ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ଅନୁଷ୍ଠିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପବିତ୍ର ବଣଭୋଜି ଉତ୍ସବ ସତସଙ୍ଗ କେନ୍ଦ୍ର ପାଇକମାଲ ଆନୁକୂଲ୍ୟରେ ମନଭଙ୍ଗ ଡ୍ୟାମ୍ ଠାରେ ପାଳିତ ହୋଇଯାଇଛି । ଏଥିରେ ସତସଙ୍ଗ ସଭାପତି ରୋହିତ ମିଶ୍ର ସ୍ଵାଗତ ଅଭିଭାଷଣ ରଖିଥିଲେ । ଅକ୍ଷୟ କୁମାର!-->…
Read More...
Read More...