Yearly Archives

2023

ରେଡକ୍ରସ ତରଫରୁ ଘୋଷଯାତ୍ରାରେ ପାଣି, ମାସ୍କ ଓ ଶିଶୁ ପତ୍ରିକା ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଜୁନିୟର ରେଡକ୍ରସ ତରଫରୁ ପାନୀୟ ଜଳ, ମାସ୍କ ଓ ଶିଶୁ ପତ୍ରିକା ବଣ୍ଟନ କରାଯାଇଥିଲା । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ଉଦ୍ୟମରେ କଣ୍ଟାବାଞ୍ଜିରେ ପବିତ୍ର ଘୋଷଯାତ୍ରା ଓ
Read More...

“ଗୁରୁ ରତ୍ନମଣି” ସମ୍ମାନରେ ସମ୍ମାନିତ ହେଲେ ନାଟ୍ୟ ନିର୍ଦ୍ଦେଶକ ଡ଼. ଗୌରୀ ଶଙ୍କର ଶତପଥୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ସହର ସ୍ଥିତ ଭଗତ ସିଂ କନିଷ୍ଠ ମହାବିଦ୍ୟାଳୟର କାର୍ଯ୍ୟରତ ଅଧ୍ୟାପକ ତଥା ବରିଷ୍ଟ ନାଟ୍ୟ ନିର୍ଦ୍ଧେଶକ ଡ଼ଃ. ଗୌରୀ ଶଙ୍କର ଶତପଥୀଙ୍କୁ "ଗୁରୁ ରତ୍ନମଣି" ଉପାଧିରେ ସମର୍ଦ୍ଧିତ କରାଯାଇଛି । ଭୁବନେଶ୍ୱର ସ୍ଥିତ
Read More...

ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଗଞ୍ଜାମ, (ପ୍ରଦୀପ ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପୋଡ଼ମପେଟା ଓ ଡ଼ିଆରପି କଲୋନୀରେ ଭିୟୁଷ ଅନୁଷ୍ଠାନ ପକ୍ଷରୁ ଭିୟୁଷ ଡିଜିଟାଲ ଲଟରାରୀ ସେଣ୍ଟରରେ ଏକ ଛଅ ଦିନିଆ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଭାବେ
Read More...

୮୪ ଘର ଅଘରିଆ ସମାଜର ବାର୍ଷିକ ମୁଖପତ୍ର ଅଘରିଆ ଜ୍ୟୋତି ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରଥଯାତ୍ରା ଅବସରରେ ୮୪ ଘର ଅଘରିଆ ସମାଜର ଆଞ୍ଚଳିକ କମିଟି ବଲାଙ୍ଗିର ଜିଲ୍ଲାର ବାର୍ଷିକ ମୁଖପତ୍ର, ଅଘରିଆ ଜ୍ୟୋତି ଏକବିଂଶ ସଂଖ୍ୟା ସହ ସମ୍ବିଧାନ ଓ ନିୟମାବଳୀ ଅଘରିଆପଡା ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ପୂଜାର୍ଚ୍ଚନା ପରେ ସଭାପତି ଶୁଭ୍ରାଂଶୁ ଶେଖର
Read More...

ଆଜି ହେବ ପ୍ରସିଦ୍ଧ କଢ଼େଲ ରଥଯାତ୍ରା

ମ.ରାମପୁର, (ହେମନ୍ତ ସାହୁ) : ଆଜି ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ କଢେଲ ରଥ ଯାତ୍ରା ଅନୁଷ୍ଠିତ ହେବ । ଏହି ରଥଯାତ୍ରା ଦୁଇ ଦିନ ଧରି ମହାସମାରୋହରେ ପାଳନ ହୁଏ । ପ୍ରଥମ ଦିନ ପହଣ୍ଡି ସହ ରଥା ରୁଢ଼ରେ ତିନି ଦିଅଁକୁ ରଖାଯାଇଥାଏ ଏବଂ ଦ୍ୱିତୀୟ ଦିନରେ ଦିଅଁଙ୍କୁ ନେଇ ମାଉସୀ ମା' ଘରକୁ ଭକ୍ତମାନେ
Read More...

ବମକ ଗ୍ରାମ ପଞ୍ଚାୟତରେ ଯୋଗ ଦିବସ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମ.ରାମପୁର ବ୍ଲକର ବମକ ଗ୍ରାମ ପଞ୍ଚାୟତ ସ୍ଥିତ ଅମୃତ ସରୋବର ପାର୍ଶ୍ୱରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେଇଯାଇଛି । ବମକ ସରପଞ୍ଚ ରୋମାଞ୍ଚ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଯୋଗ ଦିବସରେ ଯୋଗ ଗୁରୁ କ୍ଷମା ଶୀଳ ମାଝୀ
Read More...

ଓଇଏସ୍‌ ପାଇଥିବା ବିଜୟ ଲକ୍ଷ୍ମୀ କର୍ଲାମୁଣ୍ଡା ବିଇଓ ଭାବେ ନିଯୁକ୍ତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ଅଲାତରା ଗ୍ରାମର ବିଜୟ ଲକ୍ଷ୍ମୀ ନାଗ ଚଳିତ ଥର ଓଇଏସ୍‌ ପାଇଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ପାଖରୁ ନିଜର ନିଯୁକ୍ତି ପତ୍ର ପାଇଛନ୍ତି । ତାଙ୍କୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ
Read More...

ପଦ୍ମପୁରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ରାଜାଜୀ ଟାଉନ ହଲଠାରେ ଯୋଗ ମହୋତ୍ସବ ସମିତି ପଦ୍ମପୁର ଆନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରରେ ବାସ କରୁଥିବା ଭେଉଁରିଆ ଗ୍ରାମର ଚାର୍ଟେଡ ଆକାଉଣ୍ଟେଣ୍ଟ ମାଧବ ସାହୁ ମୁଖ୍ୟ ଅତିଥି ତଥା
Read More...

ଢୋଲ ନିଶାନ ବାଦ୍ୟରେ ସେଣ୍ଟ୍ରାଲ କଲଚର ରିସର୍ଚ୍ଚ ତରଫରୁ କୃତକାର୍ଯ୍ୟ ହୋଇଛନ୍ତି ଅରବିନ୍ଦ ପାତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଗ୍ରାମର ଅରବିନ୍ଦ ପାତ୍ର ବୟସ ୧୫ ସେଣ୍ଟ୍ରାଲ କଲଚର ରିସର୍ଚ୍ଚ ଟ୍ରେନିଂ ତରଫରୁ ଓଡ଼ିଶା ସମ୍ବଲପୁରୀ ଢୋଲ ନିଶାନ ବାଦ୍ୟରେ କୃତକାର୍ଯ୍ୟ ହୋଇଛନ୍ତି । ପଦ୍ମପୁରର ଢୋଲ ନିଶାନ ବାଦକ ଗୁରୁ ରମେଶ ଗୁର୍ଲା ଓ ସୁରେନ୍ଦ୍ର ସାହୁଙ୍କ
Read More...

ଅସହାୟଙ୍କ ସେବାରେ ସଂକଳ୍ପବଦ୍ଧ ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ସାମାଜିକ କାର୍ଯ୍ୟରେ ସଂକଳ୍ପବଦ୍ଧ ଅଟେ । ଏହାର ଏକ ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି । ଆଜି ପବିତ୍ର ରଥଯାତ୍ରା ଅବସରରେ ସାରା ଓଡିଶା ଚଳଚଞ୍ଚଳ ରହିଥିବା ବେଳେ ସଂକଳ୍ପ ପରିବାରର
Read More...