Yearly Archives

2023

ଜଳମୟ ହୋଇପଡ଼ିଛି ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଦିନର ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ଶାନ୍ତିପଡ଼ାର କିଛି ଅଂଶ ଜଳମୟ ହୋଇପଡ଼ିଛି । ଲୋକଙ୍କ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଶାନ୍ତିପଡ଼ା ଛକରୁ ସିଆର୍‌ପିଏଫ୍‌ ମୁଖ୍ୟ କାର୍ୟ୍ୟାଳୟକୁ ଯାଉଥିବା
Read More...

ବଲାଙ୍ଗିର ପାଟଣେଶ୍ୱରୀ ମନ୍ଦିର ଭିତରେ ଆଂଠୁଏ ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଭିତରେ ଥିବା ପାଟଣେଶ୍ୱରୀ ମନ୍ଦିର ଭିତରେ ପଶିଲା ବର୍ଷା ପାଣି । କେବଳ ମନ୍ଦିର ଭିତରେ ନୁହେଁ, ମା’ଙ୍କ ଆସ୍ଥାନ ଉପରକୁ ବି ପାଣି ଚଢ଼ି ସାରିଛି । ଅନ୍ୟ ପକ୍ଷରେ ମୋଟର ଲଗାଇ ଏବେ ବର୍ଷା ପାଣି ନିଷ୍କାସନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
Read More...

ବଲାଙ୍ଗିର ସହରରେ ରାସ୍ତା ଉପରେ ଅଂଟାଏ ପାଣି, ଯାତାୟାତ ବାଧାପ୍ରାପ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ରାସ୍ତା ଉପରେ ଅଂଟାଏ ପାଣି । ଯାତାୟାତ ସଂପୂର୍ଣ୍ଣ ବାଧାପ୍ରାପ୍ତ ହୋଇପଡ଼ିଛି । ବଲାଙ୍ଗିର ସହର ଶାନ୍ତିପଡ଼ାର ପଂଜାବୀ ଗଳି ଦେଇ ଖର୍‌ସେଲ୍‌ପଡ଼ାକୁ ଯାଇଥିବା ରାସ୍ତାର ଅବସ୍ଥା ଏଇୟା । ଖର୍‌ସେଲ୍‌ ଡଙ୍ଗର ତଳୁ ବୋହି ଆସୁଥିବା ପାଣି ଏବେ କାଳ ସାଜିଛି
Read More...

କୁଟାସିଂହା ନୂତନ ସ୍ୱୀକୃତି ପ୍ରାପ୍ତ +୨ କଲେଜ ଉଦ୍‌ଘାଟିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ସ୍ୱୀକୃତି ପ୍ରାପ୍ତ +୨ କଲେଜ ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ସୁବୋଧ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ
Read More...

ଦୁଇ ଦଫା ଦାବୀ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇରୁ ଯୁକ୍ତ ତିନିକୁ ଉନ୍ନୀତ ଓ ଦରମା ହାର ଲେବଲ ୫ର ୨୧,୭୦୦ ରୁ ଲେବଲ ୯ର ୩୫,୪୦୦କୁ ବୃଦ୍ଧି ଏବଂ ଦଶବର୍ଷ ପୂରଣ କରିଥିବା ନିର୍ବାହୀ ଅଧିକାରୀଙ୍କୁ ସ୍ୱତନ୍ତ୍ର ପଦବୀରେ ଅବସ୍ଥାପିତ କରିବା ଦୁଇଦଫା ଦାବୀ ସମ୍ବଳିତ ଏକ
Read More...

୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର : ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (Special Development Council) ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ : ଅନୁଗୁଳ ଜିଲ୍ଲା -
Read More...

୩ରୁ ଭୋପାଳରେ ଏସିଆର ସର୍ବବୃହତ୍ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ ‘ଉନ୍ମେଷ’

ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ୭୫ଟି କାର୍ଯ୍ୟକ୍ରମରେ ଯୋଗଦେବେ ଶହେ ଭାଷାର ୫୭୫ ଲେଖକ ଭୋପାଳ : ଅଗଷ୍ଟ ୩ରୁ ୬ ତାରିଖ ପର୍ଯ୍ୟନ୍ତ ମଧ୍ୟପ୍ରଦେଶର ଭୋପାଳରେ ଏସିଆର ସର୍ବବୃହତ୍ ଅନ୍ତର୍ଜାତୀୟ ସାହିତ୍ୟ ମହୋତ୍ସବ 'ଉନ୍ମେଷ' ଅନୁଷ୍ଠିତ ହେବ । ଭୋପାଳରେ ଆୟୋଜିତ ଏକ
Read More...

ବ୍ରଜମୋହନ ବିଶୋଇ ହେଲେ ବଲାଙ୍ଗିର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହାର ବ୍ରଜମୋହନ ବିଶୋଇଙ୍କୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ବଲାଙ୍ଗିର ଜିଲ୍ଲାର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନିଯୁକ୍ତି ଦିଆଯାଇଛି । ଆଦିବାସୀଙ୍କ ଭାଷା, ସଂସ୍କୃତି,
Read More...

ସମ୍ବଲପୁରୀ ଦିବସରେ ଖବରକାଗଜ ବିତରକଙ୍କୁ ଛତା ବଣ୍ଟନ

ବରଗଡ଼, (ନିରୋଜ କୁମାର ପାଣୀ) : ଅଗଷ୍ଟ ୧ ତାରିଖ ସମଗ୍ର ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ୍ ପାଳନ ପାଇଁ ନାଚଗୀତ ଭୋଜି ଭାତର ଆୟୋଜନ ହେଉଥିବା ବେଳେ ବରଗଡ଼ ଜିଲ୍ଲାର ଅଗ୍ରଣୀ ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଇନରହ୍ୱିଲ କ୍ଲବ ବରଗଡ଼ ସେଣ୍ଟ୍ରାଲ ପକ୍ଷରୁ ଏହାକୁ ଅଭିନବ ଭାବେ ପାଳନ
Read More...

ଅର୍କିଟ ଫୁଲ ଚାଷ ବୁଲି ଦେଖିଲେ ଜିଲ୍ଲା ପ୍ରକଳ୍ପ ଅଧିକାରୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରଥମ ଥର ପାଇଁ ଅର୍କିଟ ଚାଷ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି । ଏକ ଏକର ଜଗାରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ଚାଷ କରିବାକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏନେଇ ମଙ୍ଗଳବାର ଜିଲ୍ଲା
Read More...