ ୧୩୭ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ସମ୍ମିଳନୀ କକ୍ଷରେ ଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ପାଟଣା ଷ୍ଟେଟର ପ୍ରଥମ ମେଟ୍ରିକ୍ୟୁଲେଟ ରାଜ୍ୟ ଭୂଷଣ ରବିଚନ୍ଦ୍ର ସାଏଙ୍କ ୧୩୭ତମ ଜୟନ୍ତୀ ପାଳନ କରାଯାଇଛି । ପ୍ରଥମେ ସାଧାରଣ ସଂପାଦକ ଦିବାକର
Read More...

ସକମାରେ ଜଗନ୍ନାଥ ମଣ୍ଡପ ଓ କମ୍ୟୁନିଟି ସେଣ୍ଟର ଉଦ୍‌ଘାଟନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବ୍ଲକ ସ୍ଥିତ ସକମା ପଂଚାୟତ ସକମା ଠାରେ ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ କମ୍ୟୁନିଟି ସେଣ୍ଟର ସହ ଜଗନ୍ନାଥ ମଣ୍ଡପର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ତାଙ୍କ ବିଧାୟକ ଥିବା ସମୟରେ ବିଧାୟକ ପାଣ୍ଠି ଅନୁଦାନରେ ଏହି ଉଭୟ ପ୍ରକଳ୍ପ ପାଇଁ ୩
Read More...

ପି.ଆର ହାଇସ୍କୁଲ ବଲାଙ୍ଗିରରେ ଭାରଉତ୍ତୋଳନ ସ୍କୁଲ ଟ୍ରାଏଲ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୫ ଏବଂ ୨୬ ତାରିଖ ଦୁଇ ଦିନ ବ୍ୟାପି ବ୍ରହ୍ମପୁରରେ ରାଜ୍ୟ ସ୍କୁଲ ସ୍ତରୀୟ ଭାର ଉତ୍ତୋଳନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ବଲାଙ୍ଗିର ଜିଲ୍ଲା ସ୍କୁଲ ସଂଘ ତରଫରୁ ଆଜି ପୃଥ୍ୱୀରାଜ ହାଇସ୍କୁଲ ପରିସରରେ ଥିବା ପିଏମ୍‌ ଶ୍ରୀ ହଲ
Read More...

ଚୋର ସହ ଚୋରି ମୋବଇଲ ଧରି ଲୋକଙ୍କୁ ଫେରସ୍ତ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର : ବଲାଙ୍ଗିର ଟାଉନ ପୋଲିସର ପକ୍ଷରୁ ସୋମବାର ସନ୍ଧ୍ୟାରେ ମୋବାଇଲ ଫୋନ୍ ଫେରସ୍ତ ମେଳା ଅନୁଷ୍ଠିତ ହୋଇଥିବା ନେଇ ସୂଚନା ରହିଛି । ସହର ଭିତରୁ ବିଭିନ୍ନ ସମୟରେ ଏବଂ ସହରର ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ପ୍ରାୟ ୩୧ଟି ମୋବାଇଲ ଫୋନକୁ ବଲାଙ୍ଗିର ଟାଉନ ପୋଲିସ ଟିମ୍ ଉଦ୍ଧାର କରି
Read More...

ମହାଳୟାରେ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପୂଜ୍ୟପୂଜା ସେବା ସଂଗଠନ ତରଫରୁ ପବିତ୍ର ମହାଳୟା ଦିନ ସନ୍ଧ୍ୟାରେ ଟିକ୍ରାପଡା ଠାରେ ଦିବଂଗତ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧା ଓ ଭକ୍ତି ସହିତ ସାମୁହିକ ଶ୍ରଦ୍ଧାଞ୍ଜଳି ଓ ଦୀପଦାନ ପ୍ରଦାନ କରାଯାଇଛି । ଏ ଅବସରରେ
Read More...

ନୂଆଁଖାଇ ଭେଟ୍‌ଘାଟ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବଲାଙ୍ଗିର ଦ୍ୱାରା ନୂଆଁଖାଇ ଭେଟ୍‌ଘାଟ୍‌ ସଭାପତି ଗୋବିନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ସ୍ଥାନୀୟ ଭାଗବତ ମନ୍ଦିର (ବାବା ମଠ) ସାଗରପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଡ. ସତ୍ୟବନ୍ତ ବେଦବାକ୍‌
Read More...

ପିତୃପକ୍ଷ ଭୋଜନ ସେବା ସମାପ୍ତ : ସହଯୋଗ ଫାଉଣ୍ଡେସନର ପୂଣ୍ୟ କାର୍ଯ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ୭ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୫ ଦିନ ଧରି ଅବିରତ ଚାଲିଥିଲା । ପ୍ରତିଦିନ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ରୁଟି,
Read More...

ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାଲ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମାଣ୍ଡୋସିଲ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ମଙ୍ଗଳବାର ବାଲ ବୈଜ୍ଞାନିକ ଓ ହସ୍ତକଳା ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ସଭାପତି ଗୋକୁଳାନନ୍ଦ ଦଣ୍‌ଣ୍ଡସେନା ଓ ମହେନ୍ଦ୍ର କୁମାର ଖୁଣ୍ଟିଆ ଯୋଗଦେଇ
Read More...

ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର : ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ ବଲାଙ୍ଗିରର ତ୍ରୈବାର୍ଷିକ ସାଧାରଣ ପରିଷଦ ବୈଠକ ସାଙ୍ଗକୁ କର୍ମକର୍ତ୍ତା ନିର୍ବାଚନ (୨୦୨୫-୨୮) ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଲୋଟସ ଷଡଙ୍ଗୀ ଓ ସଂପାଦକ ଭାବେ ମନମୋହନ ରଥ ପୁନଃ
Read More...