Yearly Archives

2023

ରାଜଧାନୀ ଉପକଣ୍ଠରୁ ସିରିଜ୍ ଲୁଟ୍

ବାରଙ୍ଗ : କମିଶନରେଟ୍ ପୋଲିସକୁ ଖୋଲା ଚାଲେଞ୍ଜ । ରାଜଧାନୀ ଉପକଣ୍ଠରୁ ପୁଣି ହେଲା ସିରିଜ୍ ଲୁଟ୍ । ଭୁବନେଶ୍ୱର ଚନ୍ଦକା ଥାନା ଅଞ୍ଚଳରେ ଲୁଟେରା ଲୁଟ୍ କରିଛନ୍ତି । ଅପାର୍ଟମେଣ୍ଟ ପରେ ଡୁପ୍ଲେକ୍ସକୁ ଟାର୍ଗେଟ୍ । ବ୍ୟାଙ୍କ୍ କର୍ମଚାରୀ ଏବଂ ପୋଲିସ କର୍ମୀଙ୍କ ଘରୁ ଲୁଟ୍ । ଭୁବନେଶ୍ୱର ସାଇ
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପ୍ରତି ସକାରାତ୍ମକ ମନୋଭାବ ସୃଷ୍ଟି କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର ଦିଗଶିରା ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ସକାରାତ୍ମକ ପରିବେଶ ସୃଷ୍ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଗଇଁତଲାରେ ବିଜେଡିର ୨୭ତମ ପ୍ରତିଷ୍ଠା ଦିବସ : ନୀହାରଙ୍କ ପ୍ରାର୍ଥୀତ୍ୱ ଉପରେ ଦଳୀୟ କର୍ମୀଙ୍କ ମୋହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀର ପୁଇଁତଲା ବ୍ଲକର ଗଇଁତଲା ଖେଳ ପଡିଆରେ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସରେ ଏକ ବିଶାଳ କର୍ମୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପୁଇଁତଲା ବ୍ଲକ ବିଜେଡି ସଭାପତି ବିଷ୍ଣୁ ପଟେଲଙ୍କ ସଭାପତିତ୍ୱରେ
Read More...

ଖଇର କାଠ ବୋଝେଇ ୪୦୭ ଗାଡ଼ି ଜବତ : ଦୁଇ ଗିରଫ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବନ ବିଭାଗର ଏକ ଟିମ୍ ତଳିଉଡାର ପଞ୍ଚାୟତର ବୁରୋମୁଣ୍ଡା ନିକଟରେ ଏକ ଖଇର କାଠ ବୋଝେଇ ୪୦୭ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି । ଗତକାଲି ସନ୍ଧ୍ୟାରେ ସିଜି ୦୫ ଡି ୦୮୦୪ ନମ୍ବର ବିଶିଷ୍ଟ ଏହି ଗାଡ଼ିରେ ଖଇର କାଠ ଚୋରା ଚାଲାଣ ହେଉଥିବା ଖବର ପାଇ
Read More...

ଡିଗ୍ରୀ କଲେଜ କୁଶଙ୍ଗର ଶୀତ ଦିନିଆ ଜାତୀୟ ସେବା ଶିବିର ଉଦ୍‌ଯାପିତ

କୁଶଙ୍ଗ, (କେପିଏନ୍‌ଏସ୍‌) : ଡିଗ୍ରୀ କଲେଜ କୁଶଙ୍ଗ ନିକଟବର୍ତ୍ତୀ କୁଶମେଲ ଗ୍ରାମରେ ଚାଲିଥିବା ଶୀତଦିନିଆ ଜାତୀୟ ସେବା ଶିବିର ଉଦ୍‌ଯାପିତ ହୋଇଯାଇଛି । ଏହି ଗ୍ରାମରେ ସାତଦିନ ଧରି ପଚାଶ ଜଣ ସ୍ୱେଚ୍ଛାସେବକଙ୍କ ଦ୍ୱାରା ଅଞ୍ଚଳର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ସଚେତନା, ନାରୀଶିକ୍ଷାର ପ୍ରସାର,
Read More...

