Daily Archives

ଚଳିତ ଆର୍ଥିକ ବଜେଟରେ ‘ଜଳ ଜୀବନ ମିଶନ’ ଓ ‘ବସୁଧା’ ଯୋଜନା ପାଇଁ ୮,୨୫୦ କୋଟିରୁ ଅଧିକ ଆବଣ୍ଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଲାଗି ଚଳିତ ଆର୍ଥିକ ବଜେଟରେ ‘ଜଳ ଜୀବନ ମିଶନ’ ଓ ‘ବସୁଧା’ ଯୋଜନା ପାଇଁ ୮,୨୫୦ କୋଟିରୁ ଅଧିକ ଆବଣ୍ଟିତ ହୋଇଛି । ଏଥିସହ ୨୦୨୪ ସୁଦ୍ଧା ଗ୍ରାମାଞ୍ଚଳର ପ୍ରତି ପରିବାରକୁ ପାଇପ ଜଳ ସଂଯୋଗ
Read More...

ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଚଳିତ ଆର୍ଥିକ ବଜେଟରେ ୧୨,୨୪୧ କୋଟି ଆବଣ୍ଟିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଚଳିତ ଆର୍ଥିକ ବଜେଟରେ ୧୨,୨୪୧ କୋଟି ଆବଣ୍ଟିତ ହୋଇଛି । ଏହି ଅର୍ଥରାଶି ମୋଟ ବଜେଟର ୬.୧% ହୋଇଥିବା ବେଳେ ଏଥିରେ 'ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା', 'ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ'
Read More...

୩୬ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ : ଜେଲେନସ୍କିଙ୍କୁ ରାସାୟନିକ ଆକ୍ରମଣ ଭୟ

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ୩୬ ଦିନ ଧରି ଯୁଦ୍ଧ ଚାଲିଛି । ଯୁଦ୍ଧ ଆହୁରି ଭୟଙ୍କର ହେବାରେ ଲାଗିଛି । ଉତ୍ତେଜନାକୁ ହ୍ରାସ କରିବା ପାଇଁ କୂଟନୈତିକ ପ୍ରୟାସ ମଧ୍ୟ ଚାଲିଛି । ୟୁକ୍ରେନ୍‌ ଧ୍ୱସ୍ତ ବିଧ୍ୱସ୍ତ ହୋଇ ସାରିଛି । ତଥାପି କିନ୍ତୁ ୟୁକ୍ରେନ୍‌ ରାଜଧାନୀ କିଭ୍‌କୁ ସଂପୂର୍ଣ୍ଣ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୮୫ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ
Read More...

ପ୍ଳାଷ୍ଟିକ୍ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ରଛାତ୍ରୀଙ୍କ ର‍୍ୟାଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲରେ ପ୍ରଧାନ ଶିକ୍ଷକ କମଲାକାନ୍ତ ପାଣିଗ୍ରାହୀଙ୍କ ତତ୍ୱାବଧାନରେ ପ୍ଳାଷ୍ଟିକ ବର୍ଜନ ଓ ଶକ୍ତି ସଂରକ୍ଷଣ ଉପରେ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ଏକ ରଚନା, କୁଇଜ୍, ଭାଷଣ ଓ
Read More...

ଭୁଷୁଡ଼ିବ ଇମ୍‌ରାନ୍‌ ଖାନଙ୍କ ସରକାର, ଏପ୍ରିଲ ୩ରେ ଆନାସ୍ଥା ପ୍ରସ୍ତାବ

ଇସ୍‌ଲାମାବାଦ : ପାକିସ୍ତାନରେ ଏବେ ରାଜନୀତି ଆକାଶ ଦ୍ୱନ୍ଦର ମେଘରେ ଆଚ୍ଛାଦିତ ହୋଇ ରହିଛି । ଇମ୍‌ରାନ୍‌ ଖାନ୍‌ଙ୍କ ସରକାର ଏବେ ଜଟିଳ ପରିସ୍ଥିତି ଦେଇ ଗତି କରୁଛି । ଆସନ୍ତା ୩ ତାରିଖରେ ହେବ ଅନାସ୍ଥା ପ୍ରସ୍ତାବ ପାଇଁ ମତଦାନ । ଇମ୍‌ରାନ୍‌ଙ୍କ ପାଖରେ ୧୬୪ ଜଣ ସାଂସଦ ରହିଥିବା ବେଳେ
Read More...

