Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ ରୁ ୧୮ ବର୍ଷ ମଧ୍ୟରେ ୧ ଜଣ ଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୧୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ସାଇରସ୍‌ଙ୍କ ଆବେଦନ ସୁପ୍ରିମ୍‌ କୋର୍ଟରେ ଖାରଜ

ନୂଆଦିଲ୍ଲୀ : ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ବିଦା କରାଯିବା ନିଷ୍ପତ୍ତି ସପକ୍ଷରେ ୨୦୨୧ରେ ଦିଆଯାଇଥିବା ରାୟ ବିରୋଧରେ ସାଇରସ୍‌ ମିସ୍ତ୍ରୀ ଦାଖଲ କରିଥିବା ରିଭ୍ୟୁ ପିଟିସନକୁ ଗତକାଲି ସୁପ୍ରିମ୍‌ କୋର୍ଟ ଖାରଜ କରିଦେଇଛି । ୨୦୧୬ ଅକ୍ଟୋବରରେ ନାଟକୀୟ ଢଙ୍ଗରେ ତାଙ୍କୁ ଟାଟା ସନ୍ସ ଅଧକ୍ଷ୍ୟ ପଦରୁ
Read More...

ବେଲପଡା ବ୍ଲକରେ ୫ଟି ଯୋଜନା ତା’ ରି ବାଟରେ, ପାଠପଢ଼ା ଚାଲିଛି ଗଛ ମୂଳରେ

ଆମ ସରକାରୀ ବିଦ୍ୟାଳୟ ପ୍ରତି ସରକାରଙ୍କ ଏତେ ବିତୃଷ୍ଣା ଭାବ କ'ଣ ପାଇଁ : ସିଲିଙ୍ଗପଡା ଗ୍ରାମବାସୀ ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗଛମୂଳରେ ପାଠ ପଢୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏପରିକି ଦିନେ ନୁହେଁ ବର୍ଷେ ନୁହେଁ ଦୀର୍ଘ ୫ ବର୍ଷ ଧରି
Read More...

ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଂଗ ଉପରେ ପ୍ରତିକ୍ରିୟା ରଖିଲେ ପ୍ରମୁଖ କୋଶଲବାଦୀ ନେତା ପ୍ରମୋଦ କୁମାର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଂଗ ଉପରେ ସୋସିଆଲ୍‌ ମିଡ଼ିଆ ମାଧ୍ୟମରେ କୋଶଲବାଦୀ ପ୍ରମୁଖ ନେତା ପ୍ରମୋଦ କୁମାର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ପଶ୍ଚିମ ଓ ଦକ୍ଷିଣା ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନିଷ୍ପତି କେ ଓଡିଶା ହାଇକୋର୍ଟ
Read More...

ଝାଂକ୍ରିପାଲି ଗାଁ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନରେ ପ୍ଲାଷ୍ଟିକ ଭଳି ଚାଉଳକୁ ନେଇ ଉତ୍ତେଜନା

ସରକାର ଦେଉଛନ୍ତି ଭିଟାମିନ ଯୁକ୍ତ ଚାଉଳ : ବିଇଓ ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଘୁନସର ପଂଚାୟତ ଝାଂକ୍ରିପାଲି ଗାଁ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଯୋଗାଯାଇଥିବା ଚାଉଳ ମଧ୍ୟରେ ପ୍ଲାଷ୍ଟିକ ଭଳି ଚାଉଳ ମିଶିଥିବା ନେଇ ଗୁରୁବାର ଉତ୍ତେଜନା
Read More...

ରମ୍ୟ ରଚନା : ମୋବାଇଲ ମନ୍ଥନ

ଜୟଶ୍ରୀ ସାହୁ ଯାହା ବି ହଉ,ବିଳମ୍ବରେ ହେଉ ପଛେ, ସୋସିଆଲ ମିଡିଆର ମହତ୍ବ ଅନୁଭବି ହେଲା ଏତେ ଦିନ ପରେ । ଏଣିକି, ମୋବାଇଲ ଧରିବା ମାତ୍ରେ ଶିହରିତ ହେଇ ଯାଉଛି ମନପ୍ରାଣ । 'ଏ ଦେହ ଥିଲେ ସର୍ବ ପାଇ' ନ୍ୟାୟରେ ମୂଢମତି ଏତେ ଦିନକେ ବୁଝି ପାରିଲା ଯେ ନିରାକାର ଶୂନ୍ୟବ୍ରହ୍ମଙ୍କ ସାକାର
Read More...

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ସେମିନାରକୁ ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

ସ୍ୱରାଜର ସମ୍ପୂର୍ଣ୍ଣ କଳ୍ପନା ହିଁ ନୂଆ ଭାରତର ବିଚାର-ଅମିତ ଶାହଜ୍ଞାନ ଆଧାରିତ ମହାଶକ୍ତି ଦିଗରେ ଭାରତ ଅଗ୍ରସର - ଧର୍ମେନ୍ଦ୍ର ପ୍ରଧାନ• ‘ସ୍ୱରାଜ ରୁ ନୂଆ ଭାରତ’ ପର୍ଯ୍ୟନ୍ତ ଭାରତ ବିଚାରର ପୁନରାବଲୋକନ ଆଲୋଚନା• ଦିଲ୍ଲୀ ବିଶ୍ୱବିଦ୍ୟାଳୟ ୧୦୦ ବର୍ଷ ପୂରଣ କରିବା ଶିକ୍ଷାନୁଷ୍ଠାନ ମାନଙ୍କ
Read More...

ଗୁଜରାଟରେ ଆଜି ପାଳିତ ହେବ ବିଶ୍ୱ ମହୁମାଛି ଦିବସ

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏହାକୁ ଉଦ୍‌ଘାଟନ କରିବେପାଂଚଟି ରାଜ୍ୟରେ ମହୁ ପରୀକ୍ଷଣ ଲ୍ୟାବ୍ ଏବଂ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ ନୂଆଦିଲ୍ଲୀ, ଗୁଜରାଟ, (ପିଆଇବି) : ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ (ଏମ୍ଓଏଆଣ୍ଡ୍ ଏଫ୍‌ଡବ୍ଲୁ) ୨୦
Read More...

ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ସହର ଭିତରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟରେ ଏନର୍ଜି କ୍ଲବ ତରଫରୁ ପରିବେଶ ସୁରକ୍ଷା ତଥା ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ ସହର ପରିକ୍ରମା କରି ଜିଲ୍ଲାବାସୀଙ୍କୁ
Read More...

ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ୍‌ ପ୍ରିମିୟର ଲିଗ୍ : ବରପାଲି ବାଇସନ ବିଜୟୀ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ଆନନ୍ଦ ଆଚାର୍ଯ୍ୟ ଫୁଟ୍‌ବଲ ପ୍ରିମିୟର ଲିଗ୍‌ରେ ଗତକାଲି ବରପାଲି ବାଇସନ ଓ ଏସ୍‌ଏସ୍‌ୱାଇଏସ୍‌ ଗୋବିନ୍ଦପାଲି ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌ରେ ବରପାଲି ବାଇସନ ଦଳ ବିଜୟୀ ହୋଇଛି । ଦଳ ଆଜିର ମ୍ୟାଚ୍‌କୁ ୩ - ୦ ଗୋଲରେ ଜିତି ନେଇଛି । ଏହି ଖେଳ ପରିଚାଳନା
Read More...
error: Content is protected !!