Daily Archives

ଭାଗବତ ମନ୍ଦିର ଉଦ୍‌ଘାଟିତ

କଣ୍ଟାବାଞ୍ଜି, (କୌଳାଶ ସଗ୍ରିଆ) : କଣ୍ଟାବାଞ୍ଜି ଅଶୋକନଗରସ୍ଥିତ ଧୁବାପଡାଠାରେ ଭାଗବତ ମନ୍ଦିର ଉଦ୍‌ଘାଟିତ ହୋଇଛି । ଏହି ପଡାରେ ଚାଲିଥିବା ପ୍ରହରୀରେ ଯୋଗ ଦେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଏନ୍‌ଏସ୍‌ଜି ଅଧ୍ୟକ୍ଷ ବରିୟାଂମ ସିଂହ ସାଲୁଜା ଠାକୁରଙ୍କ ଦର୍ଶନ ପରେ
Read More...

ମାରୱାଡି ମହିଳା ସମିତି ପକ୍ଷରୁ ସରବତ ବଣ୍ଟନ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ମାରୱାଡି ମହିଳା ସମିତି ପକ୍ଷରୁ ଲୋକଙ୍କୁ ଲେମ୍ବୁ ସରବତ ବଣ୍ଟନ କରାଯାଇଛି । ମଙ୍ଗଳବାର ସ୍ଥାନୀୟ ସପ୍ତାହିକ ବଜାର ଠାରେ ମହିଳା ସମିତ ସଭ୍ୟମାନେ ଉପସ୍ଥିତ ରହି ଲୋକଙ୍କୁ ସରବତ ପ୍ରଦାନ କରିଥିଲେ । ଏଥିରେ ବଜାରକୁ ଆସୁଥିବା ହଜାର ହଜାର ଲୋକ ଉପକୃତ
Read More...

ଗରମକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ନିର୍ଦ୍ଧାରଣ କରିବାକୁ ନିବେଦନ

ଡୁଡୁକା, (ସୁଶିଲ କୁମାର ମିଶ୍ର) : ପଶ୍ଚିମ ଓଡିଶାରେ ଏବେ ପ୍ରବଳ ଗରମ ଅନୁଭୂତ ହେଉଛି । ଏହା ଦ୍ୱାରା ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କର ପାଠପଢାରେ ସମସ୍ୟା ଦେଖାଯାଉଛି । ଅପରପକ୍ଷରେ ସ୍କୁଲ ସମୟ ସକାଳ ୯ଟାରୁ ୧୦ଟାକୁ ବୃଦ୍ଧି କରିବାକୁ ଶିଶୁ ସୁରକ୍ଷା ମଞ୍ଚ ସରକାରଙ୍କୁ ନିବେଦନ
Read More...

କାର୍‌-ଅଟୋ ମୁହାଁମୁହିଁ ଧକ୍କା, ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଭୁତିଆରବାହାଲ ହନୁମାନ ମନ୍ଦିର ନିକଟରେ କାର୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ସ୍ୱାମୀଙ୍କ ମୃତ୍ୟୁ ଘଟିଛି ଏବଂ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ବଡବନ୍ଧ ଗ୍ରାମର ମେଘ ଚାନ୍ଦ ବୋଲି ଜଣାପଡିଛି । ସୂଚନା
Read More...

ପାଣ୍ଡରା ଗ୍ରାମ ନିକଟ କୁଆଖାଇ ନଦୀରେ ନିର୍ମାଣ ହେବ ଆନିକଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଖୋର୍ଦ୍ଧାର ପାଣ୍ଡରା ଗ୍ରାମ ନିକଟ କୁଆଖାଇ ନଦୀରେ ନିର୍ମାଣ ହେବ 'ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ' । ଏହି ପ୍ରକଳ୍ପ ଦ୍ୱାରା ଭୁବନେଶ୍ୱର ମହାନଗର ନିଗମ ସମେତ ବାଲିଅନ୍ତା ତହସିଲ ଅଞ୍ଚଳର ଜଳ ସମସ୍ୟା ଦୂର ହେବା ସହ ସ୍ଥାନୀୟ ଲୋକ କୃଷି, ଶିଳ୍ପ ଓ
Read More...

ଏଲ୍‌ପିଜି ଦାମ୍‌ ସାଢେ ୩ ଟଙ୍କା ବଢିଲା

ନୂଆଦିଲ୍ଲୀ : ପରିବାରରେ ରୋଷେଇ ବ୍ୟବହାର ହେଉଥିବା ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର୍‌ର ମୂଲ୍ୟ ଗତକାଲି ସାଢେ ତିନି ଟଙ୍କା ବୃଦ୍ଧି ପାଇଛି । ଏହା ଫଳରେ ଦେଶର ଅଧିକାଂଶ ସ୍ଥାନରେ ତାହାର ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହୋଇଛି । ୧୨ ଦିନରେ ଏହା ଦ୍ୱିତୀୟ ବୃଦ୍ଧି । ଗତ ୭ ତାରିଖରେ ଏଲ୍‌ପିଜି
Read More...

ରାଜ୍ୟରେ ନିର୍ମାଣ ହେବ ୧୨୮୦ଟି ଆଡ଼ିବନ୍ଧ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଳସେଚିତ ଜମିରେ ସୁନିଶ୍ଚିତ ଜଳସେଚନର ବ୍ୟବସ୍ଥା କରିବା ପାଇଁ ରାଜ୍ୟରେ ୧୨୮୦ଟି ଆଡ଼ିବନ୍ଧ ନିର୍ମାଣ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ୩୫%ରୁ କମ ଜଳସେଚିତ ବ୍ଲକଗୁଡ଼ିକରେ ଏହା କାର୍ୟ୍ୟକାରୀ ହେବାକୁଥିବା ବେଳେ ୨୭,୬୦୦ ହେକ୍ଟର ଜମିକୁ ଜଳ
Read More...

ଖନନ ହେବ ୧ଲକ୍ଷ ଗଭୀର ନଳକୂପ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶୁଷ୍କ ଓ ପଥୁରିଆ ଅଞ୍ଚଳରେ ଜଳସେଚନକୁ ବ୍ୟାପକ କରିବା ପାଇଁ ଆଗାମୀ ୫ ବର୍ଷରେ ୧ଲକ୍ଷ ଗଭୀର ନଳକୂପ ଖନନ କରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ରାଜ୍ୟର ୨୬ଟି ଜିଲ୍ଲାର ୨୫୬ଟି ବ୍ଲକରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଥିବା ବେଳେ ଉଭୟ ଫସଲ ଋତୁରେ
Read More...

କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀ ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଅନୁମୋଦନ କରିଛନ୍ତି । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ଭକ୍ତମାନଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ
Read More...

ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତିନିଦିନ ପାଇଁ ରବୀନ୍ଦ୍ର ମଣ୍ଡପ ଠାରେ ଆରମ୍ଭ ହୋଇଛି ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ । ଭାରତ ସରକାରଙ୍କ ଜନଜାତି ମନ୍ତ୍ରାଳୟ ସହାୟତାରେ ରାଜ୍ୟର @stscdev ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଦେଶର ବିଭିନ୍ନ ରାଜ୍ୟର ଜନଜାତିଙ୍କ
Read More...