Monthly Archives

February 2025

ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଶୈବପୀଠରେ ଜାଗର ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇପଡିଥିଲା ଶୈବପୀଠ । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ରରେ ମହାଦୀପ ଦର୍ଶନ କରି ଜାଗର ଜାଳି ମାନସିକ କରି ଉଜାଗର ରହିଥିଲେ
Read More...

ବିପଦ ସଙ୍କୁଳରେ ସ୍କୁଲ ପରିବେଶ ଛାତ ଉପରେ ଯାଇଛି ୩୩ କେଭି ବିଦ୍ୟୁତ୍ ତାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଚେରେଙ୍ଗାଝାଞ୍ଜ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ କୋଠରୀ ଛାତ ଉପରେ ୩୩ କେଭି ବିଦ୍ୟୁତ୍ ତାର ଯାଇଥିବାରୁ ତାହା ନୂତନ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ ବାଧା ସୃଷ୍ଟି ହେଉଛି । ନିକଟରେ ବଡ଼
Read More...

ଡେଲାଙ୍ଗରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନିରାକାର ପରମ ବ୍ରହ୍ମ, ମହାଶିବ, ମହାଶକ୍ତି, ମହାଦେବ, ମହାଯୋଗୀ ଓ ମହାମୃତ୍ୟୁଜ୍ଞୟ ସେ ନିତ୍ୟ ମଙ୍ଗଳକାରୀ, ସମଗ୍ର ବିଶ୍ୱର କଲ୍ୟାଣକାରୀ ରକ୍ଷକ ଓ ବିଧେୟକ ଅଟନ୍ତି । ପବିତ୍ର ମହାଶିବରାତ୍ରୀ ଓ ଦେବଦେବ ମହାଦେବଙ୍କର ଜାଗର ଯାତ୍ରାରେ ଶୈବପୀଠ
Read More...

ହାତୀ ଆକ୍ରମଣରେ ପାରାଗାର୍ଡଙ୍କ ମୃତ୍ୟୁ ଘଟଣା

କ୍ଷତିପୂରଣ ଦାବିରେ ଶବ ରଖି ମୁଖ୍ୟରାସ୍ତା ଅବରୋଧ, ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ତିଖାଲୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ୩୫ ଟିକିଆ ହାତୀପଲ ଥିବା ବେଳେ ମଙ୍ଗଳବାର
Read More...

ଟ୍ରକରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର : ଟିଟିଲାଗଡ଼ରୁ ଆସୁଛି ଏକ ବଡ଼ ଖବର । ଟ୍ରକରେ ହୁ ହୁ ହୋେଇ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ଦେବବନ୍ଦ ଜଙ୍ଗଲ ନିକଟ ଏକ ଟ୍ରକରେ ହଠାତ ନିଆଁ ଲାଗିଥିଲା । ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍‌ତ୍ତ କରିଥିଲା ।
Read More...

ମହାଶିବରାତ୍ରି ପାଇଁ ଟିଟିଲାଗଡ଼ ଧବଳେଶ୍ଵର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ରାଜ୍ୟରେ ଥିବା ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ଼ ସହରର କୁମୁଡା ପାହାଡ଼ ଉପରେ ପ୍ରଭୁ ଧବଳେଶ୍ଵର ବାବାଙ୍କ ପୀଠ ଅବସ୍ଥିତ । ଏହି ମନ୍ଦିରର ବିଶେଷତ୍ଵ ହେଲା ପାହାଡ ଭିତର ଗୁମ୍ଫାରେ ଆବିର୍ଭାବ ହୋଇଛନ୍ତି ପ୍ରଭୁ ଧବଳେଶ୍ଵର । ଏହି
Read More...

ସଇଁତଲାରେ ମହାଶିବରାତ୍ରି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଂସ ଦରବାର

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଲାନ୍ଥନଦୀ କୂଳରେ ଥିବା ଭୂତେଶ୍ୱର ବାବା ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହାଶିବରାତ୍ରି ମେଳା ଉପଲକ୍ଷେ ମଙ୍ଗଳବାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ
Read More...

ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାୱାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ ପ୍ରଶାସନକୁ କଲେ ନାକେଦମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଣି ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟ । ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାୱାରକୁ ଚଢ଼ିଗଲେ ଯୁବକ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁରେ । ସୂଚନା ଯୋଗ୍ୟ ଯେ, ଖମାରମୁଣ୍ଡା ଗାଁ ସିଦ୍ଧେଶ୍ୱର ଭୋଇ (୩୨)
Read More...

ବୈପାରୀଗୁଡା ବ୍ଲକର ବିଭିନ୍ନ ଶୈବପୀଠ ମାନଙ୍କରେ ଧୁମଧାମରେ ପାଳନ ହେଉଛି ମହାଶିବରାତ୍ରି

ବୈପାରୀଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଶୈବପୀଠ ଗୁପ୍ତେଶ୍ୱର ଧାମରେ ଲାଗିଛି ଭକ୍ତଙ୍କ ଭିଡ଼ । ମହାଶିବରାତ୍ରି ଓ ଜାଗର ଯାତ୍ରା ଉପଲକ୍ଷେ ବୈପାରୀଗୁଡା ବ୍ଲକରେ ଥିବା ଦକ୍ଷିଣ ଓଡିଶାର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ୱର ଧାମରେ ଓଡିଶା ସହ ପଡୋଶୀ ରାଜ୍ୟ ତଥା ଛତିଶଗଡ, ଆନ୍ଧ୍ରପ୍ରଦେଶ,
Read More...

ବୁଟି ବାବା ବନଔଷଧୀ ବଗିଚା ଶୁଭ ଉଦ୍‌ଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିର ନିକଟରେ ଗୁରୁଣ୍ଡା ଯିବା ରାସ୍ତାରେ ବୁଧବାର ବୁଟି ବାବା ବନ ଔଷଧୀ ବଗିଚାର ଶୁଭ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ
Read More...