Daily Archives

କେନ୍ଦ୍ର ସରକାରଙ୍କ ଉପହାର, ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସରକାରୀ କର୍ମଚାରୀଙ୍କୁ ଏକ ବଡ ଉପହାର ମିଳିଛି । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ୨ ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ଏହା ୫୩ ପ୍ରତିଶତ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୫୫ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
Read More...

ଏନ୍‌ଏସ୍‌ଓ ଦ୍ୱାରା ଦ୍ୱିତୀୟ ସର୍ବଭାରତୀୟ ସମୟ ବ୍ୟବହାର ସର୍ବେକ୍ଷଣ ରିପୋର୍ଟ ପ୍ରକାଶିତ

'କର୍ମଜୀବୀ ବୟସର ଲୋକମାନଙ୍କ ମଧ୍ୟରେ ସଂସ୍କୃତି, ବିଶ୍ରାମ ଏବଂ ଗଣମାଧ୍ୟମ ସମ୍ବନ୍ଧୀୟ କାର୍ଯ୍ୟକଳାପରେ ଅଂଶଗ୍ରହଣ ବୃଦ୍ଧି ଯାହାକି କାର୍ଯ୍ୟ ଓ ବିଶ୍ରାମ ସମୟ ମଧ୍ୟରେ ଅଧିକ ସନ୍ତୁଳନତା ଦର୍ଶାଉଛି' ନୂଆଦିଲ୍ଲୀ, (ପିଆଇବି) : ଜାନୁଆରୀ-ଡିସେମ୍ବର ୨୦୧୯ ମଧ୍ୟରେ ହୋଇଥିବା ପ୍ରଥମ
Read More...

ଫସଫେଟିକ ଏବଂ ପୋଟାସିକ (ପିଏଣ୍ଡକେ) ସାର ଉପରେ ପୋଷକ ତତ୍ତ୍ୱ ଆଧାରିତ ସବସିଡି (ଏନବିଏସ) ଦରକୁ କ୍ୟାବିନେଟ ମଞ୍ଜୁରି

ଖରିଫ୍ ଋତୁ ୦୧.୦୪.୨୦୨୫ରୁ ୩୦.୦୯.୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ ନୂଆ ଦରଏନପିକେଏସ ଗ୍ରେଡ ସମେତ ଅଧିସୂଚିତ ପି ଆଣ୍ଡ କେ ସାର କୃଷକମାନଙ୍କୁ ରିହାତି, ସୁଲଭ ଏବଂ ଯୁକ୍ତିସଙ୍ଗତ ଦରରେ ଉପଲବ୍ଧ ହେବସିଙ୍ଗଲ୍ ସୁପର ଫସଫେଟ୍ (ଏସଏସପି) ଉପରେ ମାଲ ପରିବହନ ସବସିଡିକୁ ଖରିଫ ୨୦୨୫ ପର୍ଯ୍ୟନ୍ତ
Read More...

ଇନ୍‌ଫୋସିଟି ଛକରେ ସଡ଼କ ଦୁର୍ଘଟଣା : ୩ ଯୁବତୀ ଆହତ

ଭୁବନେଶ୍ୱର : ଭୁବନେଶ୍ୱର ଇନ୍‌ଫୋସିଟି ଛକରେ ଦୁର୍ଘଟଣା । ଡିଭାଇର୍‌ ଡେଇଁ କାର୍‌କୁ ଧକ୍କା ଦେଲା ଫର୍ଚୁନର । ଦୁର୍ଘଟଣାରେ କାର୍‌ରେ ବଲିଥିବା ୩ ଜଣ ଯୁବତୀ ଆହତ ହୋଇଥିବା ବେଳେ ଫର୍ଚୁନର ଡ୍ରାଇଭର ଘଟଣା ସ୍ଥଳରୁ ଖସି ପଳାଇବାକୁ କରୁଥିଲା ଚେଷ୍ଟା । ଗୋଡେଇ ଗୋଡେଇ ଧରିଲେ ତିନୋଟି ପିସିଆର୍ ।
Read More...

ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହେଲା ଅଷ୍ଟ ପ୍ରହର ନାମଯଜ୍ଞ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ କାଦୋପଦର ଗ୍ରାମରେ ଅଷ୍ଟ ପ୍ରହର ନାମଯଜ୍ଞ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି । ନାମଯଜ୍ଞର ପାବନ ବେଳାରେ ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ରହି ପ୍ରଭୁ କୃପା ପ୍ରାପ୍ତ ପାଇଁ ଆବେଗ ଭରା ଉପସ୍ଥିତି ରଖିଥିବାର ଦେଖିବାକୁ
Read More...

ପିଆଜ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ

କେନ୍ଦୁଝର : ପିଆଜ ବୋଝେଇ ଟ୍ରକ୍‌ରେ ଲାଗିଲା ନିଆଁ । ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା ଗାଡ଼ି । କେନ୍ଦୁଝର ଯୋଡ଼ାରେ ଏହି ଘଟଣା ଘଟିଛି । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ସୂଚନା ଯୋଗ୍ୟ ଯେ,
Read More...

ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ସମସ୍ତ ପରୀକ୍ଷା ସରିଯାଇଛି । ଛାତ୍ରଛାତ୍ରୀମାନେ ଉଚ୍ଚ ବିଦ୍ୟାଳୟକୁ ଯାଇ ନବମ ପଢିବାକୁ ଥିବାରୁ ସେମାନଙ୍କ ବିଦ୍ୟାଳୟ ପ୍ରତି
Read More...

ଏନ୍‌କାଉଣ୍ଟରରେ ଟଳିଲେ ୧୫ ମାଓବାଦୀ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୫ ମାଓବାଦୀ ନିହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ମଧ୍ୟ ଆଶଙ୍କା ରହିଛି । ଖବର ଅନୁସାରେ ଛତିଶଗଡ଼ ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ଼
Read More...

ଅନ୍ୱେଷଣ ତରଫରୁ ବିଶ୍ୱ ନାଟ୍ୟଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ସାଂସ୍କୃତିକ ଅନୁଷ୍ଠାନ ଅନ୍ୱେଷଣ ପକ୍ଷରୁ ବିଶ୍ୱ ନାଟ୍ୟଦିବସ ପାଳିତ ହୋଇଯାଇଛି । ଢୋଲମୁହୁରୀ କଳା ପରିଷଦର ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ସନ୍ଦୀପ କୁମାର କୁଅଁରଙ୍କ ସଭାପତିତ୍ୱକରିଥିବା ବେଳେ ଲୋକ ସଂସ୍କୃତି
Read More...

ଜୁନହାଁପଦର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରସମାଲ ପଞ୍ଚାୟତ ଅନ୍ତର୍ଗତ ଜୁନହାଁପଦର ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି । ପ୍ରଧାନ ଶିକ୍ଷକ ଦେବାନନ୍ଦ ନିଷାଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ । ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ପଧାନ ଯୋଗଦେଇଥିଲେ ।
Read More...