Daily Archives

ରାଜ୍ୟସ୍ତରୀୟ ଟାଇକଣ୍ଡୋ ସ୍କୁଲ ଗେମ୍‌ରେ ବଲାଙ୍ଗିରକୁ ୫ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରୀ ଜିଲ୍ଲା ସ୍କୁଲରେ ରାଜ୍ୟସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ କୋଚ ତଥା ଜାତୀୟ ସ୍ତରୀୟ ରେଫରୀ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ୧୦ ଜଣିଆ ଟିମ୍‌
Read More...

ପାଚିକା ସଂଘ ପକ୍ଷରୁ ଗୁଡାରୀ ବ୍ଲକସ୍ତରୀୟ ସମ୍ମିଳନୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ପାଚିକା ଓ ସହାୟିକା ମହାସଂଘ ଏଆଇସିସିଟିୟୁ ତରଫରୁ ଗୁଡାରୀ ନୂଆଁ ବସଷ୍ଟାଣ୍ଡ ଠାରେ ବ୍ଲକସ୍ତରୀୟ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶାର ଉପଦେଷ୍ଟା ତ୍ରିପତି ଗମାଙ୍ଗ ଓ ବୃନ୍ଦାବନ ବିଡିକା ରାଜ୍ୟ ସରକାରଙ୍କ ଶ୍ରମିକ ଜନ ବିରୋଧି ନୀତି
Read More...

ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ଚୂଡାପାଲି, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଚୂଡାପାଲି ପଞ୍ଚାୟତ ଅନ୍ତର୍ଗତ ଢୁଳୁସର ଖେଳପଡିଆ ଠାରେ ଗଣ୍ଡ ସମାଜ ପକ୍ଷରୁ ଆଜି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଣ୍ଡ ସମାଜର ଅନେକ ପୁରୁଷ ମହିଳା ଯୋଗଦେଇ ତାଙ୍କ ଇଷ୍ଟଦବୀଙ୍କ ପୂଜାର୍ଚ୍ଚନା
Read More...

ଯାଦବ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌ରେ ସାମିଲ ହେଲେ ବିଧାୟକ ଲକ୍ଷ୍ମଣ ବାଗ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଧରପଗଡ଼ ଖେଳ ପଡିଆ ଠାରେ ପଞ୍ଚାୟତ ସ୍ତରୀୟ ଯାଦବ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଯାଦବ ସମାଜର ଶତାଧିକ ମହିଳା ଓ ପୁରୁଷ ଧରପଗଡ଼ ପଞ୍ଚାୟତ ଛକରେ ଏକତ୍ରିତ ହୋଇ ଭଗବାନ ଶ୍ରୀ କୃଷ୍ଣ ଓ ମା' ସମଲେଇଙ୍କ ଫଟୋ
Read More...

ତହଁକ କୁଟୁମର କୋସଲି ଖାନା କୋସଲି ଗାନା

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ଟାଉନ ବାଲିକା ଉଚ୍ଚ ବିଦ୍ୟାଳୟ ଠାରେ ତହଁକ କୁଟୁମ ତରଫରୁ କୋସଲି ଖାନା କୋସଲି ଗାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମନରଞ୍ଜନ ଯୋଷୀ ଯୋଗଦେଇ ଗୋଟିଏ ଅଂଚଳର ସଂସ୍କୃତି, ପରମ୍ପରା ସେ ଅଂଚଳକୁ
Read More...

ନିଉ ଇଣ୍ଡିଆ ଲିଟିରେସି ପ୍ରୋଗ୍ରାମର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନର ଆକଳନ ପରୀକ୍ଷା ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଉ ଇଣ୍ଡିଆ ଲିଟିରେସି ପ୍ରୋଗ୍ରାମ (ଏନ୍.ଆଇ.ଏଲ୍.ପି)ର ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ ଆକଳନ ପରୀକ୍ଷା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ପରିସରରେ ରବିବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୋଟ୍‌
Read More...

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା ଅନୁଷ୍ଠିତ

ଜୟପାଟଣା, (କେପିଏନ୍‌ଏସ୍‌) : ଜୟପାଟଣା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୨୨ ଗୋଟି ପଂଚାୟତରେ ଥିବା ୧୨ ଗୋଟି କ୍ଲଷ୍ଟରର ବିଭିନ୍ନ ପରୀକ୍ଷା କେନ୍ଦ୍ର ଗୁଡିକରେ ଭାରତ ସରକାରଙ୍କର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ ପରୀକ୍ଷା
Read More...

ରାଜ୍ୟସ୍ତରୀୟ ସମ୍ବିଧାନ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଉଚ୍ଚ ବିଦ୍ୟାଳୟ ଠାରେ ୨୬ ନଭେମ୍ବର ସମ୍ବିଧାନ ଦିବସକୁ ଡିସେମ୍ବର ୧ ତାରିଖ ଦିନ ରାଜ୍ୟ ସ୍ତରରେ ପାଳନ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି ଯେ, ଆଗାମୀ ୨୬ ନଭେମ୍ବର ୨୦୨୪ରେ ଭାରତର ସମ୍ବିଧାନ ଲାଗୁ ହେବାରେ ୭୫
Read More...

ସ୍ମୃତିରେଖା ସାହୁ ୩୩୪ନଂ ରେଙ୍କ୍ ରଖି ଓପିଏସସି ପରୀକ୍ଷାରେ ସଫଳତା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଭରସୂଜା ଗ୍ରାମର ସ୍ମୃତିରେଖା ସାହୁ ୩୩୪ ନଂ ରେଙ୍କ ରଖି ଓଡିଶା ପ୍ରଶାସନିକ ପରୀକ୍ଷାରେ ସଫଳତା ଅର୍ଜନ କରିଛନ୍ତି । ସ୍ମୃତିରେଖା ସାହୁ ବର୍ତ୍ତମାନ ଆଗଲପୁର ବ୍ଲକରେ ଏବିଇଓ ଭାବେ କାର୍ଯ୍ୟରତ ରଜନୀକାନ୍ତ ସାହୁ ଓ ଶ୍ରୀମତୀ
Read More...

ଝାଙ୍କରପାଲିରେ ୨୨ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଝାଙ୍କରପାଲି ଗ୍ରାମ‌ ଠାରେ ୨୨ତମ ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ ହୋଇଛି । ଚଳିତବର୍ଷ ୧୦୮ଟି କଳସ ସ୍ଥାପନ କରାଯାଇଥିଲା ଯାହା ୧୬ ତାରିଖ ମଣ୍ଡପ କଳସ ସ୍ଥାପନ କରି ୨୦ ତାରିଖରେ ବିସର୍ଜନ କରାଯାଇଛି । ପ୍ରତିଦିନ ଦିନବେଳା
Read More...