ବସ୍ତି ଆଇନ ସଂଶୋଧନକୁ ସ୍ୱାଗତ କଲା ଓଡ଼ିଶା ବସ୍ତି ସଂଘର୍ଷ ସମିତି

ବସ୍ତି ୱେଲଫେୟାର୍‌ ବୋର୍ଡ ଗଠନ କରାଯାଉ : ପ୍ରତାପ ସାହୁ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଧାନସଭାରେ ବସ୍ତି ଆଇନ ୨୦୦୩ ସଂଶୋଧନକୁ ସ୍ୱାଗତ କରିଛନ୍ତି ଓଡ଼ିଶା ବସ୍ତି ସଂଘର୍ଷ ସମିତିର ପ୍ରତିଷ୍ଠାତା ପ୍ରତାପ କୁମାର ସାହୁ । ଶ୍ରୀ ସାହୁ କହିଛନ୍ତି ଯେ, ଦୀର୍ଘ ବର୍ଷ ହେବ ବସ୍ତି
Read More...

କେନ୍ଦୁଭଟାରେ କ୍ଷୁଦ୍ରଦାନା ଶସ୍ୟର ପୃଷ୍ଟିସାର ସମ୍ବନ୍ଧୀୟ କର୍ମଶାଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ କେନ୍ଦୁଭଟା ଦେବଦତ୍ତ କ୍ଲବ କାର୍ଯ୍ୟାଳୟଠାରେ ବ୍ଲକର ପଂଚାୟତିରାଜ ବିଭାଗର ନବ ନିର୍ବାଚିତ ପ୍ରତିନିଧି, କୃଷି ବିଭାଗ, ଶିକ୍ଷା ବିଭାଗ, ଶିଶୁ ବିକାଶ ବିଭାଗ ଓ ଚାଷୀମାନଙ୍କୁ ନେଇ କ୍ଷୁଦ୍ରଦାନା ଶସ୍ୟର ପୃଷ୍ଟିସାର
Read More...

୨ଟି ମୁଣ୍ଡ ଏବଂ ୩ ହାତ ଥିବା ଏକ ଅନନ୍ୟ ସନ୍ତାନକୁ ଜନ୍ମ ଦେଲେ ମହିଳା

ରତ୍‌ଲାମ୍‌(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ରତ୍‌ଲାମ୍‌ ଜିଲ୍ଲା ହସ୍ପିଟାଲରେ ଏକ ଅନନ୍ୟ ଶିଶୁ ଜନ୍ମ ନେଇଛି । ଏଠାରେ ଜଣେ ମହିଳା ଦୁଇ ମୁଣ୍ଡ ଏବଂ ତିନି ହାତ ଥିବା ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି । ସୋନୋଗ୍ରାଫିରେ ଏହି ଶିଶୁଟି ଯାଆଁଳା ଶିଶୁ ପରି ଦେଖାଯାଉଥିଲା । ଶିଶୁର ଉତ୍ତମ ଯତ୍ନ ନେବା
Read More...

ଆସନ୍ତା ୪ ତାରିଖ ଆନ୍ଦୋଳନରେ ସାମିଲ ହେବା ପାଇଁ ପ୍ରସ୍ତୁତି ବୈଠକ ଓ କମିଟି ଗଠନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ସରଧାପାଲି ଗ୍ରାମ ପଞ୍ଚାୟତର ଚାଷୀମାନଙ୍କୁ ନେଇ ଗତକାଲି ରାଜବୋଡାସମ୍ବର କୃଷକ ସଙ୍ଗଠନର ବ୍ଲକ ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା । ଏହି ସଭାରେ ରାଜବୋଡାସମ୍ବର
Read More...