ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ନିମିତ୍ତ ଚୟନ ପ୍ରବେଶିକା ପରୀକ୍ଷାରେ ୮୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହେଲେ…
ବଲାଙ୍ଗିର, (କେପିଏନ୍ଏସ୍) : ଓଡ଼ିଶା ରାଜ୍ୟ ପ୍ରଶାସନିକ ସେବା ନିମିତ୍ତ ଚୟନ ପ୍ରବେଶିକା ପରୀକ୍ଷାର ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ ବଲାଙ୍ଗିର ସହର ରାଧାରାଣୀପଡ଼ାର କୁମାରୀ ଋତୁପର୍ଣ୍ଣା ମିଶ୍ର (ଫିଲି) ୮୮ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ପରିବାର ତଥା ବଲାଙ୍ଗିରବାସୀଙ୍କୁ ଆନନ୍ଦ!-->…
Read More...
Read More...