Daily Archives

ଆନୁମାନିକ ୭% ଜିଡିପି ଅଭିବୃଦ୍ଧି ଏବଂ ୧,୫୧,୦୦୦ ଷ୍ଟାର୍ଟଅପ୍ ସହିତ ଭାରତ ନିଜ ଅର୍ଥବ୍ୟବସ୍ଥାକୁ ନୂତନ ଆକାର ଦେଉଛି

ନୂଆଦିଲ୍ଲୀ, (ପିଆଇବି) : ଦୁଇ ସର୍ବବୃହତ୍ ଉଦୀୟମାନ ଅର୍ଥବ୍ୟବସ୍ଥା ଭାରତ ଏବଂ ଚୀନ୍ କ୍ରମାଗତ ଭାବେ ବିଶ୍ୱ ଆର୍ଥିକ ଆଲୋଚନାରେ କେନ୍ଦ୍ରରେ ରହିଛନ୍ତି । ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଇଣ୍ଡିଆ ଲିଡରଶିପ୍ ଶିଖର ସମ୍ମିଳନୀରେ, ଏହି ବୃହତ୍ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ
Read More...

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଭାଇବ୍ରାଣ୍ଟର ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଜଲଦା ସି ବ୍ଲକ ହାଟ ଠାରେ କିଛି ଆର୍ଥିକ ଅନଗ୍ରସର ବ୍ୟବସାୟୀଙ୍କୁ ଡିଜିଟାଲ ଓଜନ ମାପ ଯନ୍ତ୍ର ପ୍ରଦାନ କରାଯାଇଛି । ରୋଟାରୀଆନ୍‌ ପ୍ରଦ୍ୟୁମ୍ନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଅସଙ୍ଗଠିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଡ. ମନସୁଖ ମାଣ୍ଡଭିୟ ‘ଇ-ଶ୍ରମ, ୱାନ ଷ୍ଟପ୍ ସଲ୍ୟୁସନ’ର ଶୁଭାରମ୍ଭ

ଇ-ଶ୍ରମ ୱାନ୍ ଷ୍ଟପ୍ ସଲ୍ୟୁସନ ଇ-ଶ୍ରମରେ ପଂଜିକୃତ ହୋଇଥିବା ଅସଂଗଠିତ ଶ୍ରମିକମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ବିନା ବାଧାରେ ପହଞ୍ଚାଇବ : କେନ୍ଦ୍ର ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶ୍ରମ ଓ ରୋଜଗାର ତଥା ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ
Read More...

ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଜରୁରୀ…

ନୂଆଦିଲ୍ଲୀ, (ପିଆଇବି) : କ୍ୟାବିନେଟ୍ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ପାଇଁ ଜାତୀୟ ବିପତ୍ତି ପ୍ରଶମନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ
Read More...

ଭଞ୍ଜନଗର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ସମାଧାନ ନିମନ୍ତେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର
Read More...

ବଙ୍ଗୋମୁଣ୍ଡରେ ୩୮ତମ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ସ୍ଥିତ ସାର୍ବଜନୀନ ଖେଳପଡ଼ିଆ ଠାରେ ଚଳିତ ବର୍ଷ ୩୮ତମ ଧନୁଯାତ୍ରା ମହୋତ୍ସବ ପାଳନ ପାଇଁ ଶୁଭଖମ୍ବ ସୋମବାର ଦିନ ସ୍ଥାପନ କରାଯାଇଥିଲା । ଗ୍ରାମ ଦେବା ଦେବୀଙ୍କ ଠାରେ ଆଜ୍ଞାମାଳ ଅଣାଯିବା ପରେ ପୂଜାର୍ଚ୍ଚନା
Read More...

ଛତ୍ରପୁର ସହରଞ୍ଚାଳର ପରିମଳ ଓ ପବ୍ଲିକ୍ ଗ୍ରିଭେନ୍ସ ଉପରେ ପ୍ରାଥମିକତା ଦିଆଯିବ- ଇ.ଓ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ପ୍ରସନ୍ନ କୁମାର ଦାଶ ସୋମବାର ଆନୁଷ୍ଠାନିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ଦାଶ ଓଡ଼ିଶା ମ୍ୟୁନିସିପାଲଟି ଆଡମିନିଷ୍ଟ୍ରେସନ୍ ସେବାରେ ଗତ ୨୦୧୨-୧୩ ବର୍ଷରେ
Read More...

ଏସ୍‌ଏଚ୍‌ଜି ମହିଳାମାନେ ଜବତ କଲେ ମଦପାଉଚ୍‌ ଓ କଫ ସିରଫ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବୁଦୁଲା ପଂଚାୟତର ଏସ୍‌ଏଚ୍‌ଜି ମହିଳାମାନେ ଛୋଟ ଛୋଟ ସ୍କୁଲ ପିଲା ମଦପିଇ ନିଜନିଜ ଭବିଷ୍ୟତକୁ ଅନ୍ଧକାରକୁ ଟାଣି ନେଉଥିବା ତଥା ବିଭିନ୍ନବର୍ଗର ଲୋକେ ମଦପିଇ ନିଜ ନିଜ ଘରମାନଙ୍କୁ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା
Read More...

ସେଲ୍ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବହୁରାଷ୍ଟ୍ରୀୟ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀରେ କାମ କରୁଥିବା ସେଲ୍‌ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ସୋମବାର ଓଡିଶା ସେଲ୍‌ସ ରିପ୍ରେଜେଣ୍ଟେଟିଭ ୟୁନିୟନ ରାଉରକେଲା ଅତିରିକ୍ତ ଜିଲାପାଳଙ୍କୁ ଫେରାଦ ହୋଇଛି । ଏଥିସହ କେନ୍ଦ୍ରଶ୍ରମ ଓ ରୋଜଗାର
Read More...

ନୂଆଦିଲ୍ଲୀଠାରେ ସହରାଞ୍ଚଳ ଜମି ରେକର୍ଡର ସର୍ଭେ-ପୁନଃ ସର୍ବେକ୍ଷଣରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଆନ୍ତର୍ଜାତୀୟ…

ଡିଜିଟାଲ ଭାବରେ ଅପଡେଟ୍ ଏବଂ ସ୍ୱଚ୍ଛ ଜମି ରେକର୍ଡଗୁଡିକ ଭୂମି ସମ୍ପଦର ଅପ୍ଟିମାଇଜେସନ୍ ଏବଂ ନୀତି ତଥା ଯୋଜନାରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଏଜେନ୍ସି ସହିତ ସୂଚନା ଆଦାନ ପ୍ରଦାନ କରିବାରେ ସହାୟକ ହେବ : ଶିବରାଜ ସିଂ ଚୌହାନସମଗ୍ର ବିଶ୍ୱର ବିଶେଷଜ୍ଞଙ୍କ ଉପସ୍ଥିତିରୁ ଆମେ ଉପକୃତ ହେବୁ
Read More...