ବସ୍‌‌ ଓଲଟି ୨୫ରୁ ଅଧିକ ଆହତ

ବାଲିଗୁଡା : ପର୍ଯ୍ୟଟକ ବସ୍‌‌ ଓଲଟି ୨୫ରୁ ଅଧିକ ଆହତ । ବ୍ରାହ୍ମଣୀଗାଁ ଥାନା ମହାଗଡି ନିକଟ ବୁଲାଣି ରାସ୍ତାରେ ବୁଧବାର ଏହି ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବ୍ରାହ୍ମଣୀଗାଁ ହସ୍ପିଟାଲରେ ଭର୍ତ୍ତି
Read More...

ପ୍ରାଣୀ ଉଦ୍ୟାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ଡିସେମ୍ବର ୨୭ରେ ପ୍ରାଣୀ ଉଦ୍ୟାନ ଦିବସ ପାଳନ କରାଯାଏ । ଯଦିଓ ଦିନର ଉତ୍ପତ୍ତି ଅସ୍ପଷ୍ଟ, ଆମେ ଜାଣୁ ଯେ ପ୍ରାଣୀ ଉଦ୍ୟାନର ଧାରଣା ସହସ୍ର ବର୍ଷ ପର୍ଯ୍ୟନ୍ତ ବ୍ୟାପିଛି । ପ୍ରାଣୀ ବା ଜୀବ ଉଦ୍ୟାନଗୁଡ଼ିକ ସାଧାରଣତଃ ବିଭିନ୍ନ ପ୍ରଜାତିର
Read More...

ହାତୀ ଆକ୍ରମଣରେ ଜଣେ ମୃତ

କେନ୍ଦୁଝର : ହାତୀ ଆକ୍ରମଣରେ ମଣିଷ ପୁଣି ମଣିଷ କାରଣରୁ ଅନେକ ସମୟରେ ହାତୀଙ୍କ ଜୀବନ ଯାଉଥିବା ଅନେକ ଘଟଣା ସାମ୍ନାକୁ ଆସୁଛି । ହାତୀ ଆକ୍ରମଣରେ ଚାଲିଯାଇଛି ପୁଣି ଏକ ମୂଲ୍ୟବାନ ଜୀବନ । ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଆଜି ଜଣାପଡିଛି । ଯୁବକଙ୍କ ପରିଚୟ ଅସ୍ପଷ୍ଟ
Read More...

ମଠଖାଇ ମହୋବତ୍ସ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁୟାରୀ ୭ ତାରିଖରୁ ଆରମ୍ଭ ହେବ ଜାତୀୟ ସ୍ତରର ମଠଖାଇ ମହୋତ୍ସବ ଏଥିପାଇଁ ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଆଜି ପୂର୍ବାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ବଲାଙ୍ଗିର ମାଟିର ବିଶିଷ୍ଟ ନାଟ୍ୟକର୍ମୀ ସନାତନ ଠାକୁରଙ୍କ
Read More...

ମହଙ୍ଗା ପଡିଲା ସ୍କୁଲ୍‌କୁ ମାତାଲ ହୋଇ ଆସିବା

ଟିଟିଲାଗଡ : ମଦ ପିଇ ବିଦ୍ୟାଳୟକୁ ଆସୁଥିଲେ ଶିକ୍ଷକ । ଅଭିଯୋଗ ପରେ ନିଲମ୍ବିତ କଲେ ବ୍ଲକ ଶିକ୍ଷା ଅଧିକାରୀ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକର ବୁଢ଼ାବାହାଲ ପଞ୍ଚାୟତର ଧୁମାପାଲି ଗାଁ ପ୍ରାଥମିକ ବିଦ୍ୟାଳୟରୁ ।ଖବର ଅନୁଯାୟୀ, ଧୁମାପାଲି ବିଦ୍ୟାଳୟର କାର୍ଯ୍ୟରତ
Read More...